କୋରାପୁଟ(ନୀଳଚକ୍ର live) କୋରାପୁଟ ଡି.ଏ.ଭି.ମହାବିଦ୍ୟାଳୟ, ରେ ଗ୍ରାଜୁଏସନ ଅଧ୍ୟୟନ କରି ୧୯୯୨ ମସିହାରେ ରେ ପାସ ହୋଇ ଥିବା ବନ୍ଧୁ ଓ ବାନ୍ଧବୀ ମାନଙ୍କ ର ବନ୍ଧୁ ମିଳନ କାର୍ଯ୍ୟକ୍ରମ କୋରାପୁଟ ର ଡୁରାଗୁଡା ର ଏକତା ଅନୁଷ୍ଠାନ ଠାରେ 22ଜାନୁୟାରୀ 2023 ମସିହା ରବିବାର ଦିନ ଅନୁଷ୍ଟିତ ହୋଇ ଯାଇଛି।ଅଧ୍ୟାପିକା ତିଳୋତମା ପଟ୍ଟନାୟକ ଓ ସମାଜସେବୀ ତଥା ଏକତା ର ସମ୍ପାଦକ ଜଗନ୍ନାଥ ମିଶ୍ର ଙ୍କ ସଂଯୋଜନା ରେ ବନ୍ଧୁ ମିଳନ କାର୍ଯ୍ୟକ୍ରମ ସୁଚାରୁ ରୁପେ ସମ୍ପାଦନ ହୋଇ ଥିଲା।
୩୦ ବର୍ଷ ତଳେ କଲେଜ ରେ ବିତେଇ ଥିବା ଅଭୁଲା ସ୍ମୃତି କୁ ସମସ୍ତେ ମନେ ପକେଇ ନିଜ ନିଜ ବକ୍ତବ୍ୟ ରଖିଥିଲେ।ସାଙ୍ଗ ସାଥି ମାନଙ୍କ ନାମ ମନେ ଥିଲେ ଭି ଶାରୀରିକ ପରିବର୍ତ୍ତନ ଯୋଗୁଁ କିଛି ସାଙ୍ଗ କୁ କିଛି ସାଙ୍ଗ ଚିନ୍ହିବା ରେ ସମୟ ଲାଗିଥିଲା ଓ ଏକ ରୋମାଂଚକର ପରିବେଶ ସୃଷ୍ଟି ହୋଇଥିଲା। ୩୦ ବର୍ଷ ତଳେ ସାଙ୍ଗ ସାଙ୍ଗ ମଧ୍ୟରେ ଜୋ ଭଲ ପାଇବା ସ୍ନେହ ଥିଲା ଆଜି କାଲିକା ଯୁବ ପିଢି ରେ ସେହି ଭଲ ପାଇବା ସ୍ନେହ ନାହିଁ, ମୋବାଇଲ ଯୋଗୁଁ ଯୁବ ପିଢ଼ି ମଧ୍ୟରେ ଯେତେ ଜଲଦି ଭଲ ପାଇବା ସୃଷ୍ଟି ହେଉଛି ସେତେ ଜଲଦି ଭି ଭାଙ୍ଗି ଯାଉଛି।ଯୁବ ପିଢି ମାନଙ୍କ ମଧ୍ୟରେ କେବଳ ଶାରିରିକ ଆକର୍ଷଣ ଓ ସ୍ୱାର୍ଥ ହାସଲ ପାଇଁ ବନ୍ଧୁତା ସୃଷ୍ଟି ହେଉ ଥିବା ଯୋଗୁଁ ତାହା କ୍ଷଣସ୍ଥାଇ ହେଉ ଥିବାରୁ ରୁ ବନ୍ଧୁ ମିଳନ କାର୍ଯ୍ୟକ୍ରମ ରେ କ୍ଷୋଭ ପ୍ରକାଶ ପାଇଥିଲା।
କଲେଜ ରୁ ୩୦ ବର୍ଷ ହେଲା ପାଠ ପଢା ସାରି ନିଜ ନିଜ କର୍ମ ମୟ ଜୀବନ ରେ ରହିଥିଲେ ଭି ସେହି ଶାଶ୍ୱତ ସ୍ନେହ ଯୋଗୁଁ ଆଜି ସେମାନେ ଏକତ୍ରିତ ହୋଇଛନ୍ତି ବୋଲି ଚର୍ଚ୍ଚା ହୋଇ ଥିଲା।
ବନ୍ଧୁ ମିଳନ କାର୍ଯ୍ୟକ୍ରମ ରେ ପୁଷ୍ପଲତା ନାୟକ,T.ଅରୁଣା,ପୁଷ୍ପାଞ୍ଜଳି ବାରିକ, ଭି. ଲଷ୍ମୀ,ସ୍ୱପ୍ନା ଚୌଧୁରୀ,ରୋଜାଲୀନ ଖୋରା, ପ୍ରେମାଞ୍ଜଳି ମହାନପାତ୍ର, ସୁନିିତା ମିଶ୍ର,ନିରାକାର ସାହୁ, k. ସରସ୍ୱତୀ ପଟ୍ଟନାୟକ,ଜଗତଜିତ ଦାସ, ଡାଃ.ଶେସଦେବ ବାରିକ, ରବି ନାୟକ, A.ତ୍ରିପତି ରାଓ, ସମେତ ବହୁ ବନ୍ଧୁ ମାନେ ବନ୍ଧୁ ମିଳନ କାର୍ଯ୍ୟକ୍ରମ ରେ ଯୋଗ ଦେଇ ୩୦ ବର୍ଷ ତଳେ ଡ଼ି. ଏ.ଭି କଲେଜ ରେ ପଢ଼ୁଥିବା ସମୟର ଅଭୁଲା ସ୍ମୃତି କୁ ସମସ୍ତେ ମନେ ପକେଇ ଥିଲେ। ମଧ୍ୟାହ୍ନ ଭୋଜନ ପରେ ବହୁ ଦୁର ଦୁରାନ୍ତ ରୁ ଆସିଥିବା ବନ୍ଧୁ ମାନେ ଫେରି ଯିବା ପରେ ବନ୍ଧୁ ମିଳନ କାର୍ଯ୍ୟକ୍ରମ ସମାପ୍ତ ହୋଇ ଥିଲା।

ବ୍ୟୁରୋ ରିପୋର୍ଟ, ନୀଳଚକ୍ର live
Post a Comment