BREAKING
Loading...
:

କବୟିତ୍ରୀ ମନୋରମା ରଥ,(ପ୍ରଧାନ ଶିକ୍ଷୟିତ୍ରୀ, ଜରିପଲ୍ଲୀ ପ୍ରାଥମିକ ବିଦ୍ୟାଳୟ),ଙ୍କ ଅକାଳ ବିୟୋଗ ରେ ଗଭୀର ଶୋକ

 


ଜଗନ୍ନାଥ ପ୍ରସାଦ(ନିରାକାର ସାହୁ)କବୟିତ୍ରୀ ମନୋରମା ରଥ ପ୍ରଧାନ ଶିକ୍ଷୟିତ୍ରୀ, ଜରିପଲ୍ଲୀ ପ୍ରାଥମିକ ବିଦ୍ୟାଳୟ, ବୟ51 ବର୍ଷ ସଂକଳନ*  *ପୁସ୍ତକ* --          " *କବିତା ଗୁଚ୍ଛ "  ଓ "ମାନସୀ "* -ସେ ରାଜ୍ୟସ୍ତରୀୟ ପ୍ରାଚ୍ୟ ବିଦ୍ୟା ସମ୍ମିଳନୀ ତରଫରୁ ଯଥାକ୍ରମେ   " *କବି ମଞ୍ଜୁଳ",* " *ପ୍ରାଚ୍ୟ* *ବିଦ୍ୟାମଣି "* ଓ  " *କାଞ୍ଚନବାଳା ସ୍ମୃତି ସମ୍ମାନ* - *2016"* ଉପାଧି ରେ ସମ୍ମାନିତ ହୋଇଥିଲେ !ତଥା ବିଶିଷ୍ଟ ଶିକ୍ଷାବିତ Aranada Tripathy ଙ୍କ ଧର୍ମପତ୍ନୀ।ସେ ଗତ ଅଗଷ୍ଟ ପ୍ରଥମ ସପ୍ତାହରେ ଗୁରୁତର ଭାବେ କରୋନା ସଂକ୍ରମିତ ହୋଇ ଆଜି ପର୍ଯ୍ୟନ୍ତ ଗଳା,  ଛାତି ଓ ଶ୍ୱାସପ୍ରଶ୍ୱାସ ରେ ଯନ୍ତ୍ରଣା ଅନୁଭବ କରୁଥିଲେ !ତାଙ୍କ ଅକାଳ ବିୟୋଗ ଘଟିଛି।।ତେଣୁ ସାରା ଅଂଚଳ ରେ ଶୋକ ର ଛାୟା ଖେଳି ଯାଇଛି

Post a Comment

Previous Post Next Post
Header ADS