ଜଗନ୍ନାଥ ପ୍ରସାଦ ( ନୀଳଚକ୍ର Live) . ତା ୦୬.୧୨.୨୫ ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଳକ ଅନ୍ତର୍ଗତ ଏକଘରିଆ ଗ୍ରାମରେ ଅତ୍ୟାଧୁନିକ ବିଦ୍ୟୁତ୍ ଚାଳିତ ଚାଶି ଅମଳ ଯନ୍ତ୍ରର କ୍ଷେତ ପ୍ରଦର୍ଶନ ଓ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମ ରକିସାଟ, ଓଡିଶା କୃଷି ଓ କୃଷକ ଶସକ୍ତିକରଣ ବିଭାଗ ଏବଂ ଓଡିଶା କୃଷି ବିଶ୍ବବିଦ୍ୟାଳୟ . କୃଷି ବିଜ୍ଞାନ କେନ୍ଦ୍ର ଗଂଜାମ-୧ ମିଳିତ ଭାବରେ ରାଷ୍ଟ୍ରିୟ କୃଷି ବିକାଶ ଯୋଜନାରେ ଓଡିଶାରେ ରାଶି ଚାଷର ବିଜାଶ, ବୃଦ୍ଧି ଓ ଚାଷିମାନଙ୍କ ରାଶି ଚାଷ ଦ୍ବାରା ରୋଜଗାର ବୃଦ୍ଧି ନିମନ୍ତେ କରାଯାଉଥିବା କାର୍ଯ୍ୟକ୍ରମରେ ଓଡିଶା କୃଷି ବିଶ୍ୱ ବିଦ୍ୟାଳୟର ପୂର୍ବତନ ଚିନ୍ ତଥା ଇକ୍ରିସେଟ ବୈଶୟିକ ପରାମର୍ଶ ଦାତା ଡ. ସଂଗ୍ରାମ କେଶରୀ ସ୍ପାଇଁ, ଇକ୍ରିସାଟ୍ ଓଡିଶା ସଂଯୋଜକ ରାମ ବିକାଶ ବର୍ମା , କୃଷି ବିଜ୍ଞାନ କେନ୍ଦ ଗଂଜାମ- ୧. ମୂଖ୍ୟ ବୈଜ୍ଞାନିକ ତ. ସୁତ୍ରନ୍ଥ ଶତପଥ, କୃଷି ଓ କୃଷକ ବିଭାଗ ଓଭସିଅର ଶିବରାମ ଦଳବେହରା ରାଜ୍ୟ ବ୍ରହ୍ମପୁର କୃଷି ଉପକରଣ ପ୍ରସ୍ତୁତି କମ୍ପାନୀ ସିଟ୍ ପ୍ରୋଫାଇଲ୍ ପରିଚାଳନା ଅଧୁକାରୀ ଓ ଅନେକ ଅଗ୍ରଣୀ ଚାଷି ଉପସ୍ଥିତ ଥିଲେ ।
କାର୍ଯ୍ୟକ୍ରମ ଜଗନ୍ନାଥ ପ୍ରସାଦ ସ୍ଥିତ ଅନୁଷ୍ଠାନ ବି'ମାସ ସଂଯୋଜନା କରିଥିଲେ । ରାଶି ଅମଜ ସମୟ ସାପକ୍ଷ ଓ ଶ୍ରମିକ ବହୁଳ ବ୍ୟବହାରକୁ କମ୍ କରିବା ଓ ସହଜ ସୁବିଧା, କମ୍ ସମୟ ଓ ଖର୍କରେ କରିବା ପାଇଁ ଏହି ଯନ୍ତ୍ର ପ୍ରସ୍ତୁତ କରାଯାଇ ଏହାର କାର୍ଯ୍ୟକାରିତା ପ୍ରଦର୍ଶନ କରାଯାଇଥିଲା I ଏହା ଚାଶି ମାନଙ୍କ ଆବଶ୍ୟକତା ପୂରଣ କରି ପାରିବା ସହ ଆନ୍ତଃଜାତିୟ ବଜାରରେ ମଧ୍ୟ ରାଶି ଉପାନୀ ପାଇଁ ଉପଯୁକ୍ତ ଗୁଣବତ୍ତା ବଜାଇ ରଖିପାରିବ ଯାହା ଆଗାମୀ ଦିନରେ ଚାଷି ମାନଙ୍କୁ ରାଶି ଚାଷ ପାଇଁ ରୋଜଗାର ବଢାଇବା ସହ ଅଧିକ ଚାଷ ଓ ଉପାଦନରେ ସହାୟକ ହୋଇପାରିବ ବୋଲି ଉପସ୍ଥିତ ଚାଷି ଓ ଅଧରକାରି ମତବ୍ୟକ୍ତ କରିଥିଲେ ।ଚଳିତ ବର୍ଷ ଏହି ବ୍ଲକରେ ୨୦୦ ଚାଷି ୧୫୦ ଏକର ଜମିରେ ଖରିଫ୍ ରାଶି ଚାଷ କରିବା ପାଇଁ ପ୍ରୟାସ କରାଯାଇଅଛି । ଏହାହାର ଚାଷି ରୋଜଗାର ସହ ଅଣ ଧାନ ଫସଲ କରିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି 1ଏହି କାର୍ଯ୍ୟକ୍ରମକୁ ମିଳିତ ଭାବରେ କୃଷି ବିଜ୍ଞାନ କେନ୍ଦ୍ର,ଇଂଜାମ-୧, ଓଡିଶା ସରକାର ଓ ଇକ୍ତିସେଟ ଓ ବି ମାସ୍ ପ୍ରୟାସରେ ଜଗନ୍ନାଥ ପ୍ରସାଦ ବ୍ଳକରେ ରାଶି ଚାଷର ବ୍ୟାପକ କରାଯିବା ସହିତ ତୈଳବୀଜର ଚାହିଦା ପୂରଣ କରାଯାଇ ଚାଷିମାନଙ୍କୁ ଲାବବାନ କରାଯାଇପାରିବାର ଯଥେଷ୍ଟ ସୁଯୋଗ ରହିଅଛି । ବଜାରରେ ରାଶିର ଚାହିଦା ଅଧକ ରହିଥିବାରୁ ଏବଂ ରାଶିରେ ତୈଳ ପରିମାଣ ଅଧିକ ରହୁଥିବାରୁ ଉନ୍ନତ ଗବେଷଣା ଦ୍ଵାରା ଓଡିଶାର ଚାଷିଙ୍କ ରୋଜଗାର ବୃଦ୍ଧି ହୋଇପାରିବ ଏବଂ ଏହି ଯନ୍ତ୍ର ଶକ୍ତି ଚାଳିତ ୨ ଅଶ୍ର କ୍ଷମତା ବିଶିଷ୍ଠ ହୋଇଥବାରୁ ଆଗାମୀ ଦିନରେ ଏହାର ଚାହିଦ ବୃଦ୍ଧିପାଇବ । କାର୍ଯ୍ୟକ୍ରମକୁ ମାସ ପ୍ରକଳ୍ପ ଅଧକାରି ଦାଶରଥ ତ୍ରିପାଠୀ ପରିଚାଳନା କରିଥିଲେ । ଅଗ୍ରିମ ଚାଷି ସୀତାରାମ ସାହ, ବସନ୍ତ ସାହ ପ୍ରମୁଖ ସହଯୋଗ କରିଥିଲେ ।

Post a Comment