BREAKING
Loading...
:

ଅଢେଇଗାଁ ରେ "ଆମ ଓଡିଶା ନବୀନ ଓଡ଼ିଶା" କାର୍ଯ୍ୟକ୍ରମ ଅନୁଷ୍ଠିତ


ଜଗନ୍ନାଥ ପ୍ରସାଦ(ନୀଳଚକ୍ର Live) ଆମ ଓଡିଶା- ନବୀନ ଓଡ଼ିଶା ଅଧୀନରେ ନିଆଯାଉଥିବା ବିଭିନ୍ନ ଉନ୍ନୟନମୂଳକ ପଦକ୍ଷେପ ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ପାଇଁ ଜଗନ୍ନାଥ ପ୍ରସାଦ ବ୍ଲକ ଅଧିନସ୍ଥ ଅଢେଇଗାଁ ଗ୍ରାମପଂଚାୟତ ସେବା କେନ୍ଦ୍ର ସମ୍ମୁଖ ରେ ପଞ୍ଚାୟତସ୍ତରୀୟ ସଚେତନତା ଶିବିର ବା ଆମ ଓଡିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ଜଗନ୍ନାଥ ପ୍ରସାଦ ବ୍ଲକ ଉପାଧ୍ୟକ୍ଷ   ଶ୍ରୀଯୁକ୍ତ ରଞ୍ଜିତ କୁମାର ପାତ୍ର, କନ୍ଧମାଳ ସାଂସଦ ଙ୍କ ପ୍ରତିନିଧି  ଶ୍ରୀଯୁକ୍ତ ବିପ୍ର ଚରଣ ବାରିକ,ସହକାରୀ ଯନ୍ତ୍ରୀ ଶ୍ରୀଯୁକ୍ତ ଅଚ୍ୟୁତାନନ୍ଦ ପଟ୍ଟନାୟକ,ସରପଞ୍ଚ ଶ୍ରୀଯୁକ୍ତ ଲଷ୍ମୀକାନ୍ତ ବିଷୋୟୀ,ସମିତି ସଭ୍ୟା ଶ୍ରୀମତୀ ସୁନିତା କୁମାରୀ ଗୌଡ଼, ନାଏବ ସରପଞ୍ଚ ଶ୍ରୀମତୀ ଦିପ୍ତିମୟୀ ଗୌଡ଼, ହାସ୍ୟ ଅଭିନେତା ତଥା ସରକାରୀ ଶିକ୍ଷକ ଶ୍ରୀଯୁକ୍ତ ଅଜିତ କୁମାର ପଣ୍ଡା,ଗ୍ରାମପଞ୍ଚାୟତ କାର୍ଯ୍ୟ ର୍ନିବାହୀ ଅଧିକାରୀ ଶ୍ରୀମତୀ ବନିତା ମଲ୍ଲିକ,ଜି.ଆର.ଏସ୍ ଶ୍ରୀମତୀ ରାଜଲଷ୍ମୀ ଡାକୁଆ,ଜି.ଆର.ଏସ୍ ଶ୍ରୀ ଲୋକନାଥ ପ୍ରଧାନ,ବିଡ଼ିପୁର ସରପଞ୍ଚ ପ୍ରତିନିଧି ଶିଶିର କାନ୍ତ ସାହୁ,ବୁଲୁ ସ୍ୱାଇଁ,ପୁର୍ବତନ ବୁଡୁରୁଙ୍ଗୁ ସରପଞ୍ଚ ଧ୍ରୁଵ ଚନ୍ଦ୍ର ବେହେରା 




,ଝାଡ଼ଭୂମି ସରପଞ୍ଚ ଶ୍ରୀଯୁକ୍ତ ବିପ୍ର ଚରଣ ସ୍ୱାଇଁ,ସମିତି ସଭ୍ୟ ଶ୍ରୀଯୁକ୍ତ ଅନୁପ କୁମାର ଭୂୟାଁ,ଗଣ୍ଡାଧର ସରପଞ୍ଚ ଶ୍ରୀଯୁକ୍ତ ବିଜୟ ନାୟକ,ରାଉତି ଗ୍ରାମପଞ୍ଚାୟତ ସରପଞ୍ଚ ଶ୍ରୀଯୁକ୍ତ ରାମକୃଷ୍ଣ ସେଠୀ,ସମିତି ସଭ୍ୟ ସୁଧୀର କୁମାର ପ୍ରଧାନ,ଅଳସୁ ସରପଞ୍ଚ ଭ୍ରମର ବର ନାଇକ, ସମିତି ସଭ୍ୟ ମନୋଜ କୁମାର ସେଠୀ, କାଦୁଆ ସମିତି ସଭ୍ୟ ପ୍ରକାଶ ଚନ୍ଦ୍ର ନାଇକ,ବୁଲୁ ବିଷୋୟୀ, କୃଷ୍ଣ ଚନ୍ଦ୍ର ଜେନା, କୃଷ୍ଣ ଚନ୍ଦ୍ର ସେଠି,ପୂର୍ଣ ଚନ୍ଦ୍ର ବିଷୋୟୀ, ହରିହର ଖଟେଇ,ଶଙ୍କର ବିଷୋୟୀ, ସନ୍ୟାସୀ ଗୌଡ଼, ପ୍ରତାପ ଚନ୍ଦ୍ର ଗୌଡ଼,













ରବି ନାରାୟଣ କର, ସିମାଞ୍ଚଳ ନାୟକ, ଚକ୍ର ଧର ନାୟକ,ପୂର୍ବତନ ସରପଞ୍ଚ ଶ୍ରୀମତୀ ମମତା କୁମାରୀ ବିଷୋୟୀ  ଙ୍କ ସମେତ ଶତାଧିକ ଜନସାଧାରଣ ଯୋଗ ଦେଇଥିଲେ ।ଜଗନ୍ନାଥ ପ୍ରସାଦ ପଂଚାୟତ ସମିତି ର ବିଭିନ୍ନ ଗ୍ରାମପଞ୍ଚାୟତ ସରପଞ୍ଚ, ସମିତି ସଭ୍ୟ /ସଭ୍ୟା, ଜନ ପ୍ରତିନିଧି ମାନଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିବା ସହ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଦତ୍ତ ବିଭିନ୍ନ ଲୋକାଭିମୁଖୀ ଯୋଜନା  ଜନସାଧାରଣ କିଭଳି ସୁବିଧା ପାଉଛନ୍ତି ସେ ବିଷୟରେ ଜନସାଧାରଣ ଙ୍କୁ ସଚେତନତା କରିଥିଲେ ।

Post a Comment

Previous Post Next Post
Header ADS