ଭଞ୍ଜନଗର(ନୀଳଚକ୍ର Live) ଭଞ୍ଜନଗର ଏନ.ଏ.ସି ର ନବ ନିର୍ବାଚିତ ନଗରପାଳ ଗୋପବନ୍ଧୁ ମହାପାତ୍ର ଏନ.ଏ.ସି ଅଫିସରେ ବୁଧବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ପ୍ରକୋଷ୍ଠରେ ପୂଜାପାଠ ପରେ ଶ୍ରୀ ମହାପାତ୍ର ଆନୁଷ୍ଠାନିକ ଭାବେ କାଯ୍ୟଭାର ଗ୍ରହଣ କରିଥିଲେ।
ପ୍ରଥମେ ସେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ଧନ୍ୟବାଦ ଦେବା ସହ ଭଞ୍ଜନଗର ବିଧାୟକ ତଥା ଓଡ଼ିଶାର ବରିଷ୍ଠ କ୍ୟାବିନେଟ ମନ୍ତ୍ରୀ ଜଙ୍ଗଲ ପରିବେଶ, ଜଳବାୟୁ ପରିବର୍ତ୍ତନ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ମାନ୍ୟବର ବିକ୍ରମ କେଶରୀ ଆରୁଖ ଙ୍କୁ ଧନ୍ୟବାଦ ଦେବା ସହ ତାଙ୍କ ଯୋଗୁଁ ସେ ବିପୁଳ ଭୋଟ ରେ ବିଜୟ ହୋଇଛନ୍ତି ବୋଲି କହିଥିଲେ।
ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ଆରୁଖ ଙ୍କ ନୀତି ଆଦର୍ଶ କୁ ପାଥେୟ କରି ଭଞ୍ଜନଗର ଏନ.ଏ.ସି ର ବିକାଶଧାରା କୁ ତ୍ୱରାନିତ କରିବା ପାଈଁ ସର୍ବଦା ଚେଷ୍ଟା କରିବେ ବୋଲି କହିଥିଲେ।
ଏଥି ସହିତ ଭଞ୍ଜନଗର କୁ ଆଦର୍ଶ ଓ ସ୍ୱଚ୍ଛ ସହର ଭାବେ ଗଢି ତୋଳିବା ମୋର ଲକ୍ଷ୍ୟ ବୋଲି କହିଥିଲେ ତେଣୁ ସହରବାସୀ ଓ ପ୍ରଶାସନର ସହଯୋଗ କାମନା କରିଥିଲେ।ଏନଏସି କାଯ୍ୟ ନିର୍ବାହୀ ଅଧିକାରୀ ଆଶୁତୋଷ ଗୌରବ କର ଓ ସମସ୍ତ କର୍ମଚାରୀ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ଜଣାଇଥିଲେ। ଏନଏସି ନଗର ବିଜେଡି ସଭାପତି ରାଜେନ୍ଦ୍ର ବିଷୋୟୀ ,ସୁଧୀର ରଞ୍ଜନ ବେହେରା,ଶୂଳପାଣି ଶତପଥୀ,ବରିଷ୍ଠ ଓକିଲ ରାଜେନ୍ଦ୍ର ପ୍ରସାଦ ପ୍ରଧାନ,ଦିବାକର ନାୟକ,ରଞ୍ଜିତ ମିଶ୍ର, ଜଗନ୍ନାଥ ପ୍ରସାଦ ବ୍ଲକ ସାଂସଦ ପ୍ରତିନିଧି ବିପ୍ର ଚରଣ ବାରିକ,ଏ.ବେଣୁ ଗୋପାଳ, ମନୋଜ ଜେନା,ଚନ୍ଦନ କୁମାର ପ୍ରଧାନ,କୈଳାସ ପାତ୍ର, ବିପ୍ର ଚରଣ ପ୍ରଧାନ,ଟୁଟୁ ଜେନା,ଶିବ ଶଙ୍କର ପାତ୍ର, ଅର୍ଜୁନ ବେହେରା,ଗୌରୀ ପାତ୍ର, ମୃତୁଞ୍ଜୟ ସୁବୁଦ୍ଧି, ଇଶ୍ୱର ସୁବୁଦ୍ଧି, ସନ୍ତୋଷ କୁମାର ବେହେରା,ବୁଲୁ ପାଢ଼ୀ, ପ୍ରମୋଦ ବିଶୋଇ, ସତ୍ୟ ସ୍ବାଇଁ, ଶିଶିର କାନ୍ତ ସାହୁ,ଗିରିଷ ସାହୁ,ସମେତ ବହୁ ବିଜୁ ପ୍ରେମୀ, ବୁଦ୍ଧିଜୀବି, ଏନ.ଏ.ସି କାର୍ଯ୍ୟାଳୟ ରେ ପହଞ୍ଚି ପୁଲତୋଡା ଓ ଉତରୀୟ ଦେଇ ନୂତନ ନଗରପାଳ ଶ୍ରୀଯୁକ୍ତ ମହାପାତ୍ର ଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣେଇ ଥିଲେ।ଏହି ଅବସରରେ ସମସ୍ତ ୧୫ ଗୋଟି ୱାର୍ଡର ନବ ନିର୍ବାଚିତ କାଉନସିଲର ମାନେ ମଧ୍ୟ ଉପସ୍ଥିତ ଥିଲେ।

ନିରାକାର ସାହୁ///ନୀଳଚକ୍ର Live
Post a Comment