ଜଗନ୍ନାଥ ପ୍ରସାଦ(ନୀଳଚକ୍ର Live) ଗ୍ରାମାଞ୍ଚଳ ଭିତ୍ତିଭୂମିର ବିକାଶ ପାଇଁ ଆରମ୍ଭ ହୋଇଥିବା ଲୋକାଭିମୁଖୀ କାର୍ଯ୍ୟକ୍ରମ ଆମ ଓଡିଶା ନବୀନ ଓଡ଼ିଶା ଅଧୀନରେ ନିଆଯାଉଥିବା ବିଭିନ୍ନ ଉନ୍ନୟନମୂଳକ ପଦକ୍ଷେପ ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ପାଇଁ ପଞ୍ଚାୟତ ସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ଜଗନ୍ନାଥ ପ୍ରସାଦ ବ୍ଲକ ଅଧିନସ୍ଥ ପଞ୍ଚଭୂତି ଗ୍ରାମପଂଚାୟତ ରେ କନ୍ଧମାଳ ସାଂସଦଙ୍କ ପ୍ରତିନିଧି ବିପ୍ର ଚରଣ ବାରିକ ଙ୍କ ସଭାପତିତ୍ୱ ଅନୁଷ୍ଠିତ ହୋଇଯାଇଛି ।
ଜଗନ୍ନାଥ ପ୍ରସାଦ ବ୍ଲକ ଉପାଧ୍ୟକ୍ଷ ରଞ୍ଜିତ କୁମାର ପାତ୍ର ଙ୍କ ସଂଯୋଜନା ରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏହି କାର୍ଯ୍ୟକ୍ରମ ରେ ଜଗନ୍ନାଥ ପ୍ରସାଦ ବି.ଡି.ଓ ଅଶ୍ବିନୀ କୁମାର ମହାପାତ୍ର,ସମେତ ଅଳସୁ ସରପଞ୍ଚ ଭ୍ରମର ବର ନାଇକ, ସମିତି ସଭ୍ୟ ମନୋଜ କୁମାର ସେଠୀ, କୁଡୁତାଇ ସମିତି ସଭ୍ୟ ରବୀନ୍ଦ୍ର ଦୋସନ୍ଧି, ଗଣ୍ଡାଧର ସରପଞ୍ଚ ବିଜୟ ନାୟକ, ଶ୍ରୀମତି ଗାୟତ୍ରୀ ନାୟକ,ରାଉତି ସରପଞ୍ଚ ରାମକୃଷ୍ଣ ସେଠି, କାଦୁଆ ସମିତି ସଭ୍ୟ ପ୍ରକାଶ ଚନ୍ଦ୍ର ନାଇକ,ଯଶୋବନ୍ତ ବଳବନ୍ତ ସାହାଣୀ, ସୁଧୀର କୁମାର ପ୍ରଧାନ,ବାସୁଦେବ ଗୌଡ଼,ଓ ବହୁ ପୁର୍ବତନ ସରପଞ୍ଚ, ୱାର୍ଡ ସଭ୍ୟ ଓ ଜନସାଧାରଣ ଯୋଗ ଦେଇଥିଲେ।

Post a Comment