ଭଞ୍ଜନଗର(ନୀଳଚକ୍ର ବ୍ୟୁରୋ)ଭଞ୍ଜନଗର ଓକିଲ ସଂଘ ର ଯୁବ ଓକିଲ ହିମାଂଶୁ ଶେଖର ବାରିକ(ପାକୁ) ଙ୍କ ଗତ ଏପ୍ରିଲ 1 ରେ ଅକାଳ ବିୟୋଗ ହୋଇ ଥିଲା। ତେଣୁ ଆଜି ଭଞ୍ଜନଗର ଓକିଲ ସଂଘ ପରିସରରେ ସଭାପତି ସନ୍ତୋଷ କୁମାର ନାୟକ ଙ୍କ ସଭାପତିତ୍ୱ ଶୋକ ସଭା ଅନୁଷ୍ଠିତ ହୋଇଥିଲା।
ବରିଷ୍ଠ ଓକିଲ ଏମ୍.ତାଜ ଅଦେନି,ଦିବାକର ନାୟକ,ଅଭିମନ୍ୟୁ ଗୌଡ଼, ଦଣ୍ଡପାଣି ସ୍ବାଇଁ,ସୂର୍ଯ୍ୟ ନାରାୟଣ ପାତ୍ର, ନିରାକାର ସାହୁ,ଇଶ୍ୱର ଚନ୍ଦ୍ର ମହାରଣା ପ୍ରମୁଖ ସ୍ବର୍ଗତ ହିମାଂଶୁ ବାରିକ ଙ୍କ ସ୍ମୃତି ଚାରଣ କରିଥିଲେ, ଓ ଆଜି ଦିନକ ପାଇଁ କୋର୍ଟ କାର୍ଯ୍ୟ ରୁ ସମସ୍ତ ଓକିଲ ବିରତ ଥିଲେ।କୋର୍ଟ ର ବିଧି ବ୍ୟବସ୍ତା ଅନୁଯାୟୀ ସ୍ବର୍ଗତ ଓକିଲ ଙ୍କ ପରିବାର ଙ୍କୁ ଓକିଲ ସଂଘ ତରଫରୁ ୫0 ହଜାର ଟଙ୍କା ପ୍ରଦାନ କରାଯାଇଥିଲା।

Post a Comment