ଜଗନ୍ନାଥ ପ୍ରସାଦ(ନୀଳଚକ୍ର Live)-୦୩.୧୨.୨୦୨୫ ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ୨୮ତମ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଅଧ୍ୟକ୍ଷ ଶ୍ରୀଯୁକ୍ତ ନୃସିଂହ ଚରଣ ପ୍ରଧାନଙ୍କ ଦ୍ଵାରା ଶୁଭ ଉଦଘାଟିତ ହୋଇଯାଇଛି । ଏହି ପରିପ୍ରେକ୍ଷରେ ପ୍ରଥମେ ମା କରଞ୍ଜେଇ ପୀଠରୁ ମଶାଲ ଶୋଭଯାତ୍ରା ସହର ପରିକ୍ରମା କରି ବିଦ୍ୟାଳୟ ପରିସରରେ ପହଞ୍ଚିଥିଲା । ଅଧ୍ୟକ୍ଷ କ୍ରୀଡ଼ା ପତାକା ଉତ୍ତୋଳନ କରି କ୍ରୀଡ଼ା ପ୍ରେମୀ ମାନଙ୍କୁ ଶପଥ ପାଠ କରାଇଥିଲେ ।
ଉକ୍ତ ଉତ୍ସବରେ ଉଚ୍ଚ ବିଦ୍ୟାଳୟର କ୍ରୀଡ଼ା ସଙ୍ଘ ଉପସଭାପତି ପ୍ରଧ୍ୟାପକ ଶ୍ରୀଯୁକ୍ତ ମିହିର କୁମାର ଶତପଥୀ ଓ କ୍ରୀଡ଼ା ସଂଯୋଜିକା ସୁଶ୍ରୀ ସବୁଜିମା ମହାପାତ୍ରଙ୍କ ବଳିଷ୍ଠ ତତ୍ତ୍ୱାବଧାନରେ ବିଭିନ୍ନ ପ୍ରତିଯୋଗିତା ଗୁଡ଼ିକ ସୁଚାରୁରୂପେ ସମ୍ପାଦନା ହୋଇଥିଲା । ଏଥିରେ ଉଚ୍ଚ ବିଦ୍ୟାଳୟର ବରିଷ୍ଠ ପ୍ରାଧ୍ୟାପିକା ଶ୍ରୀମତୀ ଆରତୀ ମହାପାତ୍ର, ବରିଷ୍ଠ ଅଧ୍ୟାପକ ସୁନିଲ୍ କୁମାର ମୁନି, ସୁନିର କାନ୍ତ ମିଶ୍ର, ହାଡୁ ବନ୍ଧୁ ପ୍ରଧାନ, ରାଧା ମାଧବ ପ୍ରଧାନ, ଧୀରେନ୍ଦ୍ର କୁମାର ସାହୁ, ରାଜେଶ ପ୍ରଧାନ, ଅଶ୍ଵିନୀ କୁମାର ପରମଗୁରୁ, ଜଗନ୍ନାଥ ସାହୁ, ସୁଶ୍ରୀ ଆଶ୍ମା ନନ୍ଦ, ସୁଶ୍ରୀ ଭଗ୍ୟଲତା ସାହୁ, ଏ ରାମ ମୂର୍ତ୍ତି ଦୋରା, ସୁଶାନ୍ତ କୁମାର ପାତ୍ର, ନକୁଳ ପାତ୍ର ବିଚାରକ ଭାବେ ଦାୟିତ୍ଵ ତୁଲାଇ ଥିଲେ ।
ମଦନ ମାଝୀ, ଡି.ଇ.ଓ ସରୋଜ କୁମାର ନାୟକ, ସନ୍ତୋଷ କୁମାର ଦଳାଇ, ଭବାନୀ ଶଙ୍କର ମାଝୀ, ମନ୍ମଥ କୁମାର ମହାନ୍ତି, ସିମାଞ୍ଚଳ ମାହାନ୍ତି ଓ ଅନ୍ୟାନ୍ୟ କର୍ମଚାରୀ ଓ ସ୍ୱେଚ୍ଛାସେବୀ ଚନ୍ଦ୍ରକାନ୍ତ ଷଡ଼ଙ୍ଗୀ, ତୋଫାନ ପ୍ରଧାନ, ଚନ୍ଦନ ନାୟକ, କିସାନ କୁମାର ରଥ, ଓମ୍ କୁମାର ପାତ୍ର, ଚିନ୍ମୟ ସେନାପତି, ସୁଶାନ୍ତ ସେନାପତି, ମନୋଜ କୁମାର ପ୍ରଧାନ, ଆୟୁଷ ପଟ୍ଟନାୟକ, ଜିତେନ୍ଦ୍ର ନାୟକ ଓ ସମୀର ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ ।
ଉକ୍ତ କ୍ରୀଡାକୁ ପରିଚାଳନା କରିବା ପାଇଁ ନିକଟସ୍ଥ ଉଚ୍ଚ ବିଦ୍ୟାଳୟ ମାନଙ୍କରୁ କ୍ରୀଡ଼ା ଶିକ୍ଷକ ଶ୍ରୀ ବିଭୁତି ଭୁଷଣ ପ୍ରଧାନ, ଶ୍ରୀ ଦୁଃଶାସନ ରାଉତ, ଶ୍ରୀ ଶିବାନନ୍ଦ ନାୟକ ଯୋଗ ଦେଇଥିଲେ । ପ୍ରାୟ ୩୦୦ ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥିଲେ ।

إرسال تعليق