ଜଗନ୍ନାଥ ପ୍ରସାଦ(ନୀଳଚକ୍ରLive)ଜଗନ୍ନାଥ ପ୍ରସାଦ ବ୍ଲକ ବିଜେଡ଼ି ସଭାପତି ସ୍ବର୍ଗତ ମୋହନ ପ୍ରଧାନ, ଜଗନ୍ନାଥ ପ୍ରସାଦ ବ୍ଲକ ପୁର୍ବତନ ଉପାଧ୍ୟକ୍ଷ ତଥା ବର୍ତ୍ତମାନ ଅଧକ୍ଷା ଜୟଶ୍ରୀ ସାହୁ ଙ୍କ ସ୍ୱାମୀ ଓ ତାରସିଂ ର ପୁର୍ବତନ ସରପଞ୍ଚ ବାବୁଲି କୁମାର ପ୍ରଧାନ ଙ୍କ ଅକାଳ ବିୟୋଗ ରେ ବିଜେଡ଼ି ଜଣେଇଲା ଅଶ୍ରୁଳ ଶ୍ରଦ୍ଧାଞ୍ଜଳି।ଜଗନ୍ନାଥ ପ୍ରସାଦ ଆଂଚଳିକ ମହାବିଦ୍ୟାଳୟ ପରିସରରେ ସମାଜସେବୀ ସୁଳପାଣି ଶତପଥୀ ଙ୍କ ସଂଯୋଜନା ରେ ଶ୍ରଦ୍ଧାଞ୍ଜଳି ସଭା ରେ ମାନ୍ୟବର ମନ୍ତ୍ରୀ ଜଙ୍ଗଲ ପରିବେଶ, ସଂସଦୀୟ ବ୍ୟାପାର, ଜଳବାୟୁ ପରିବର୍ତ୍ତନ,ଶ୍ରୀ ଯୁକ୍ତ ବିକ୍ରମ କେଶରୀ ଆରୁଖ, ଶ୍ରଦ୍ଧାଞ୍ଜଳି ସଭାରେ ଯୋଗ ଦେଇ ପ୍ରଦୀପ ଜାଳି ଶ୍ରଦ୍ଧାଞ୍ଜଳି ସଭା କୁ ଆରମ୍ଭ କରିବା ସହ 3 ଦିବଂଗତ ନେତା ଙ୍କୁ ପୁଷ୍ପ ଦେଇ ଗଭୀର ଶ୍ରଦ୍ଧାଞ୍ଜଳି ଜଣେଇ ଥିଲେ ଓ ଦଳ ର ଅପୁରଣୀୟ କ୍ଷତି ବୋଲି କହିଥିଲେ। ସ୍ମରଣ ଯୋଗ୍ୟ କି ,ଜଗନ୍ନାଥ ପ୍ରସାଦ ବ୍ଲକ ବିଜେଡି ସଭାପତି, ବର୍ଷୀୟାନ ନେତା,ତଥା ସମାଜସେବୀ ମୋହନ ପ୍ରଧାନ ଙ୍କ ହୃଦଘାତ ବିୟୋଗ ହୋଇଥିଲା। ଏକ ବୈଠକ ରେ ଯୋଗ ଦେଇଥିବା ବେଳେ ହଠାତ ଅସୁସ୍ଥ ଅନୁଭବ କରିବାରୁ,ଜଗନ୍ନାଥ ପ୍ରସାଦ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରାଯାଇଥିଲା।ଅବସ୍ଥା ଗୁରୁତର ହେବାରୁ ଭଂଜନଗର ମେଡିକାଲ ରେ ଚିକିତ୍ସିତ ହେଉଥିବା ବେଳେ ମୃତ୍ୟୁବରଣ କରିଥିଲେ।
ତେଣୁ ସାରା ଅଂଚଳରେ ଶୋକ ର ଛାୟା ଖେଳି ଯାଇଥିଲା। ସେହିପର ଭଞ୍ଜନଗର ଓକିଲ ସଂଘ ର ଯୁବ ଓକିଲ ,ଜଗନ୍ନାଥ ପ୍ରସାଦ ବ୍ଲକ ର ପୁର୍ବତନ ଉପାଧ୍ୟକ୍ଷ ତଥା ବର୍ତ୍ତମାନ ବ୍ଲକ ଅଧକ୍ଷା ଙ୍କ ସ୍ୱାମୀ ହିମାଂଶୁ ଶେଖର ବାରିକ(ପାକୁ ଭାଇ) ଙ୍କ ଗତ ଏପ୍ରିଲ 1 ରେ ଅକାଳ ବିୟୋଗ ହୋଇ ଥିଲା। ସ୍ବର୍ଗତ ମୋହନ ପ୍ରଧାନ ଙ୍କ ଶ୍ରଦ୍ଧାଞ୍ଜଳି ସଭା ପାଇଁ ଆୟୋଜନ କରି ଗାଁ କୁ ଗଲା ପରେ ରାତ୍ର ରେ ଅଶ୍ବସ୍ଥ ଅନୁଭବ କରିବାରୁ ଭଞ୍ଜନଗର ମେଡିକାଲ ନିଆ ଯାଇଥିଲା, ସେଠି ସେ ମୃତ୍ୟୁ ବରଣ କରିଥିଲେ।ସେହିପରି ତାରସିଂ ର ପୁର୍ବତନ ସରପଞ୍ଚ ବାବୁଲି କୁମାର ପ୍ରଧାନ କିଛି ଦିନ ର ଅଶ୍ବସ୍ଥତା ପରେ ତାଙ୍କର ମଧ୍ୟ ଅକାଳ ବିୟୋଗ ହୋଇଥିଲା। ଶୋକକୁଳ ପରିବେଶ ରେ 3 ଦିବଂଗତ ନେତା ଙ୍କୁ ଶ୍ରଦ୍ଧାଞ୍ଜଳି ଜଣା ଯାଇଥିଲା।
ଏହି ଅବସର ରେ ବ୍ରହ୍ମପୁର ର ପୁର୍ବତନ ବିଧାୟକ ଡ. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ,ପୁର୍ବତନ ଗଂଜାମ ଜିଲ୍ଲା ବିଜେଡି ସଭାପତି ସୁବାଷ ମହାରଣା,
ଜୋନାଲ ବିଜେଡ଼ି ସଭାନେତ୍ରୀ ମମତା ବିଶୋଇ, ବରିଷ୍ଠ ଓକିଲ ତଥା ଭଞ୍ଜନଗର ବ୍ଲକ ବିଜେଡ଼ି ସଭାପତି ରାଜେନ୍ଦ୍ର ପ୍ରସାଦ ପ୍ରଧାନ, ବରିଷ୍ଟ ଓକିଲ ତଥା ଭଞ୍ଜନଗର ବ୍ଲକ ପାଇଁ ସାଂସଦ ପ୍ରତିନିଧି ଦିବାକର ନାୟକ,ଜଗନ୍ନାଥ ପ୍ରସାଦ ବ୍ଲକ ପାଇଁ ସାଂସଦ ପ୍ରତିନିଧି ବିପ୍ର ଚରଣ ବାରିକ,ଜଗନ୍ନାଥ ପ୍ରସାଦ ବ୍ଲକ ଉପାଧ୍ୟକ୍ଷ ରଞ୍ଜିତ କୁମାର ପାତ୍ର,ରାଜ କୁମାର ସାହୁ, ଶିକ୍ଷାବିତ ସୂର୍ଯ୍ୟନାରାୟଣ ପ୍ରଧାନ,ମହିଳା ସଭାନେତ୍ରୀ ଲିପିକା ସ୍ବାଇଁ ପ୍ରମୁଖ ଦିବଂଗତ ନେତା ମାନଙ୍କ ଶ୍ର୍ମିତିଚାରଣ କରିଥିଲେ ଓ ଶ୍ରଦ୍ଧାଞ୍ଜଳି ଦେଈ ଥିଲେ।

ନିରାକାର ସାହୁ//ନୀଳଚକ୍ର Live
Post a Comment