ଭଞନଗର(ନୀଳଚକ୍ର Live)-କବିସମ୍ରାଟ ମିଡ଼ିଆ କ୍ଲବ ପକ୍ଷରୁ ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି କାର୍ଯ୍ୟାଳୟ ଠାରେ ଏକ ବିଶାଳ ରକ୍ତଦାନ ଶିବିର ର ଆୟୋଜିତ କରାଯାଇଛି।କବିସମ୍ରାଟ ମିଡ଼ିଆ କ୍ଲବ ର ସଭାପତି ପ୍ରଦୀପ ସ୍ୱାଇଁ ଙ୍କ ପୌରହିତ୍ୟ ରେ ଅନୁଷ୍ଠିତ ରକ୍ତ ଦାନ କାର୍ଯ୍ୟକ୍ରମ ହୋଇଥିଲା।ଶିବିର ରେ ଉଦ୍ଘାଟକ ଭାବେ ମୁଖ୍ୟ ଅତିଥି ଭାବେ ଭଞ୍ଜନଗର ବିଧାୟକ ଶ୍ରୀଯୁକ୍ତ ପ୍ରଦୁମ୍ନ କୁମାର ନାୟକ, ସଂମାନିତ ଅତିଥି ରୂପେ ଉପଜିଲ୍ଲାପାଳ ଅନିଲ ସେଠି, ସି ଡି ପି ଓ ଶ୍ରୀମତୀ ଲିଲିମା ପଣ୍ଡା ,ବରିଷ୍ଠ ଆଇନଜୀବୀ ସନ୍ତୋଷ ତିଆଡି, ଯୋଗଦେଇଥିଲେ ।ବହୁ ନୂତନ ରକ୍ତଦାତା ନିଜସ୍ୱ ଭାବେ ରକ୍ତଦାନ କରିବାକୁ ଆଗେଇ ଆସିଥିଲେ।
ରକ୍ତ ଦାନ କାର୍ଯ୍ୟକ୍ରମ ରେ ରକ୍ତଦାତା ମାନଙ୍କୁ ସମ୍ମାନ ଦେବା ସହ ପ୍ରମାଣ ପତ୍ର ଟ୍ରଫି ଦେଇ ସମ୍ମାନିତ କରାଯାଇଥିଲା ଏହା ସହ ବିଭିନ୍ନ ସ୍ବେଛାସେବୀ ଅନୁଷ୍ଠାନ ମାନଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା। ଆଜିର ଏହି ମେଗା ରକ୍ତଦାନ କାର୍ଯ୍ୟକ୍ରମ ରେ 120 ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା।ଏହି ରକ୍ତ ଦାନ କାର୍ଯ୍ୟକ୍ରମ ରେ ବହୁ ଯୁବକ ଓ ମହିଳା ରକ୍ତ ଦାନ କରି ଥିଲେ ।
ରକ୍ତଭଣ୍ଡାର ରେ ରକ୍ତ ର ଘୋର ଶଙ୍କଟ ଦେଖାଦେଇଛି. ଯାହା ଫଳରେ ବହୁତ ରକ୍ତହୀନତା ରୋଗୀ ରକ୍ତ ନା ପାଇ ମୁର୍ତ୍ୟୁ ମୁଖରେ ପଡୁଛନ୍ତି. ତେଣୁ ଏହି ବିକଳ୍ପ ବିହୀନ ରକ୍ତ ଅଭାବ ଆମ ମାନଙ୍କ ମହୁମୂଲ୍ୟ ରକ୍ତଦାନ ଦ୍ୱାରା ହିଁ ପୂରଣ ହୋଇପାରିବ। ଏହି ରକ୍ତଅଭାବ କୁ ପରିଲକ୍ଷିତ କରି ଜୁନ 23 ତାରିଖ ରେ କବିସମ୍ରାଟ ମିଡ଼ିଆ କ୍ଲବ ପକ୍ଷରୁ ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି କାର୍ଯ୍ୟାଳୟ ଠାରେ ଏକ ବିଶାଳ ରକ୍ତଦାନ ଶିବିର ର ଆୟୋଜିତ କରାଯାଇଛି ବୋଲି ସଭାପତି ଶ୍ରୀ ସ୍ୱାଇଁ ମତବ୍ୟକ୍ତ କରିଥିଲେ।
କାର୍ଯ୍ୟକ୍ରମ ରେ ସମ୍ପାଦକ ଚିନ୍ମୟ ବେବର୍ତା ଓ ଉପସଭାପତି ପୁରୁଷତ୍ତମ ମହାପାତ୍ର, ସହ ସମ୍ପାଦକ ଉଦୟ ନାଥ ପଣ୍ଡା ସଂଯୋଜକ ରଞ୍ଜିତ ଜେନା, ଦିଲ୍ଲୀପ ପଗଡ଼, ରାଜେଶ ଅଲଟିଆ, ଆଶିଷ ଗୌଡ଼ ପ୍ରମୁଖ ଓ ଅନ୍ୟ ସଦସ୍ୟମାନେ ସହଯୋଗ କରିଥିଲେ ।

Post a Comment