ଜଗନ୍ନାଥ ପ୍ରସାଦ(ନିରାକାର ସାହୁ)ମାନ୍ୟବର ଅର୍ଥ ମନ୍ତ୍ରୀ ଶ୍ରୀଯୁକ୍ତ ବିକ୍ରମ କେଶରୀ ଆରୁଖ ଙ୍କୁ ଜଗନ୍ନାଥ ପ୍ରସାଦ ରେ ନାଗରିକ ସମ୍ବର୍ଦ୍ଧନା ଦିଆ ଯାଇଛି। ଶ୍ରୀ ଯୁକ୍ତ ଆରୁଖ ଅର୍ଥ ମନ୍ତ୍ରୀ ହେବା ପରେ ଜଗନ୍ନାଥ ପ୍ରସାଦ କୁ ଦିନିକିଆ ଗ୍ରସ୍ଥ ରେ ଆସିଥିଲେ,ଓ ତାଙ୍କ ସହ କନ୍ଧମାଳ ସାଂସଦ ଡଃ. ଅଚ୍ୟୁତାନନ୍ଦ ସାମନ୍ତ ମଧ୍ୟ ଉପସ୍ଥିତ ଥିଲେ ।
ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଠାରେ ସ୍ଵାଗତ କରା ଯାଇ ଏକ ବିରାଟ ପଟୁଆର ରେ ମୁଖ୍ୟ ରାସ୍ତା ବିଜୁବାବୁଙ୍କ ପୀଠ ପାଖ ଅଣାଯାଇଥିଲା,ଉଭୟ ନେତା ବିଜୁବାବୁଙ୍କ ମୃତ୍ତି ରେ ଫୁଲ ମାଳା ଦେଇ ପୂଜା କରିଥିଲେ। ଏହାପରେ ବାଘ, ଘୋଡା, ନାଚ ,ମଙ୍ଗଳା ନାଚ,ଶଙ୍ଖ ମହୁରୀ ନାଦ, ଘଣ୍ଟ ଖୋଳ ରେ ଏକ ବିରାଟ ପଟୁଆର ଗ୍ରାମ୍ୟ ଉନ୍ନୟନ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଅଣାଯାଇଥିଲା।
ଜଗନ୍ନାଥ ପ୍ରସାଦ-ସୁନାଭୁମି ଭାୟା ଅଳସୁ ରାସ୍ତା ର ମରାମତି ଓ ପ୍ରଶସ୍ତି କରଣ ପାଇଁ ପୂର୍ତ୍ତ ବିଭାଗ ତରଫରୁ ପ୍ରାୟ ୧୬କୋଟି ଟଙ୍କା ର ଉର୍ଦ୍ଧ୍ବ ଟଙ୍କା ର ପ୍ରକଳ୍ପ କୁ ମାନ୍ୟବର ଅର୍ଥ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଶୁଭଭିତ୍ତି ପ୍ରସ୍ଥର ପକେଇ ଥିଲେ ଓ ମାନ୍ୟବର ସାଂସଦ ଡଃ.ଅଚ୍ୟୁତାନନ୍ଦ ସାମନ୍ତ ଏଥିରେ ସଂମାନିତ ଅତିଥି ରୂପେ ଯୋଗ ଦେଇଥିଲେ।ଜଗନ୍ନାଥ ପ୍ରସାଦ ଆଂଚଳିକ ମହାବିଦ୍ୟାଳୟ ପରିସର ରେ ଅନୁଷ୍ଠିତ ନାଗରିକ ସମ୍ବର୍ଦ୍ଧନା ଉଛବ ରେ ମୁଖ୍ୟ ଅତିଥି ରୂପେ ମାନ୍ୟବର ଅର୍ଥ ମନ୍ତ୍ରୀ ଶ୍ରୀ ଯୁକ୍ତ ବିକ୍ରମ କେଶରୀ ଆରୁଖ ଓ ସଂମାନିତ ଅତିଥି ରୂପେ ମାନ୍ୟବର କନ୍ଧମାଳ ସାଂସଦ ଡଃ..ଅଚ୍ୟୁତାନନ୍ଦ ସାମନ୍ତ ଯୋଗ ଦେଇଥିଲେ।ତାଙ୍କୁ ବିଭିନ୍ନ ମହଲ ରୁ ଫୁଲ ତୋଡା ଓ ଉତରୀୟ ଦେଇ ସମ୍ବର୍ଦ୍ଧନା କରା ଯାଇ ଥିଲା। ନୀଳଚକ୍ର live ର ପ୍ରାତିଷ୍ଟାତା ନିରାକାର ସାହୁ ମଧ୍ୟ ସମ୍ବର୍ଦ୍ଧିତ କରିଥିଲେ।
ବ୍ଲକ ଅଧକ୍ଷା ଜୟଶ୍ରୀ ସାହୁ,ଉପାଧ୍ୟକ୍ଷ ରଞ୍ଜିତ ପାତ୍ର, ସାଂସଦ ପ୍ରତିନିଧି ଦିବାକର ନାୟକ ,ବିପ୍ରଚରଣ ବାରିକ, ବିଡ଼ିଓ ଅନୁପ ପଣ୍ଡା,ଆଂଚଳିକ ଉଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ନୃସିଂହ ଚରଣ ପ୍ରଧାନ,ଓ ପ୍ରଭାତଚନ୍ଦ୍ର ଦଳବେହେରା ପ୍ରମୁଖ ମଞ୍ଚାସିନ ଥିଲେ।ସମାଜସେବୀ ସୁଳପାଣି ଶତପଥୀ ମଂଚ ପରିଚାଳନା କରିଥିଲେ।ଜଗନ୍ନାଥ ପ୍ରସାଦ ପୋଲିସ ଥାନା ଅଧିକାରୀ ଦିଲ୍ଲୀପ ସ୍ୱାଇଁ ଶାନ୍ତି ଶୃଙ୍ଖଳା ରକ୍ଷା କରି ଥିଲେ।ପ୍ରଦୀପ୍ତ କିଶୋର ଭୂୟାଁ ,ସୁଧାଂଶୁ ଶେଖର ବାରିକ,ଉମାସଙ୍କର ବାରିକ,ମାନସ ରଞ୍ଜନ ପରିଛା ବିରାଟ ଶୋଭାଯାତ୍ରା ଓ ନାଗରିକ ସମ୍ବର୍ଦ୍ଧନା ପରିଚାଳନାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

Post a Comment