ଭଞ୍ଜନଗର(ନିରାକାର ସାହୁ) ଆନ୍ତର୍ଜାତିକ ବରିଷ୍ଠ ନାଗରିକ ହତାଦର ସଚେତନତା ଦିବସ ପାଳନ ଅବସରରେ ରାଧା କୃଷ୍ଣ ପାଠାଗାର ଘୁମୁସର ବରିଷ୍ଠ ନାଗରିକ ମଞ୍ଚ କୁ କର୍ମକର୍ତା ଓ ସଭ୍ୟମାନଙ୍କୁ ପାଠାଗାର ପରିସରରେ ଫୁଲ ଚନ୍ଦନ ଦେଇ ସମ୍ବର୍ଦ୍ଧିତ କରିଛି। ପାଠାଗାର ର ସଭାପତି ନିରଞ୍ଜନ ପ୍ରଧାନଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏକ ସଭା କୁ ସ୍ଥାନୀୟ ଓକିଲ ସଂଘ ସଭାପତି ଶ୍ରୀଯୁକ୍ତ ସନ୍ତୋଷ କୁମାର ନାୟକ ଉଦଘାଟନ କରିଥିଲେ।ପଣ୍ଡିତ ବିପ୍ର ଚରଣ ସାହୁ ବେଦ ମନ୍ତ୍ର ଗାନ କରିଥିଲେ।
ଏ ଅଂଚଳର 90 ବାର୍ଷିୟ ସମାଜସେବୀ ପଦ୍ମନାଭ ଆରୁଖ ଙ୍କ ସମେତ ନାଗରିକ ମଞ୍ଚ ର ସଭାପତି ସୋମନାଥ ନାୟକ, କାର୍ଯ୍ୟକାରୀ ସଭାପତି ଶିବରାମ ପଣ୍ଡା, ଉପଦେଷ୍ଟା ଡକ୍ଟର କମ୍ବୁପାଣି ସାମନ୍ତ, ସମ୍ପାଦକ ରବୀନ୍ଦ୍ର ଆଚାର୍ଯ୍ୟ ଙ୍କ ସମେତ ଉଦଘାଟକ ମହାଶୟ ଙ୍କୁ ଅଙ୍ଗ ବସ୍ତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା।ସରକାରୀ ସ୍ତରରେ ଏହା ପାଳନ କରାଯାଉ ନ ଥିବାରୁ କ୍ଷୋଭ ପ୍ରକାଶ ପାଇଥିଲା।
ଏ ଅଞ୍ଚଳ ରେ ଏକ ଜରା ନବାସ ପ୍ରତିଷ୍ଠା ହେଉ। ବରିଷ୍ଠ ନାଗରିକ ଭତ୍ତା 2000ଟଙ୍କା କୁ ବୃଦ୍ଧି କରାଯାଉ ବୋଲି ସର୍ବ ସମ୍ମତିକ୍ରମେ ପ୍ରସ୍ତାବ ଗୃହୀତ ହୋଇଛି।ସାମ୍ବାଦିକ ସଂଘ ବରିଷ୍ଠ ସଦସ୍ୟ ରବୀନ୍ଦ୍ର ପାତ୍ର ଙ୍କୁ ମଧ୍ୟ ଉତ୍ତରୀୟ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା।
ମଞ୍ଚ ର ଉପସଭାପତି ଇଂ ପ୍ରଭାତ ଚନ୍ଦ୍ର ତରାସିଆ, ସହସମ୍ପାଦକ ସନ୍ତୋଷ କୁମାର ପଣ୍ଡା, କୋଷାଧକ୍ଷ ବ୍ରଜ ଗୋପାଳମହାରଣା,ସୁରେଶ ଚନ୍ଦ୍ର ସ୍ୱାଇଁ, ହରିକୃଷ୍ଣ ସାହୁ ପ୍ରମୁଖ ଆଲୋଚନା ଭାଗ ନେଇଥିଲେ।ସଭାପତି ଙ୍କ ଅଭିଭାଷଣ ପରେ ପାଠଗାର ର ସମ୍ପାଦକ ଭଂଜକିଶୋର ପ୍ରଧାନ ଧନ୍ୟବାଦ ଅର୍ପଣ କରି ଥିଲେ।

Post a Comment