ଜଗନ୍ନାଥ ପ୍ରସାଦ(ନୀଳଚକ୍ର Live)ପରମ କରୁଣାମୟ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅଲୌକିକ ଇଚ୍ଛା ଯୋଗୁଁ ଆଜି ଅପରାହ୍ନ ୩ଟାରେ ଜଗନ୍ନାଥ ପ୍ରସାଦ ରେଞ୍ଜ ଅଫିସ ସମ୍ମୁଖରେ ଶ୍ରୀଜୀଉଙ୍କ ରଥ ନିର୍ମାଣ ନିମନ୍ତେ ବ୍ୟବହୃତ ୧୨ ଖଣ୍ଡ ସିମୁଳି କାଠ କୁ ପୂଜା କରି ଶ୍ରୀକ୍ଷେତ୍ର ଅଭିମୁଖେ ପ୍ରେରଣ କରା ଯାଇଛି।
ଜଗନ୍ନାଥ ପ୍ରସାଦ ରେଞ୍ଜର ସୁଜାତା ରାଣୀ ପଣ୍ଡା ହୋମ ଜଂଗ୍ୟ କାର୍ଯ୍ୟ ସମ୍ପାଦନ କରି ଥିଲେ। ମାନ୍ୟବର ଜଗନ୍ନାଥ ପ୍ରସାଦ ବିଚାର ବିଭାଗୀୟ ବିଚାରପତି ଶ୍ରୀମତୀ ବର୍ଷା ମହାନ୍ତି ମଧ୍ୟ ହୋମ, ଯଜ୍ଞ,ଓ ପୁଜା ଅର୍ଚ୍ଚନା କାର୍ଯ୍ୟ ରେ ଯୋଗ ଦେଇ ଥିଲେ।
ଯୋଗ ଗୁରୁ କ୍ଷୀରୋଦ ଚନ୍ଦ୍ର ଦାସ, ଜ୍ୟୋତିର୍ବିଦ ଅନ୍ନଦା ତ୍ରିପାଠୀ, ଶିକ୍ଷାବିତ୍ ପ୍ରଦୀପ୍ତ କିଶୋର ଭୁୟାଁ,ଆଇନଜୀବୀ ନିରାକାର ସାହୁ, ସାମ୍ୱାଦିକ ଚନ୍ଦ୍ର କେତୁ ରାଉତ, ବିଦେଶୀ ସାହୁ ,ସମାଜସେବୀ ସତ୍ୟମ୍ ସୋଭମ ରଥ ସମତେ ବହୁ ଭକ୍ତ, ଶ୍ରଦ୍ଧାଳୁ , ଶୁଭେଚ୍ଛୁ ଓ ଶ୍ରୀ ଜଗନ୍ନାଥ ପ୍ରେମି ଯୋଗ ଦେଇଥିଲେ। ଜଗନ୍ନାଥ ପ୍ରସାଦ ରେଞ୍ଜ ଅଫିସ ର ସମସ୍ତ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ର ପରିଚାଳନା କରିଥିଲେ।
ଜଗନ୍ନାଥ ପ୍ରସାଦ ରେଞ୍ଜ ରୁ ପ୍ରଥମ ଥର ପାଇଁ ମହାପ୍ରଭୁ ଜଗନ୍ନାଥଙ୍କ ରଥ ନିର୍ମାଣ ପାଇଁ ଶ୍ରୀକ୍ଷେତ୍ର କୁ ଦାରୁ ପଠା ଯାଇଥିବା ଯୋଗୁଁ ଅଞ୍ଚଳ ବାସୀ ଙ୍କ ମନରେ ଆନନ୍ଦ ଉଲ୍ଲାସ ଦେଖା ଦେଇଥିଲା।

Post a Comment