ଜଗନ୍ନାଥ ପ୍ରସାଦ ସମ୍ବାଦ ସାହିତ୍ୟ ଘର ର କବିୟିତ୍ରୀ କବିସୌରଭ ଶ୍ରୀମତୀ ମନୋରମା ରଥ(ସ୍ୱା-ଜ୍ୟୋତିର୍ବିଦ ପଣ୍ଡିତ ଅନ୍ନଦା ତ୍ରିପାଠୀ)ପବିତ୍ର ମହାନବମୀ ରେ ସୋମନାଥ ବ୍ରତ ପାଳନ କରି ହସଖୁସିରେ ସ୍ୱାମୀ ଓ ଶାଶୁଙ୍କ ସହ ଆଲୋଚନା କରିବା ସମୟରେ ହୃଦ ଘାତ ରେ ଇହଲୀଳା ସମ୍ବରଣ କରିଥିଲେ।ଆଜି ପୁରୀ ସ୍ୱର୍ଗଦ୍ୱାର ରେ ଶେଷକୃତ୍ୟ ସମ୍ପର୍ଣ୍ଣ କରାଯିବ।
Post a Comment