BREAKING
Loading...
:

ଗୋପବନ୍ଧୁ ମହାପାତ୍ର ହେଲେ ଭଞ୍ଜନଗର NAC ର ନୂତନ ଅଧ୍ୟକ୍ଷ

 


ଭଞ୍ଜନଗର(ନୀଳଚକ୍ର Live)୮୩୨୮ ଖଣ୍ଡ  ଅଧିକ ଭୋଟ  ପାଇ ବିଜେଡ଼ିର ଗୋପବନ୍ଧୁ ମହାପାତ୍ର  ଭଞ୍ଜନଗର NAC ର  ଅଧ୍ୟକ୍ଷ ଭାବେ ଘୋଷିତ ହୋଇଛନ୍ତି।  ଗୋପବନ୍ଧୁ ମହାପାତ୍ର ୯୭୩୦ ଭୋଟ,ବିଜେପି ପ୍ରାର୍ଥୀ ଶିବ ପ୍ରସାଦ ମହାପାତ୍ର ୧୪୦୨ ଭୋଟ,କଂଗ୍ରେସ ପ୍ରାର୍ଥୀ ବିକ୍ରମ ବିଷୋୟୀ ୩୦୭ ଭୋଟ ଏବଂ ନୋଟାରେ ୧୨୨ ଖଣ୍ଡ ଭୋଟ ପାଇଥିବା ଘୋଷଣା କରାଯାଇଛି।
ନିରାକାର ସାହୁ,ନୀଳଚକ୍ର Live









Post a Comment

Previous Post Next Post
Header ADS