BREAKING
Loading...
:

ଜଗନ୍ନାଥ ପ୍ରସାଦ ବ୍ଲକ ର ନୂତନ ଅଧକ୍ଷା ରୂପେ ଶ୍ରୀମତି ଜୟଶ୍ରୀ ସାହୁ ଓ ଉପାଧ୍ୟକ୍ଷ ରୂପେ ଶ୍ରୀଯୁକ୍ତ ରଞ୍ଜିତ ପାତ୍ର ମଧ୍ୟ ଆନୁଷ୍ଠାନିକ ଭାବେ ଦାଇତ୍ୱ ଗ୍ରହଣ କରିଛନ୍ତି।

 


ଜଗନ୍ନାଥ ପ୍ରସାଦ(ନୀଳଚକ୍ର Live) ଜଗନ୍ନାଥ ପ୍ରସାଦ ବ୍ଲକ ର ନୂତନ ଅଧକ୍ଷା  ରୂପେ ଶ୍ରୀମତି ଜୟଶ୍ରୀ ସାହୁ  ମାର୍ଚ୍ଚ ୨୮ତାରିଖରେ ଆନୁଷ୍ଠାନିକ ଭାବେ ଦାଇତ୍ୱ ଗ୍ରହଣ କରିଛନ୍ତି।ସେହିପରି ବ୍ଲକ ଉପାଧ୍ୟକ୍ଷ ରୂପେ ଶ୍ରୀଯୁକ୍ତ ରଞ୍ଜିତ ପାତ୍ର ମଧ୍ୟ ଆନୁଷ୍ଠାନିକ ଭାବେ ଦାଇତ୍ୱ ଗ୍ରହଣ କରିଛନ୍ତି।ଉଭୟ ଅଧକ୍ଷା ଓ ଉପାଧ୍ୟକ୍ଷ ନିଜ ସମର୍ଥକ ମାନଙ୍କ ସହ ବ୍ଲକ କାର୍ଯ୍ୟାଳୟ ମଧ୍ୟରେ ପହଂଚି ଥିଲେ।ସେଠି ତାଂକୁ ଭବ୍ୟ ସମ୍ବର୍ଦ୍ଧନା ଦିଆ ଯାଇଥିଲା।ବରଗାଁ ଗ୍ରାମ ପଞ୍ଚାୟତ ରୁ ଶ୍ରୀମତି ଜୟଶ୍ରୀ ସାହୁ ସମିତି ସଭ୍ୟା ଭାବେ ନିର୍ବାଚିତ ହୋଇଥିଲେ,ଏବଂ ମାର୍ଚ୍ଚ 12 ତାରିଖରେ ବ୍ଲକ ଅଧକ୍ଷା ରୂପେ ନିର୍ବାଚିତ ମଧ୍ୟ ହୋଇଥିଲେ।ସେହିପରି ପଞ୍ଚଭୂତି ଗ୍ରାମ ପଞ୍ଚାୟତ ରୁ  ଶ୍ରୀଯୁକ୍ତ ରଞ୍ଜିତ୍ ପାତ୍ର ସମିତି ସଭ୍ୟ ରୂପେ ନିର୍ବାଚିତ ହୋଇଥିଲେ,ଓ ମାର୍ଚ୍ଚ 23 ତାରିଖରେ ଉପାଧ୍ୟକ୍ଷ ରୂପେ ବିନା ପ୍ରତିଦ୍ୱନ୍ଦିତା ରେ ନିର୍ବାଚିତ ହୋଇଥିଲେ।କିନ୍ତୁ  ମାର୍ଚ୍ଚ 28 ତାରିଖରେ ଉଭୟ ଅଧକ୍ଷା ଓ ଉପାଧ୍ୟକ୍ଷ ଜଗନ୍ନାଥ ପ୍ରସାଦ ବ୍ଲକ କୁ ଆସି ନିଜ ନିଜ ଦାଇତ୍ୱ ଗ୍ରହଣ କରିଥିଲେ।ବିଡିଓ ଅନୁପ ପଣ୍ଡା,ସାଂସଦ ପ୍ରତିନିଧି ବିପ୍ର ଚରଣ ବାରିକ,ଜିଲ୍ଲା ପରିଷଦ ସଭ୍ୟା ମାନସୀ ସେଠୀ,ଜିଲ୍ଲା ପରିଷଦ ସଭ୍ୟ ଶିବ ସେଠୀ,ସହକାରୀ ଯନ୍ତ୍ରୀ ଘନଶ୍ୟାମ ଡାକୁଆ,  ସହକାରୀ ଯନ୍ତ୍ରୀ ସ୍ୟାମଘନ ପ୍ରଧାନ, ବରିଷ୍ଠ ବିଜେଡ଼ି ନେତା ବିରୂପାକ୍ଷ ନାୟକ  ସୂର୍ଯ୍ୟ ନାରାୟଣ ପ୍ରଧାନ, ଜିରାବାଡି ସମିତି ସଭ୍ୟ କିଶୋର  ଚନ୍ଦ୍ର ପ୍ରଧାନ,ସରପଞ୍ଚ ସରୋଜ କୁମାର ନାୟକ, ଜଗନ୍ନାଥ ପ୍ରସାଦ ସମିତି ସଭ୍ୟ ଯୁଧିଷ୍ଠିର ସେଠି, ଝାଡ଼ଭୂମି ସରପଞ୍ଚ ଅନୁପ ଭୂୟାଁ,ସମିତି ସଭ୍ୟ ବିପ୍ର ଚରଣ ସ୍ବାଇଁ, ଗଣ୍ଡାଧର ସରପଞ୍ଚ ବିଜୟ ନାୟକ,ସମିତି ସଭ୍ୟ ପିଣ୍ଟୁ ପ୍ରଧାନ, ଖମାରପଲ୍ଲୀ ସରପଞ୍ଚ ସାଇରାମ ଆରୁଖ,ଗେରେଡା ସରପଞ୍ଚ ପ୍ରଦୀପ କୁମାର ସେଠୀ,ବୁଡୁରୁଙ୍ଗୁ ସମିତି ସଭ୍ୟ ଭଗବାନ ଆଲଟିଆ,ଯୁଗଳ ପାତ୍ର,ବରଗାଁ ପୂର୍ବତନ ସରପଞ୍ଚ ଉମାସଙ୍କର ବାରିକ,ବରଗାଁ ନାଏବ ସରପଞ୍ଚ ବୁଲୁ ବିଶୋଇ,ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ବରୁଣ ବେହେରା, ଡକ୍ଟର ରାଜେନ୍ଦ୍ର ସ୍ୱାଇଁ,ମାନସ ରଞ୍ଜନ ପରିଛା,ଯଶୋବନ୍ତ ବଳବନ୍ତ ସାହାଣି,ଯୁଗଳ ବେହେରା,ଅମୀର କୁମାର ସ୍ବାଇଁ, ଶିଶିର କାନ୍ତ ସାହୁ,କାହ୍ନୁ ପରିଛା,ଅମୂଲ୍ୟ ସ୍ବାଇଁ,ଵିଦେଶୀ ଖଟେଇ,ଦୟାନିଧି ଗୌଡ଼, ଚକ୍ରଧର ପାଣିଗ୍ରାହୀ, ଉପେନ୍ଦ୍ର ବେହେରା,ରଞ୍ଜିତ ପାଣିଗ୍ରାହୀ, ଧବଳେଶ୍ବର ସ୍ୱାଇଁ, ପ୍ରଭାତ କୁମାର ବାରିକ,ଅନାଦି ବେହେରା,ଭାଗୀରଥି ମାଝୀ, କବିସୂର୍ଯ୍ୟ ବେହେରା,ସରିତ୍ ପ୍ରଧାନ,ଶ୍ରୀକାନ୍ତ ଦଳବେହେରା,ଗାଲମାଧବ ସାହୁ,କୃଷ୍ଣ ଚନ୍ଦ୍ର ଜେନା, ପୂର୍ଣ ଚନ୍ଦ୍ର ବିଶୋଇ, ରାମକୃଷ୍ଣ ପ୍ରଧାନ,ପ୍ରଫୁଲ୍ଲ ନାୟକ,ଗୌରାଙ୍ଗ ପଟ୍ଟନାୟକ, ବିଭୂତି ଭୂଷଣ ଦଳବେହେରା,ଧ୍ରୁବସେନା ବେହେରା,ସମେତ ବହୁ ବୁଦ୍ଧିଜୀବି, ବ୍ଲକ କର୍ମଚାରୀ ଅଧ୍ୟକ୍ଷା ଶ୍ରୀମତୀ ଜୟଶ୍ରୀ ସାହୁ,ଓ ଉପାଧ୍ୟକ୍ଷ ରଞ୍ଜିତ ପାତ୍ର ଙ୍କୁ ଫୁଲ ତୋଡା ଓ ଉତରୀୟ ଦେଇ ସ୍ୱାଗତ ଓ ଅଭିନନ୍ଦନ ଜଣେଇ ଥିଲେ।

ନିରାକାର ସାହୁ,ନୀଳଚକ୍ର Live

Post a Comment

Previous Post Next Post
Header ADS