BREAKING
Loading...
:

ଶ୍ରୀ ଯୁକ୍ତ ବିକ୍ରମ କେଶରୀ ଆରୁଖ ଙ୍କୁ ମିଳିଲା ଗୁରୁତ୍ୱପୂର୍ଣ୍ଣ ଅର୍ଥ ବିଭାଗର କେବିନେଟ ମନ୍ତ୍ରୀ

 


ଭୁବନେଶ୍ୱର(ନିରାକାର ସାହୁ)୨୨/୦୫, ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳରେ ଆଜି ନୂଆ କେବିନେଟ ମନ୍ତ୍ରୀ ଭାବେ ସାମିଲ ହୋଇଛନ୍ତି ବିକ୍ରମ କେଶରୀ ଆରୁଖ, ସୁଦାମ ମାର୍ଣ୍ଡି ଓ ଶାରଦ ନାୟକ।   ଶ୍ରୀ ଯୁକ୍ତ ବିକ୍ରମ କେଶରୀ ଆରୁଖ ଙ୍କୁ ଗୁରୁତ୍ୱପୂର୍ଣ୍ଣ କେବିନେଟ ଅର୍ଥ ମନ୍ତ୍ରୀ ମିଳିଥିବା ବେଳେ  ଶ୍ରୀଯୁକ୍ତ ସୁଦାମ ମାର୍ଣ୍ଡି ଙ୍କୁ ମିଳିଛି ସ୍କୁଲ ଓ ଗଣଶିକ୍ଷା ବିଭାଗ,ସେହିପରି ଶ୍ରୀଯୁକ୍ତ ଶାରଦା ନାୟକ ଙ୍କୁ ମିଳିଛି ଶ୍ରମ ମନ୍ତ୍ରୀ ।



Post a Comment

Previous Post Next Post
Header ADS