ପୁରୀ(ନୀଳଚକ୍ର Live)-ପୁରୀ ଓକିଲ ସଂଘ ର ନୂତନ କର୍ମକର୍ତ୍ତା ପାଇଁ ଶନିବାର ଦିନ ନିର୍ବାଚନ ଅନୁଷ୍ଠିତ ହୋଇଥିଲା।ସଂଘ ର ୧୨୯୧ ଜଣ ମତଦାନ କରିଥିଲେ।
ସଭାପତି ରୂପେ ଜୟରାମ ବସ୍ତିଆ ,ସାଧାରଣ ସମ୍ପାଦକ ରୂପେ ବିଭୂତି ଶଙ୍କର ତ୍ରିପାଠୀ, ଉପସଭାପତି ରୂପେ କାଳୀ ପ୍ରସାଦ ନାୟକ,ଯୁଗ୍ମ ସଂପାଦକ ରୂପେ ବିଭୁଦତ୍ତ ପଟ୍ଟନାୟକ, ଚିତ୍ତରଞ୍ଜନ ବିଶ୍ୱାଳ,ପ୍ରଶାନ୍ତ କୁମାର ରଣା,ଓ କାର୍ଯ୍ୟକାରୀ କମିଟି କୁ ୫ ଜଣ ସଦସ୍ୟ ସୋମନାଥ ରଣା,ଅନିଲ କୁମାର ସାହୁ,ଭାଗବତ ପ୍ରସାଦ ପଟ୍ଟନାୟକ,ବିଶ୍ୱଭୂଷଣ ବାରିକ,ତପନ କୁମାର ବାରିକ ପ୍ରମୁଖ ନିର୍ବାଚିତ ହୋଇଛନ୍ତି।ନିର୍ବାଚନ ଅଧିକାରୀ ରୂପେ ପ୍ରଦୀପ କୁମାର ରଥ ଦାଇତ୍ୱ ତୁଲେଇଥିଲେ।

ନିରାକାର ସାହୁ///ନୀଳଚକ୍ର Live
Post a Comment