ଜଗନ୍ନାଥ ପ୍ରସାଦ(ନୀଳଚକ୍ର Live) ଗଂଜାମ ଜିଲ୍ଲା ର ଜଗନ୍ନାଥ ପ୍ରସାଦ ସେବା ସମବାୟ ସମିତି ଲିମିଟେଡ଼ ର ଉପସଭାନେତ୍ରୀ ରୂପେ ଶ୍ରୀମତୀ ବାସନ୍ତୀ ଡାକୁଆ ବିନା ପ୍ରତିଦ୍ବନ୍ଦିତା ରେ ନିର୍ବାଚିତ ହୋଇଛନ୍ତି।ସେ ଜଣେ ମାତ୍ର ନାମାଙ୍କନ ପତ୍ର ଦାଖଲ କରିଥିଲେ।ତାଙ୍କ ନାମାଙ୍କନ ପତ୍ର ରେ
ପ୍ରସ୍ତାବକ ରୂପେ niridesaka ନିରାକାର ସାହୁ ଓ ସମର୍ଥକ ରୂପେ ଜୟଦେବ ସାହୁ ରହିଥିଲେ। ଶ୍ରୀମତୀ ବାସନ୍ତୀ ଡାକୁଆ ଜଣେ ମାତ୍ର ନାମାଙ୍କନ ପତ୍ର ଦାଖଲ କରି ଥିବାରୁ ନିର୍ବାଚନ ଅଧିକାରୀ ଅରକ୍ଷିତ ପ୍ରଧାନ ତାଙ୍କୁ ଉପସଭାନେତ୍ରୀ ରୂପେ ନିର୍ବାଚିତ ଘୋଷଣା କରିଥିଲେ।ତେଣୁ ନବ ନିର୍ବାଚିତ ଉପସଭାନେତ୍ରୀ ଶ୍ରୀମତୀ ବାସନ୍ତୀ ଡାକୁଆ ଙ୍କୁ ବିଭିନ୍ନ ମହଲ ରୁ ସ୍ୱାଗତ କରା ଯାଇଛି।
ଏହି ଅବସର ରେ ପୂର୍ବରୁ ନିର୍ବାଚିତ ନୂତନ ସଭାପତି ବିନୋଦ ବିହାରୀ ପ୍ରଧାନ ,ଉପସଭ।ନେତ୍ରୀ ଶ୍ରୀମତୀ ବାସନ୍ତି ଡାକୁଆ ଙ୍କୁ ଉତରୀୟ ଓ ଫୁଲ ମାଳ ଦେଇ ସମ୍ବର୍ଦ୍ଧିତ କରିଥିଲେ।ସେହିପରି ପୂର୍ବରୁ ନିର୍ବାଚିତ niridesaka ନିରାକାର ସାହୁ ମଧ୍ୟ ନବ ନିର୍ବାଚିତ ଉIପସଭାନେତ୍ରୀ ଶ୍ରୀମତୀ ବାସନ୍ତୀ ଡାକୁଆ ଙ୍କୁ ସମର୍ଦ୍ଧିତ କରିଥିଲେ।niridesaka ବିପିନ ବିହାରି ଡାକୁଆ, ଉପେନ୍ଦ୍ର କୁମାର ବେହେରା, ଜୟଦେବ ସାହୁ ,ସଂପାଦକ ଲୋକନାଥ ପ୍ରଧାନ,ସମ୍ବାଦିକ ପବିତ୍ର ମହାପାତ୍ର,, ରାଜକୁମାର ସିଂ,ଚାଷୀ ତ୍ରିନାଥ ପାତ୍ର,ପ୍ରଦୀପ ସେଠି, ସଂଗ୍ରାମ ସାହୁ,ମଧ୍ୟ ଏହି ଅବସର ରେ ଉପସ୍ଥିତ ରହିଥିଲେ।

Post a Comment