ଭଞ୍ଜନଗର(ନୀଳଚକ୍ର Live)ସାରା ଓଡ଼ିଶାରେ "ଶ୍ରୀମନ୍ଦିର ସୁରକ୍ଷା ଅଭିଜାନ ସମିତି" ତରଫରୁ, ଭାରତ ର ମହାମହିମ ରାଷ୍ଟ୍ରପତି, ମାନନିୟ ପ୍ରଧାନମନ୍ତ୍ରୀ ଓ ଓଡ଼ିଶାର ରାଜ୍ୟପାଳ ଏବଂ ମୂଖ୍ୟମନ୍ତ୍ରୀ ମହୋଦୟ ଙ୍କୁ, ଘୁମୁସର ଉପଖଣ୍ଡ ସମିତି ତରଫରୁ, ଭଞ୍ଜନଗର ର ଉପଜିଲ୍ଲାପାଳଙ୍କ ମାଧ୍ୟମରେ , ସ୍ମାରକପତ୍ର ପ୍ରଦାନ କରାଗଲା,କାରଣ, ଆଜକୁ ଦୀର୍ଘ ଦିନ ହେଲା ପୁରୀରେ ଅଵସ୍ଥିତ ପାଞ୍ଚହଜାର (୫୦୦୦) ବର୍ଷର , ଐତିହ୍ୟ କର୍ତିରାଜି କୁ ଵହନ କରୁଥିବା, ବିଶ୍ୱନିୟନ୍ତା ପ୍ରଭୁ, ଶ୍ରୀ ଜଗନ୍ନାଥଙ୍କ ର ମନ୍ଦିର ଚତୁପାର୍ଶରେ ଓଡିଶା ସରକାରଙ୍କ କେତେକ ପ୍ରଶାସନିକ ଅଧିକାରୀ ମାନେ, ମନଇଚ୍ଛା, ଶ୍ରୀମନ୍ଦିର ଚାରିପଟେ ସୌନ୍ଦର୍ଯ୍ୟ କରଣ କରିବା ବାହାନାରେ, ଗଭୀର ତମ ଖନନ କାର୍ଯ୍ୟ ଚଳାଇଛନ୍ତି। ଜାହା ଫଳରେ, ହଜାର ହଜାର ବର୍ଷ ର ଐତିହ୍ୟ କିର୍ତି ରାଜି ଵହନ କରୁଥିବା ତଥା କୋଟି କୋଟି, ଜଗନ୍ନାଥ ପ୍ରେମୀ ଓ ଓଡ଼ିଶାର ଆରାଧ୍ୟ ଦେବତା , ଭଗବାନ ଜଗନ୍ନାଥ ଙ୍କ ମନ୍ଦିରର ସୁରକ୍ଷା ପ୍ରତି ଵିପଦ ସୃଷ୍ଟି ହୋଇଛି। ଯ ,ଦ୍ୱାରା ସାରା ଓଡ଼ିଶାରେ ସରକାରଙ୍କ ର ଏହି ମନମୂଖି ଓ ଵେ ଆଇନ କାର୍ଯ୍ୟ କୁ ବିରୋଧ କରି, ଜନସାଧାରଣ ରାଜରାସ୍ତାକୁ ଓଲ୍ଲାଇ ପ୍ରତିବାଦ ର ସ୍ୱରକୁ ଶାଣିତ କରିଛନ୍ତି।ଵୁଦ୍ଧିଜିବି, ଐତିହାସିକ, ଭୂ ତତ୍ୱବିତ୍ , ବିଭିନ୍ନ ସଂଗଠନ ର କାର୍ଯ୍ୟକର୍ତା, ମଠ ମହନ୍ତ ର ଅଭିଜ୍ଞତା ଥିବା ସାଧୁସନ୍ଥ ମାନଙ୍କର ମତାମତ ନିଆଯାଇନି।
ଏଣୁ ଭାରତ ର ମହାମହିମ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ଓଡ଼ିଶାର ରାଜ୍ୟପାଳ ଏବଂ ମୂଖ୍ୟମନ୍ତ୍ରୀ ତୁରନ୍ତ ହସ୍ତକ୍ଷେପ କରି, ଏହି ହିନକାର୍ଯ୍ୟ କୁ ବନ୍ଦ୍ କରାନ୍ତୁ। ଏଥିରେ ସ୍ଥାନୀୟ ବିଶ୍ୱହିନ୍ଦୁ ପରିଷଦର , ପ୍ରାନ୍ତ ସାମାଜିକ ସମର୍ ସତ୍ତା ପ୍ରମୂଖ୍ ଶ୍ରୀ ମୁରଲୀଧର ପଣ୍ଡା, ବିଶ୍ୱହିନ୍ଦୁ ପରିଷଦର ଜିଲ୍ଲା ସଭାପତି/ ସୁଧୀର କୁମାର ନାୟକ, ଜିଲ୍ଲା ସଂପାଦକ ଵଟ୍ଟକୃଷ୍ଣ ପଣ୍ଡା, କାର୍ଯ୍ୟକାରୀ ସଭାପତି ଶ୍ରୀ ପୁର୍ଣ୍ଣଚନ୍ଦ୍ର ଗୌଡ଼, ବରିଷ୍ଠ ଵିଜେପି ନେତା ଶ୍ରୀ ପ୍ରଦ୍ୟୁମ୍ନ ନାୟକ, ସହ ସଂପାଦକ ରାମକୃଷ୍ଣ ଦାସ, ନିଲୁ ପ୍ରଧାନ, ସୁର୍ଯ୍ୟ ପାତ୍ର, ଶିବାଜୀ ମହାପାତ୍ର, ଘୁମୁସର ଜିଲ୍ଲା ସଂଘ ଚାଳକ ବନମାଳୀ ଗୌଡ଼, ପଦ୍ମପ୍ରଧାନ, ସୁର୍ଯ୍ୟ ରାଉତ ସମେତ ଵହୁ ବରିଷ୍ଠ କାର୍ଯ୍ୟକର୍ତା ମାନେ ଉପସ୍ଥିତ ଥିଲେ।

ରିପୋର୍ଟ//ପପୁ ପ୍ରଧାନ
Post a Comment