ଜଗନ୍ନାଥ ପ୍ରସାଦ(ନୀଳଚକ୍ର Live ) ରାଜ୍ୟ ସରକାରଙ୍କ ନିର୍ଦେଶ କ୍ରମେ ତେନ୍ତୁଳିଆ ଶାସନ ଦେବସ୍ଥାନ ମହାବିଦ୍ୟାଳୟ ର ଆଭ୍ୟନ୍ତରୀଣ ଅଭିଯୋଗ ପ୍ରକୋଷ୍ଠ ତରଫରୁ ମହାବିଦ୍ୟାଳୟର ଶୈକ୍ଷିକ ଭବନ ରେ ଅଧକ୍ଷ ଚିନଂ ବଦ୍ରିନାରାୟଣ ପାତ୍ର ଙ୍କ ଅଧକ୍ଷତା ରେ କାର୍ଯ୍ୟକ୍ରମ ଟି ଆୟୋଜିତ ହୋଇଥିଲା । ଏହି ଅବସରରେ ଇଁରାଜୀ ଭାଷା ସାହିତ୍ୟ ବିଭାଗର ଅଧ୍ୟାପିକା ଶ୍ରୀମତୀ ରେଖାଞ୍ଜଳି ପ୍ରଧାନ ଅତିଥି ମାନଙ୍କୁ ମଞ୍ଚ ଙ୍କୁ ଆମନ୍ତ୍ରଣ କରିଥିଲେ।
ଅଭ୍ୟନ୍ତରୀଣ ଅଭିଯୋଗ ପ୍ରକୋଷ୍ଟ ର ସଂଯୋଜିକା ଅଧ୍ୟାପିକ ଶ୍ରୀମତୀ ମାମିନୀ ଆଚାର୍ଯ୍ୟ କାର୍ଯ୍ୟକ୍ରମ ର ଉଦେଶ୍ୟ ଏବଂ ଆଭିମୁଖ୍ୟ ବିଷୟରେ ବିସ୍କୃତ ଭାବେ ଉପସ୍ଥାପନା କରିଥିଲେ ଏବଂ ସାଧନ ବ୍ୟକ୍ତି ଭାବେ ଇଁରାଜୀ ଭାଷା ସାହିତ୍ୟ ବିଭାଗର ଅଧ୍ୟାପକ ଡ଼ଃ ନଟବର ଜେନା ଆଇନ ଗତ ଅଧିକାର ଓ ପ୍ରତିକ୍ରିୟା ପ୍ରସଙ୍ଗରେ ଛାତ୍ର ଛାତ୍ରୀଙ୍କ ମାନଙ୍କୁ ସୂଚନା ପ୍ରଦାନ କରିଥିଲେ ଶୈକ୍ଷିକ ଅଧିକାରୀ ଅଧ୍ୟାପକ ଅଲେଖ ଚନ୍ଦ୍ର ଘଡ଼ାଇ ଓ
ଇଁରାଜୀ ଭାଷା ସାହିତ୍ୟ ବିଭାଗର ତଥା ଆଇ କ୍ଯୁ ଏସି ସଂଯୋଜକ ଡ଼ଃ ଭଂଜ କିଶୋର ରଣା ମହିଳା ନୀତି ନୈତିକତା ଓ ଶିକ୍ଷା ପରିବେଷଣ ସମ୍ପର୍କ ରେ ମତ ପ୍ରଦାନ କରିଥିଲେ ଓ ପରିଶେଷରେ ପଦାର୍ଥ ବିଜ୍ଞାନ ର ଅଧ୍ୟାପିକା ଶ୍ରୀମତୀ ନିହାରିକା ଜେନା ଭାବପୂର୍ଣ୍ଣ ଧନ୍ୟବାଦ ଅର୍ପଣ କରିଥିଲେ ।ଏହି କାର୍ଯ୍ୟକ୍ରମ ରେ ମହାବିଦ୍ୟାଳୟ ର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ ଶତାଧିକ ଛାତ୍ର ଛାତ୍ରୀ ଉପସ୍ଥିତ ହୋଇଥିଲେ।

Post a Comment