ଜଗନ୍ନାଥ ପ୍ରସାଦ(ନୀଳଚକ୍ର Live)ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ଆଜ୍ଞା ପ୍ରସାଦ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ବାର୍ଷିକ କ୍ରୀଡା ମହୋତ୍ସବ, ପୁରସ୍କାର ବିତରଣ ଓ ବାର୍ଷିକ ଉଛବ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ କୈଳାସ ଚନ୍ଦ୍ର ନାୟକ ଙ୍କ ସଭାପତିତ୍ୱ ରେ ମହାସମାରୋହରେ ପାଳିତ ହୋଇ ଯାଇଛି। ଜଗନ୍ନାଥ ପ୍ରସାଦ ସରପଞ୍ଚ ଶ୍ରୀମତି ରଶ୍ମିତା ସେଠୀ ମୂଖ୍ୟ ଅତିଥି ରୂପେ ଯୋଗ ଦେଇ ପ୍ରଦୀପ ପ୍ରଜ୍ଵଳନ କରି ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ ଓ କହିଥିଲେ ଛାତ୍ର ଛାତ୍ରୀ ମାନେ ଭଲ ପାଠ ପଢ଼ି ଭଲ ମଣିଷ ହେବ ସହ ସମାଜ ର ମଙ୍ଗଳ କରିବା ପାଇଁ ଚେଷ୍ଟା କରନ୍ତୁ
।ମୁଖ୍ୟ ବକ୍ତା ଭାବେ CRCC ଜଗବନ୍ଧୁ ରଥ ଯୋଗ ଦେଇ ଶିକ୍ଷା ର ବିକାଶ ରେ ଛାତ୍ର ଛାତ୍ରୀ ମାନଙ୍କ ଭୂମିକା ବିଷୟ ରେ ବକ୍ତବ୍ୟ ରଖିଥିଲେ।ସମ୍ମାନିତ ଅତିଥି ରୂପେ ବରିଷ୍ଠ ଆଡ଼ଭୋକେଟେ ତଥା ସାମ୍ବାଦିକ ନିରାକାର ସାହୁ ଯୋଗ ଦେଇ ଛାତ୍ର ଛାତ୍ରୀ ମାନେ ଚରିତ୍ରବାନ ହେବା ପାଈଁ ପରାମର୍ଶ ଦେଇଥିଲେ।ଅନ୍ୟତମ ସମ୍ମାନିତ ଅତିଥି ରୂପେ ଜଗନ୍ନାଥ ପ୍ରସାଦ ସମିତି ସଭ୍ୟ ଯୁଧିଷ୍ଠିର ସେଠୀ ଯୋଗ ଦେଇ ବିଦ୍ୟାଳୟ ର ସାମଗ୍ରିକ ବିକାଶ ପାଈଁ ପଦକ୍ଷେପ ନେବା ପାଇଁ କହିଥିଲେ।
ସେହିପରି ଅନ୍ୟତମ ସମ୍ମାନିତ ଅତିଥି ରୂପେ ଶିକ୍ଷାବିତ୍ ପ୍ରଦୀପ୍ତ କିଶୋର ଭୂୟାଁ, ଯୋଗ ଗୁରୁ କ୍ଷୀରୋଦ ଚନ୍ଦ୍ର ଦାସ,ପ୍ରାକ୍ତନ ଶିକ୍ଷୟତ୍ରୀ ପ୍ରମିଳା ଶତପଥୀ,ସରକୁମ୍ପା ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ସବିତା କୁମାରୀ ରଥ,ସାମ୍ବାଦିକ ପବିତ୍ର ମହାପାତ୍ର, ପୂର୍ଣ୍ଣଚନ୍ଦ୍ର ସେଠୀ, ଓ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ବୁଲୁ ସାହୁ ଯୋଗ ଦେଇଥିଲେ। ବିଦ୍ୟାଳୟ ର ଶିକ୍ଷୟତ୍ରୀ ମମତା ଭୂୟାଁ,ପ୍ରିୟାଶା ରଥ,ଦମୟନ୍ତି ପାଢ଼ୀ, ସୌଦାମିନୀ ପ୍ରଧାନ, ଓ ଶିକ୍ଷକ କବିରାଜ ସାହୁ କାର୍ଯ୍ୟକ୍ରମ ରେ ସହାୟତା କରିଥିଲେ।
ଅତିଥି ମାନେ କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ବଣ୍ଟନ କରିବାସହ ମାନପାତ୍ର ଦେଇ ସମ୍ମାନିତ କରିଥିଲେ।ଛାତ୍ର ଛାତ୍ର ମାନଙ୍କୁ ଦ୍ଵାରା ସଂ।ସୃତିକ କାର୍ଯ୍ୟକ୍ରମ ହେବା ସହ କାର୍ଯ୍ୟକ୍ରମ ଶେଷରେ ଅଭିଭାବକ, ଶିକ୍ଷକ,ଅତିଥି ମାନେ ଛାତ୍ର ଛାତ୍ରୀ ମାନଙ୍କ ସହ ନାଚ କରି ଛାତ୍ର ଛାତ୍ରୀ ମାନଙ୍କୁ ଉଚ୍ଚାହିତ କରିଥିଲେ।

ବ୍ୟୁରୋ ରିପୋର୍ଟ, ନୀଳଚକ୍ର live
Post a Comment