BREAKING
Loading...
:

ସାବିତ୍ରୀ ପୂଜା ୨୦୨୨

 


ବିଭାହିତ ମହିଳା ମାନେ  ନିଜ ସ୍ୱାମୀ ଙ୍କ ଦୀଘାୟୁ କାମନା କରି ପାଳନ କରୁଛନ୍ତି ସାବିତ୍ରୀ ପୂଜା।ପୁର ପଲ୍ଲୀ ଠୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସବୁଠି ଚାଲିଛି ସାବିତ୍ରୀ ପୂଜା।କୋରନା ମହାମାରୀ ଯୋଗୁଁ ପୂର୍ବରୁ ଫିକା ପଡିଥିଲା ସାବିତ୍ରୀ ପୂଜା,,,କିନ୍ତୁ ଚଳିତ ବର୍ଷ କୌଣସି କଟକଣା ନଥିବା ଯୋଗୁଁ ସଧବା ମହିଳା ମାନେ  ହର୍ଷ ଉଲ୍ଲାସ ରେ ସାବିତ୍ରୀ ପୂଜା କରୁଛନ୍ତି।କେଉଁଠି ଘରେ ଘରେ ପୂଜା ହେଉଥିବା ବେଳେ,ବହୁ ମହିଳା ମନ୍ଦିର ଯାଇ ସାବିତ୍ରୀ ବ୍ରତ ପୂଜା କରୁଥିବା ଦେଖିବାକୁ ମିଳୁଛି।

ବ୍ୟୁରୋ ରିପୋର୍ଟ,ନୀଳଚକ୍ର Live

Post a Comment

Previous Post Next Post
Header ADS