୧-ନୂଆ ଦିଲ୍ଲୀ:ବିଶ୍ବ ସମୁଦାୟକୁ ଭାରତ-ରୁଷର ମିଳିତ ଆହ୍ବାନ: ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢେଇ ଜାରି ରହିବ।
୨-ଭୁବନେଶ୍ୱର:ଫେବୃଆରୀ ୧୯ରେ ହେବ ମାଟ୍ରିକ ପରୀକ୍ଷା, ଗଣିତ ପରୀକ୍ଷାରେ ଛାତ୍ରଛାତ୍ରୀଙ୍କୁ ଦିଆଯିବ ଅଧିକ ୧୫ ମିନିଟ୍।
୩-ଭୁବନେଶ୍ୱର:ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପରିବର୍ତ୍ତନ ହେବ ପାଠ୍ୟ ପୁସ୍ତକ - ଗଣଶିକ୍ଷା ମନ୍ତ୍ରୀ
୪-'ଓଡ଼ିଆ ଅସ୍ମିତା’ ପାଇଁ ୨୦୦ କୋଟିର ସ୍ବତନ୍ତ୍ର ପାଣ୍ଠି; ଗୃହରେ ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ।
୫-ଏଏନଏମ୍ ପ୍ରଶ୍ନ ପତ୍ର ଲିକ୍ ପରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ପରୀକ୍ଷା ବାତିଲ; ନିରାଶରେ ଫେରିଲେ ପରୀକ୍ଷାର୍ଥୀ।
୬-ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ ମିଳିବ ୫୧ ହଜାର ଟଙ୍କା।
୭-ଭୁବନେଶ୍ୱର:ଆଜିଠାରୁ ପ୍ରଦର୍ଶନୀ ପଡ଼ିଆରେ ରାଜ୍ୟ ପୁସ୍ତକ ମହୋତ୍ସବ , ଉଦ୍ଘାଟନ କରିବେ ମୁଖ୍ଯମନ୍ତ୍ରୀ।
୮-ପୁଣି ଜଳଜଳ ବାରବାଟୀ ଟିକେଟ୍ କଳାବଜାରୀ ଚିତ୍ର, ଏଥର ବି କ୍ରିକେଟ୍ ଅଜ୍ଞ ମହିଳାଙ୍କୁ ଧାଡ଼ିରେ ରଖି ମାତିଲେ ଦଲାଲ।
୯- କଟକ:ରାତି ଅନିଦ୍ରା ସତ୍ବେ ମିଳିଲାନି ଟିକେଟ୍, କାଉଣ୍ଟରରେ ଟିକେଟ୍ ବିକ୍ରି ଶେଷ।
୧୦-ନୀଳଗିରି:ଛାତ୍ରଙ୍କୁ ବେଡି ପକାଇବା ଘଟଣାରେ କାର୍ଯ୍ୟାନୁଷ୍ଠାନ, ନିଲମ୍ବିତ ହେଲେ ନୀଳଗିରି ସରକାରୀ ଉନ୍ନୀତ ଉପ୍ରା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ସହକାରୀ ଶିକ୍ଷକ।
୧୧-ବୁର୍ଲା ଭିସୁଟ ଛାତ୍ରୀଙ୍କୁ ନିର୍ଯାତନା ଘଟଣା, ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ।
୧୨-ଡିସେମ୍ବର ୭ରେ ‘ଓସା’ ପକ୍ଷରୁ ଭୁବନେଶ୍ୱରରେ ହେବ ‘ଓଡ଼ିଶା ସର୍ବସାଧାରଣ ପାଠାଗାର ସମ୍ମିଳନୀ-୨୦୨୫’।
୧୩-ମହାତ୍ମାଗାନ୍ଧୀ ମାର୍ଗରେ ଏକାଠି ହୋଇଛନ୍ତି ୨୫ ହଜାରରୁ ଅଧିକ ଶିକ୍ଷକ। ଗ୍ରେଡ୍ ପେ ବୃଦ୍ଧି ଆଉ ଠିକା ବ୍ୟବସ୍ଥା ଉଚ୍ଛେଦ ଭଳି ଦୁଇ ୨ ଦଫା ଦାବି ନେଇ ଅନିର୍ଦ୍ଦିଷ୍ଟ କାଳ ପାଇଁ ଆନ୍ଦୋଳନକୁ ଓହ୍ଲାଇଛି ପ୍ରାଥମିକ ଶିକ୍ଷକ ସଂଘ।
୧୪-୩ଟି ଗାଡ଼ିକୁ ଧକ୍କା ଦେଇ ଘରେ ପଶିଲା ହାଇୱା, ଡ୍ରାଇଭର ନିଖୋଜ।କଟକ ଜିଲ୍ଲା ବଡ଼ମ୍ବା ବ୍ଲକ ତେଲିସାହି ନିକଟରେ ଘଟିଛି ସିରିଜ୍ ଦୁର୍ଘଟଣା ।
୧୫-ଭୁବନେଶ୍ୱର:ପାରାଦୀପ ଓ ମହାକାଳପଡ଼ାରେ ହେବ ଆର୍ସେଲର ମିତ୍ତଲ - ନିପ୍ପନ କାରଖାନା।
୧୬-ନୂଆ ଦିଲ୍ଲୀ:ରେପୋ ରେଟ୍ ୫.୨୫%କୁ ହ୍ରାସ,କମିବ ଗାଡ଼ି ଓ ଗୃହ ୠଣ କିସ୍ତି।
୧୭-୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ୩୦ ଦିନିଆ ମାଗଣା ପର୍ଯ୍ୟଟକ ଭିଜା।
୧୮-ବିଶାଖାପାଟଣା:ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ୩ୟ ଦିନିକିଆ ଆଜି।
୧୯-ଦିଲ୍ଲୀରୁ ଇଣ୍ଡିଗୋର ୨୩୫ ବିମାନ ବାତିଲ, ସାରା ଦେଶରେ ୪୦୦ରୁ ଅଧିକ ଉଡ଼ାଣ ପ୍ରଭାବିତ - ଯାତ୍ରୀ ହନ୍ତସନ୍ତ।
୨୦-ବିଦେଶ ଗଣମାଧ୍ୟମରେ ପୁଟିନଙ୍କ ଗସ୍ତ ଚର୍ଚ୍ଚା; ୟୁକ୍ରେନ ଯୁଦ୍ଧ ବେଳେ ଭାରତ ସହ ସମ୍ପର୍କ ବଢ଼ାଉଛି ରୁଷିଆ।



إرسال تعليق