BREAKING
Loading...
:

ଜିରବାଡି ଗ୍ରାମ ପଂଚାୟତ ର ନୂତନ ସରପଞ୍ଚ ଙ୍କ ଦାଇତ୍ଵ ଗ୍ରହଣ

 


ଜଗନ୍ନାଥପ୍ରସାଦ(ନୀଳଚକ୍ରଲାଇଭ)ଜଗନ୍ନାଥ ପ୍ରସାଦ ବ୍ଲକ  ଜିରାବାଡ଼ି ଗ୍ରାମ ପଂଚାୟତ ର ନୂତନ ସରପଞ୍ଚ ରୂପେ ଶ୍ରୀଯୁକ୍ତ ସରୋଜ କୁମାର ନାୟକ(ବାଜି ଭାଇ) ଆନୁଷ୍ଟାନିକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି।

କାର୍ଯ୍ୟାଳୟ ମଧ୍ୟରେ ହୋମ ଜଂଜ୍ଞ କରିବା ପରେ ସହ ସହ ସମର୍ଥକ, ବିଜେଡ଼ି କର୍ମୀ ଙ୍କ ଗହଣ ରେ ନିଜ ଆସନ ଗ୍ରହଣ କରିଥିଲେ।










ୱାର୍ଡ ସଭ୍ୟ/ସଭ୍ୟା ବସନ୍ତ ଗୌଡ଼,ବସନ୍ତ ମଞ୍ଜରୀ ନାୟକ,ସସ୍ମିତା ପ୍ରଧାନ,ଜଂବୁ ଗୌଡ଼,ଅର୍ଜୁନ ତ୍ରିପାଠୀ,ରଞ୍ଜିତା ନାୟକ,ଶିବରାମ ପାତ୍ର,ରଥ ନାୟକ,ସୁରେନ୍ଦ୍ର ପାତ୍ର,ସନ୍ତୋସିନୀ ପ୍ରଧାନ ପ୍ରମୁଖ ସରପଞ୍ଚ ଶ୍ରୀ ଯୁକ୍ତ ନାୟକଙ୍କୁ ଫୁଲ ତୋଡା ଦେଇ ସ୍ୱାଗତ କରିଥିଲେ, ସେହିପରି ସରପଞ୍ଚ ଭି ତାଙ୍କୁ ଉତରୀୟ ଦେଇ ସଂମାନିତ କରିଥିଲେ।ପୂର୍ବତନ ବ୍ଲକ ଅଧ୍ୟକ୍ଷା ଗୀତାଞ୍ଜଳି ବେହେରା,ଜିରବାଡି ପୂର୍ବତନ ସରପଞ୍ଚ ସାବିତ୍ରୀ ବେହେରା, ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତି ମାନସୀ ସେଠୀ,












ବିଜେଡ଼ି ନେତା ସୂର୍ଯ୍ୟ ନାରାୟଣ ପ୍ରଧାନ,ପ୍ରଦୀପ୍ତ କିଶୋର ଭୂୟାଁ ,ଅନାଦି ବେହେରା, ବୁଲୁ ବେହେରା,ବୁଲୁ ପାଣି, ସମେତ ବହୁ ବିଜୁ ପ୍ରେମୀ, ମଧ୍ୟ ନୂତନ ସରପଞ୍ଚ ଙ୍କୁ ଫୁଲ ତୋଡା ଦେଇ ସ୍ୱାଗତ କରିଥିଲେ।ଗ୍ରାମପଞ୍ଚାୟତ ସମ୍ପ୍ରସାରଣ ଅଧିକାରିଅରକ୍ଷିତ ପ୍ରଧାନ,ଗ୍ରାମ ରୋଜଗାର ସେବକ ଯଶୋଦା ପ୍ରଧାନ,ମଧ୍ୟ ସରପଞ୍ଚ ଙ୍କୁ ସ୍ୱାଗତ କରିଥିଲେ।

Post a Comment

Previous Post Next Post
Header ADS