ଜଗନ୍ନାଥ ପ୍ରସାଦ(ନୀଳଚକ୍ର Live)ଜଗନ୍ନାଥ ପ୍ରସାଦ ର ଜେ. ଏମ୍. ଏଫ. ସି କୋର୍ଟ ର ପ୍ରଥମ ପ୍ରତିଷ୍ଠା ଦିବସ କୋର୍ଟ ପରିସର ରେ ଧୁମଧାମରେ ପାଳିତ ହୋଇ ଯାଇଛି।ଭଞ୍ଜନଗର ର ମାନ୍ୟବର ଅତିରିକ୍ତ ଜିଲ୍ଲା ଦୌରା ଜଜ ଶ୍ରୀଯୁକ୍ତ ଦେବଦତ୍ତ ପଟ୍ଟନାୟକ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଜନସଧାରଣ କୋର୍ଟ ଦ୍ୱାରା ବହୁ ଊପକୃତ ହେବା ସହ ଆଇନ ଓ ସମାଜ ପାଇଁ ପ୍ରକୃତ ସାମ୍ବାଦିକ ର ଗୁରୁତ୍ୱ ଅନେକ କହିବା ସହ,, ଓକିଲ ମାନେ ସମାଜ ର ଉର୍ଣ୍ଣତି ପାଇଁ ପ୍ରଚେଷ୍ଟା ରହିବା ଜରୁରୀ ବୋଲି କହିଥିଲେ।ବରିଷ୍ଠ ଦେୱାନୀ ବିଚାରପତି - ସୋମଲିନା ମିଶ୍ର,SDJM - ଅମିତ୍ କୁମାର,ଜଗନ୍ନାଥ ପ୍ରସାଦ JMFC ପ୍ରଜ୍ଞା ରାଉତ ପ୍ରମୁଖ ଯୋଗ ଦେଇଥିଲେ।
ଭଞ୍ଜନଗର ଓକିଲ ସଂଘ ର ସଭାପତି ବରିଷ୍ଠ ଓକିଲ ଅଭିମନ୍ୟୁ ଗୌଡ଼ ଯୋଗ ଦେଇ ଓକିଲ ମାନଙ୍କ ପାଇଁ ସ୍ୱାସ୍ଥ୍ୟ ବୀମା ତୁରନ୍ତ କରା ଯାଉ ବୋଲି ଦାବି କରି ଥିଲେ।ନବ ନିର୍ବାଚିତ ଓଡ଼ିଶା ରାଜ୍ୟ ବାର୍ କାଉନସିଲ ସଦସ୍ୟ ତଥା ସୁନାମଧନ୍ୟ ଓକିଲ ପୀତବାସ ପଣ୍ଡା ଯୋଗ ଦେଇ ଓକିଲ ମାନଙ୍କ ସର୍ବାଙ୍ଗୀନ ଉର୍ଣ୍ଣତି ପାଈଁ ସର୍ବଦା କାର୍ଯ୍ୟ କରିବେ ବୋଲି କହିଥିଲେ।ଓକିଲ ସଂଘ ସଭାପତି ଅମରେଶ ମହାପାତ୍ର କୋର୍ଟ ପ୍ରତିଷ୍ଠା ପାଇଁ ଧନ୍ୟବାଦ ଜଣେଇବା ସହ ସଂପାଦକ ଜ୍ୟୋତି ପ୍ରଧାନ ମଞ୍ଚ ପରିଚାଳନା କରିଥିଲେ।
ଜଗନ୍ନାଥ ପ୍ରସାଦ କୋର୍ଟ ର ପ୍ରଥମ ପ୍ରତିଷ୍ଠା ଦିବସ ରେ ଓକିଲ ନିରାକାର ସାହୁ ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଗୋଟିଏ ବର୍ଷ ରେ ତୂରିତ ନ୍ୟାୟ ପ୍ରଦାନ କରାଯାଇଛି ଓ ଆଗାମୀ ବର୍ଷ ରେ ନୂତନ ସ୍ଥାୟି କୋର୍ଟ ରେ ଆମର ଦ୍ୱିତୀୟ ବର୍ଷ ର ପ୍ରତିଷ୍ଠା ଦିବସ ପାଳନ କରିବାର ଆଶାବ୍ୟକ୍ତ କରିଥିବା ବିଷୟ ରେ ଶ୍ରୀ ସାହୁ ନିଜ ବକ୍ତବ୍ୟ ରେ କହିଥିଲେ।
ସେହିପରି ଓକିଲ ସୁଶାନ୍ତ କୁମାର ମାଝୀ ଆଇନ ର ବିଭିନ୍ନ ଦିଗ ବିଷୟରେ ତର୍ଜମା କରିଥିବା ବେଳେ ଓକିଲ ଓମ ପ୍ରକାଶ ପ୍ରଧାନ ମଧ୍ୟ ଓକିଲ ପ୍ରତିଷ୍ଠା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ।ଭଞ୍ଜନଗର ଓକିଲ ସଂଘ ର ଉପସଭାପତି ରଜତ କୁମାର ଦାସ, ସଂପାଦକ ହରେକୃଷ୍ଣ ମହାପାତ୍ର, ସହ ସମ୍ପାଦକ ଚନ୍ଦ୍ରମଣି ମହାପାତ୍ର,କୋଷାଧ୍ୟକ୍ଷ ଗିରିଜା ଶଙ୍କର ଭୂୟାଁ, କାର୍ଯ୍ୟକାରୀ ସଦସ୍ୟ ଅଳକା ମଞ୍ଜରୀ ପଟ୍ଟନାୟକ, ସନ୍ତୋଷ କୁମାର ତିଆଡି, ଓ ସରକାରୀ ଓକିଲ ଦିବାକର ନାୟକ ମଧ୍ୟ ଯୋଗ ଦେଇଥିଲେ।
ଅଧ୍ୟାପକ ଲୋକନାଥ ମହାନ୍ତି ଓ DEO ସରୋଜ କୁମାର ନାୟକ ଙ୍କ ଦ୍ଵାରା ପରିଚାଳନା ରେ ପ୍ରାରମ୍ଭିକ ସଙ୍ଗୀତ ବନ୍ଦେ ମାତରଂ ଗାନ କରା ଯାଇଥିଲା।ପ୍ରତିଷ୍ଠା ଦିବସ ରେ ବହୁ ଓକିଲ ଯୋଗ ଦେଇଥିଲେ।

Post a Comment