BREAKING
Loading...
:

ଜଗନ୍ନାଥ ପ୍ରସାଦ ର ପ୍ରଥମ ମହିଳା OAS ଲିପିନା ଦାସ

 


ଜଗନ୍ନାଥ ପ୍ରସାଦ(ନିରାକାର ସାହୁ) ଗଂଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ପଂଚାୟତ ର ଜଗନ୍ନାଥପୁରୁ ଶାସନର ସ୍ୱର୍ଗତ ସୁରେନ୍ଦ୍ର ଦାସ(ସୁର ଦାସ)ଙ୍କ ଏକମାତ୍ର କନ୍ୟା ଲିପିନା ଦାସ(ଲିପି)ଗ୍ରାମ ର ଦ୍ଵିତୀୟ OAS ଭାବେ କ୍ରମିକ ସଂଖ୍ୟା ୫୫ ରେ ସ୍ଥାନିତ ହୋଇ ଗୌରବ ଅର୍ଜନ କରିଛନ୍ତି। ଜଗନ୍ନାଥ ପୁର ପାଇଁ  ସେ ଅପୂର୍ବ ଗୌରବ ଆଣିଦେଇଛନ୍ତି।ସ୍ଵର୍ଗରେ ଥାଇ ସ୍ବର୍ଗତ ସୁର ବାବୁ ଏ ସଫଳତାରେ ନିଶ୍ଚିତ ଆନନ୍ଦିତ ହୋଇଥିବେ।ଲିପି ଙ୍କୁ ବିଭିନ୍ନ ମହଲ ରୁ ଅଭିନନ୍ଦନ ଜଣାଯାଇଛି।ସେ ଜଗନ୍ନାଥ ପ୍ରସାଦ ବ୍ଲକ ର ପ୍ରଥମ ମହିଳା OAS.

Post a Comment

أحدث أقدم
Header ADS