ଲଷ୍ମୀପୁର(ନୀଳଚକ୍ର Live)-୧୩/୦୧/୨୦୨୪ ରେ ଲକ୍ଷ୍ମୀପୁର ମହାବିଦ୍ୟାଳୟ ପ୍ରାଙ୍ଗଣରେ ନୂଆ ଓ ବିଶ୍ୱ ଓଡ଼ିଆ ସାହିତ୍ୟ ପ୍ରତିଯୋଗିତା ଓ ଜଗନ୍ନାଥ ପରିକ୍ରମା କାର୍ଯ୍ୟକ୍ରମ କୁ ମହାବିଦ୍ୟାଳୟର ଅଧକ୍ଷ ଶ୍ରୀ ବିଜୁ ମୁଦୁଲି ଙ୍କ ସଭାପତିତ୍ୱ ରେ ଓ ପୂର୍ବତନ କୋରାପୁଟ ସାଂସଦ ଶ୍ରୀ ଝିନ ହିକକାଙ୍କ ଦ୍ୱାରା ଆନୁଷ୍ଠାନିକ ଭାବରେ ଉଦ୍ଘାଟନ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ଶ୍ରୀ ହିକକା ଛାତ୍ରଛାତ୍ରୀ ମାନଙ୍କୁ ଓଡ଼ିଆ ଭାଷାର ଉତ୍ପତି, ଗୁରୁତ୍ୱ ଓ ବିଶ୍ୱସ୍ତରରେ ଏହାର ମର୍ଯ୍ୟାଦା ଉପରେ ଆଲୋକପାତ କରିଥିଲେ। ବରିଷ୍ଠ ଅର୍ଥନୀତି ଅଧ୍ୟାପକ ଡ଼କ୍ଟର ଜଗନାଥ ରଥ, ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ଓଡ଼ିଆ ଭାଷା ଓ ଏହାର ମହତ୍ୱ ଏବଂ ଜଗନ୍ନାଥ ସଂସ୍କୃତି ଓ ପରମ୍ପରା ଉପରେ ଆଲୋକପାତ କରିଥିଲେ।
ଏହି କାର୍ଯ୍ୟକ୍ରମକୁ ନୋଡାଲ ଅଫିସର ସୁଶ୍ରୀ ତିଳତମା ପଟନାୟକ ସଞ୍ଜୋଜନା କରିଥିଲେ ଓ କାର୍ଯ୍ୟକ୍ରମର ମହତ୍ୱ ଉପରେ ଆଲୋଚନା କରିଥିଲେ। ଇଂରାଜୀ ଅଧ୍ୟାପକ ଶ୍ରୀ ଦୁର୍ଯ୍ୟଧନ ସାହୁ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
ଶ୍ରୀ ମଧୁସୂଦନ ସାହୁ, ଶ୍ରୀ ଯଶୋବନ୍ତ ଗରଡ଼ା, ଶ୍ରୀମତୀ ସନ୍ତୋଷିନୀ ଦାସ, ଶ୍ରୀମତୀ ମହିମା ରାଣୀ ରାଜୁ, ଶ୍ରୀ ଅମ୍ବରୀ ହିକକା, ଶ୍ରୀ ଏଂକେଶ୍ୱର ଖରା, ଶ୍ରୀ ଆଶିଷ ବିଶୋଇ ଏବଂ ଅନନ୍ୟ କର୍ମଚାରୀ ଓ ସମସ୍ତ ଛାତ୍ରଛାତ୍ରୀ ପୁର୍ଣ ମାତ୍ରାରେ ଯୋଗଦେଇ ଏହି ଉଦଘାଟନ କାର୍ଯ୍ୟକ୍ରମକୁ ସଫଳ କରିଥିଲେ I

إرسال تعليق