ବ୍ରହ୍ମପୁର(ନୀଳଚକ୍ର Live)ଦଶମ ମହାନଗର ପୁସ୍ତକ ମେଳା ଖଲିକୋଟ ଏକକ ମହାବିଦ୍ୟାଳୟ ଖେଳପଡ଼ିଆ ଠାରେ ନିଶିଗନ୍ଧା ସାହିତ୍ୟ ସଂସଦ ଓ ଦିଗଦର୍ଶନ ଫାଉଣ୍ଡେସନ ତରଫରୁ କବିତା ଆସର ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଉମାକାନ୍ତ ବେହେରାଙ୍କ ଅଧ୍ୟକ୍ଷତା ଅନୁଷ୍ଠିତ ହୋଇଯାଇଛି l ଉକ୍ତ ସଭାରେ ଉଦଘାଟିକl ଦେବୀପ୍ରଭା ରଥ, ମୁଖ୍ୟଅତିଥି ସୁବାସ ମହାରଣା, ମୁଖ୍ୟ ବକ୍ତା ଡ଼.କୈଳାଶ ତ୍ରିପାଠୀ,ସମ୍ମାନିତ ଅତିଥି ଭାବେ ନିଶିଗନ୍ଧା ପ୍ରତିଷ୍ଠାତା ବଳରାମ ତରାଇ, ଡ଼. କୁଳମଣି ଓଝା, ବରିଷ୍ଠ କବି ପ୍ରମୋଦ ପଣ୍ଡା ଯୋଗ ଦେଇ ପୁସ୍ତକ ଓ ପୁସ୍ତକମେଳାର ଉପାଦେୟତା ବିଷୟରେ ଚୁମ୍ବକୀୟ ବକ୍ତବ୍ୟ ଉପସ୍ଥାପନl କରିଥିଲେ l
ନିଶିଗନ୍ଧା କ୍ୟାଲେଣ୍ଡର ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା l ବିଜୟଲକ୍ଷ୍ମୀ ମାହାଙ୍କୁଡ ଓ ସୁଧାଞ୍ଜଳି ମିଶ୍ରଙ୍କ ସଂଯୋଜନାରେ 40ରୁ ଉର୍ଦ୍ଧ କବି କବୟିତ୍ରୀ କବିତା ପାଠ କରିଥିଲେ ତାପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ରାକେଶ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ l ପୁସ୍ତକ ମେଳାର କମିଟି ମେମ୍ବର ପ୍ରଫୁଲ ତ୍ରିପାଠୀ, ବି ସତ୍ୟମ ଆଚାରୀ, ଗଜାନନ ମିଶ୍ର ପରିଚାଳନାରେ ସହଯୋଗ କରିଥିଲେ l

إرسال تعليق