ଜଗନ୍ନାଥ ପ୍ରସାଦ(ନିରାକାର ସାହୁ)ଆମ ସମସ୍ତଙ୍କର ସେ ଆଦର୍ଶ, ଯାହାଙ୍କ ପଦାଙ୍କନକୁ ଅନୁସରଣ କରି ନିଜକୁ ପରିଚାଳିତ କରିବାର ସୌଭାଗ୍ୟ ହାସଲ କରିଛୁ,ସେ ହୋଇଛନ୍ତି ଆମ ସମସ୍ତ ଙ୍କ ପ୍ରିୟ ମାନ୍ୟବର କନ୍ଧମାଳ ଲୋକସଭା ସାଂସଦ ତଥା କିଟ୍,କିମ୍ସ,କିସ୍ ର ପ୍ରତିଷ୍ଠାତା ଡ଼ଃ ଅଚ୍ୟୁତ ସାମନ୍ତଙ୍କ ତାଙ୍କରି ଜୀବନ ଦର୍ଶନ ତଥା ପ୍ରତ୍ୟେକ୍ଷ ପ୍ରେରଣାରେ ପାଳିତ ହୋଇଆସୁଅଛି ଇଣ୍ଟରନେସନାଲ ଆର୍ଟ ଅଫ୍ ଗିଭିଂ ଡେ ୧୭/୫/୨୦୨୨ରିଖ। ଭଞ୍ଜନଗର ନିର୍ବାଚନ ମଣ୍ଡଳୀ ଅନ୍ତଗତ ଜଗନ୍ନାଥ ପ୍ରସାଦ ବ୍ଲକ ଅଧିନସ୍ଥ ବି.ଡି.ପୁର ଗ୍ରାମ ପଂଚାୟତ ର ସୋରିଷମୂଳି ଓ ଗୁଡ଼ିପଲ୍ଲୀ ପ୍ରାଥମିକ ବିଦ୍ୟାଳୟ ର ପିଲାମାନଂକୁ ଆଜିର ଏହି ଦିନ ରେ ପେନ୍, ଚକୋଲେଟ୍ ବିସ୍କୁଟ୍ ବଣ୍ଟନ କରିବା ସହ ଚାରାଗଛ ରୋପଣ କରି ଆର୍ଟ ଅଫ୍ ଗିଭିଂ ଡେ ରେ ସାଂସଦ ପ୍ରତିନିଧି,
କନ୍ଧମାଳ ତଥା ଗଞ୍ଜାମ ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ବିପ୍ର ଚରଣ ବାରିକ ପ୍ରତିନିଧିତ୍ୱ କରି ମାନ୍ୟବର ସାଂସଦ ଲେଖାର ଶୈଳି ଅତ୍ୟନ୍ତ ଉଚ୍ଚ କୋଟିର ସାଂସଦ ଙ୍କ ପିଲା ଦିନର ପାଠ ପଢ଼ିବାର ସଂଘର୍ଷ ମୟ କାହାଣୀ ପିଲାମାନଙ୍କୁ କହିବା ସହ ଆମେ କେମିତି ଜଣେ ଜଣେ ସାଂସଦ ପରି ଦକ୍ଷ ବ୍ୟକ୍ତି ହୋଇପାରିବା ଆଜିର ଏହି ଶୁଭ ଅବସରରେ ସାଂସଦ ଯୋଉଁ ଅନ୍ତନି୍ହିତ କଳା ଅଛି ତାକୁ ଆମେ ଯେମିତି ଆପଣେଇବା ସ୍ନେହ, ଶ୍ରଦ୍ଧା, ଶିକ୍ଷା ବାଣ୍ଟିବା ଆମର ଏକତା ଭାଇଚାରା ସଂପର୍କ କୁ ବଜାଇ ରଖିବା ଏହି ସବୁ ଗୁଣାତ୍ମତ ବିଷୟରେ ପୁଙ୍ଖାନୁ ପୁଙ୍ଖ ବୁଝାଇ ଥିଲେ । କିଟ୍,କିମ୍ସ,କିସ୍ ଭଳି ଅନୁଷ୍ଠାନ ଖୋଲି ରେ ୨୫ ହଜାର ରୁ ଉର୍ଦ୍ଧ ଗରିବ ଜନଜାତି ପିଲାଙ୍କୁ ମାଗଣା ଶିକ୍ଷାଦାନ କରି ନିଜର ପରିବାର ଭଳି ଦାୟତ୍ୱ ନିଅନ୍ତି ଏବଂ ମାନ୍ୟବର ସାଂସଦ ଙ୍କ ମହତ୍ୱ ବୁଝି ଆମ ମଧ୍ୟ ବି ଭବିଷ୍ୟତ ରେ ଜଣେ ଜଣେ ସାଂସଦ ପରି ନିଷ୍ଠାପର ବ୍ୟକ୍ତି ହୋଇବା ଆବଶ୍ୟକ ଓ ଏଥିରେ ସହିତ ବି.ଡିପୁର ଗ୍ରାମ ପଂଚାୟତ ଅଧିନସ୍ଥ ବିଦ୍ୟାଳୟ ମାନଙ୍କୁ ବିଭିନ୍ନ ଉନ୍ନତି ମୂଳକ କାମପାଇଁ ଅର୍ଥ ପ୍ରଦାନ କରିଥିବାରୁ ମାନ୍ୟବର ଜଙ୍ଗଲ ପରିବେଶ ଜଳବାୟୁ ପରିବର୍ତନ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀଯୁକ୍ତ ବିକ୍ରମ କେଶରୀ ଆରୁଖ ଙ୍କୁ ମଧ୍ୟ ଧନ୍ୟବାଦ ଦେଇଛନ୍ତି ।
ଏଥିରେ ବି.ଡି.ପୁର ଗ୍ରାମପଞ୍ଚାୟତ ସରପଞ୍ଚ ଶ୍ରୀମତୀ ରଶ୍ମିତା ସାହୁ,ସରପଞ୍ଚ ଙ୍କ ପ୍ରତିନିଧି ଶିଶିର କାନ୍ତ ସାହୁ ୱାର୍ଡ ମେମ୍ବର ଭଗବାନ ଗୌଡ଼ ଉପସ୍ଥିତ ଥିଲେ ।

Post a Comment