ଜଗନ୍ନାଥପ୍ରସାଦ (ନିରାକାର ସାହୁ) ସ୍ଥାନୀୟ ପ୍ରସିଦ୍ଧ ଐତିହାସିକ ପୀଠ ଜଗନ୍ନାଥପ୍ରସାଦସ୍ଥ ଶ୍ରୀ ଶ୍ରୀ ଦଧିବାମନ ସ୍ୱାମୀ ମନ୍ଦିର ତରଫରୁ ବାହୁଡା଼ ଯାତ୍ରା ଖୁବ ଧୁମଧାମ ରେ ପାଳିତ ହୋଇଯାଇଛି ! ରଥାରୂଢ ଶ୍ରୀ ଶ୍ରୀ ଦଧିବାମନ ସ୍ୱାମୀ ମହାପ୍ରଭୁଙ୍କ ଉଦେଶ୍ୟରେ ସ୍ଥାନୀୟ ବଡଦାଣ୍ଡଠାରେଏକ ତିନିଦିନ ଵ୍ୟାପୀ "ଭଜନ ସମରୋହ କାର୍ଯ୍ୟକ୍ରମ" ଅନୁଷ୍ଠିତ ହୋଇଯାଇଛି! ଅଞ୍ଚଳର ବିଜ୍ଞ, ପ୍ରାଜ୍ଞ ଓ ବରିଷ୍ଠ ବୁଦ୍ଧିଜୀବୀ,ସମସ୍ତ ଗ୍ରାମବାସୀ ଓ ମନ୍ଦିର ଟ୍ରଷ୍ଟ ସହଯୋଗରେ ଅନୁଷ୍ଠିତ
ଏହି କାର୍ଯ୍ୟକ୍ରମରେ ଶ୍ରୀ ଶ୍ରୀ ଶ୍ରୀ ବୀରରାଘବ ଭଜନ ମଣ୍ଡଳୀ ର ସୁନାମଧନ୍ୟ କଳାକାର ଶ୍ରୀ ପ୍ରଭାକର ମହାପାତ୍ର, କଣ୍ଠଶିଳ୍ପୀ ଶ୍ରୀ ବିକାଶ ଚନ୍ଦ୍ର ସାହୁ, କଣ୍ଠଶିଳ୍ପୀ ଶ୍ରୀ ରଘୁନାଥ ପାଣି, କଣ୍ଠଶିଳ୍ପୀ ଶ୍ରୀ ଚନ୍ଦ୍ରକେତୁ ରାଉତ,କଣ୍ଠଶିଳ୍ପୀ ଶ୍ରୀ କିଶୋର ଚନ୍ଦ୍ର ବିଶୋଇ , କଣ୍ଠଶିଳ୍ପୀ ଶ୍ରୀମତୀ ରୋଜି ପ୍ରଧାନ, କଣ୍ଠଶିଳ୍ପୀ ଶ୍ରୀ ବିଭୁତି ଭୂଷଣ ପ୍ରଧାନ , କଣ୍ଠଶିଳ୍ପୀ ଶ୍ରୀ କେଦାର ବେହେରା
, କଣ୍ଠଶିଳ୍ପୀ ଶ୍ରୀ ଖଲି ପାଣି ଓ ସ୍ଥାନୀୟ ରଘୁନାଥ ମଠର ମହନ୍ତ ଶ୍ରୀ ଶ୍ରୀ ବସନ୍ତ କୁମାର ଦାସ ଜୀ ମହାରାଜ ଯୋଗଦେଇ ନିଜ ନିଜର ସୁନ୍ଦର ଭଜନ ଓ ଜଣାଣ ଦ୍ୱାରା ଶ୍ରଦ୍ଧାଳୁ ଭକ୍ତମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ !
କାର୍ଯ୍ୟକ୍ରମ କୁ ଅଞ୍ଚଳର ସୁନାମଧନ୍ୟ ଜ୍ୟୋତିର୍ବିଦ ପଣ୍ଡିତ ଶ୍ରୀ ଅନ୍ନଦା ତ୍ରିପାଠୀ ନିଜର ସୁଲଳିତ ପ୍ରବଚନ ମାଧ୍ୟମରେ ବଳିଷ୍ଠ ସଂଯୋଜନା କରି ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ ! ଏଭଳି ମହତ କାର୍ଯ୍ୟକ୍ରମକୁ ସବୁ ମହଲରୁ ପ୍ରଶଂସା କରାଯାଇଛି!

Post a Comment