ଜଗନ୍ନାଥ ପ୍ରସାଦ(ନୀଳଚକ୍ର Live)ଜଗନ୍ନାଥ ପ୍ରସାଦ ର ନୂତନ ଗୋଷ୍ଠୀ ଶିକ୍ଷା ଅଧିକାରୀଣୀ ରୂପେ କଲ୍ୟାଣି ପାଢ଼ୀ ଯୋଗ ଦେଇଛନ୍ତି, ତାଙ୍କୁ ଶିକ୍ଷକ ମହଲ ରୁ ଫୁଲ ତୋଡା ସୁବେଛା ଓ ଅଭିନନ୍ଦନ କରା ଯାଇଛି।ବହୁତ ଦିନ ହେଲା ଉକ୍ତ ପଦବୀ ଖାଲି ପଡିଥିଲା, ଅନ୍ଯ ବ୍ଲକ ର BEO ଅତିରିକ୍ତ ଦାଇତ୍ୱ ରେ ରହୁ ଥିଲେ।ନୂତନ BEO ଙ୍କ ଯୋଗ ଦାନ ପରେ ଶିକ୍ଷା କ୍ଷେତ୍ର ରେ ବହୁ ଉର୍ଣ୍ଣତି ପରିଲିଖିତ ହେବ।
ଆଜି ପୂର୍ବାହ୍ନରେ ସୁଶ୍ରୀ କଲ୍ୟାଣୀ ପାଢୀO.E.S II ଯୋଗଦେଇ ଦାୟିତ୍ୱ ଗ୍ରହଣ କରିଛନ୍ତି। ସୁଶ୍ରୀ ପାଢୀଙ୍କୁ ଗୋଷ୍ଠୀ ଶିକ୍ଷା କାର୍ଯାଳୟର ତିନିଜଣA.B.E.O, ସମସ୍ତ କର୍ମଚାରୀ , ସମସ୍ତCRCC, ସମସ୍ତ ଶିକ୍ଷକ ସଂଗଠନର କର୍ମକର୍ତ୍ତା ଓ ସଦସ୍ୟ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ।
ଜଗନ୍ନାଥପ୍ରସାଦ ବ୍ଳକରେ ସର୍ବପ୍ରଥମ ଥର ପାଇଁ ଜଣେ ଦକ୍ଷ ମହିଳା ଶିକ୍ଷାଧିକାରୀ ଯୋଗଦେଇ ଥିବାରୁ ଏହି ଅଞ୍ଚଳର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ଶିକ୍ଷ।ବିତ୍, ବୁଦ୍ଧିଜୀବୀ, ଅଭିଭାବକ ସଂଘ ତଥା ଅଞ୍ଚଳବାସୀ ମହଲରେ ଆନନ୍ଦ ପ୍ରକାଶ ପାଇଛି।
ନୂତନ BEO ଙ୍କ ନିଜ ଗ୍ରାମ ଛାମୁଣ୍ଡା ହୋଇ ଥିବା ବେଳେ ନିଜ ଅଜା ଙ୍କ ଗ୍ରାମ ଜଗନ୍ନାଥ ପ୍ରସାଦ।ସେ ଜଗନ୍ନାଥ ପ୍ରସାଦ ବ୍ଲକ ଅଞ୍ଚଳ ର ପ୍ରଥମ ମହିଳା OES,, ତାଙ୍କର ଏହି କୃତି ପାଇଁ ବିଭିନ୍ନ ମହଲ ରୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆ ଯାଇଛି।

Post a Comment