BREAKING
Loading...
:

ଭଞ୍ଜନଗର ଓକିଲ ସଂଘ ଭେଟିଲେ ହିମାଂଶୁ ଙ୍କ ପରିବାର ଙ୍କୁ

 


ଜଗନ୍ନାଥ ପ୍ରସାଦ(ନୀଳଚକ୍ର Live)ଭଞ୍ଜନଗର କୋର୍ଟ ର ଯୁବ ଓକିଲ ହିମାଂଶୁ ଶେଖର ବାରିକ ଙ୍କ ଗତ ଏପ୍ରିଲ 1 ତାରିଖ ରେ ଅକାଳ ବିୟୋଗ ହୋଇଥିଲା । ଓକିଲ ସଂଘ ର ସଭାପତି ସନ୍ତୋଷ କୁମାର ନାୟକ, ସମ୍ପାଦକ ଅମରେଶ ମହାପାତ୍ର,କାର୍ଯ୍ୟକାରୀ ସଦସ୍ୟ ନିରାକାର ସାହୁ ଓ ଅରୁଣ  କୁମାର ପ୍ରଧାନ ,ଜନାର୍ଦନ ପ୍ରଧାନ  ,ନୃସିଂହ ସାହୁ, ,ପ୍ରଣବ କୁମାର ନାୟକ,ପ୍ରମୁଖ କୋର୍ଟ ର ବିଧି ବ୍ୟବସ୍ଥା ଅନୁଯାୟୀ ହିମାଂଶୁ ଙ୍କ ଘରେ ପହଞ୍ଚି ତାଙ୍କ ପରିବାର ବର୍ଗ ଙ୍କୁ ଭେଟି ଆଶ୍ୱାସନା ଦେବା ସହ 50 ହଜାର ଟଙ୍କା ଆର୍ଥିକ ଅନୁଦାନ ତାଙ୍କ ଭାଇ ଙ୍କୁ ପ୍ରଦାନ କରିଥିଲେ।

Post a Comment

Previous Post Next Post
Header ADS