BREAKING
Loading...
:

ଜଗନ୍ନାଥ ପ୍ରସାଦ ରେ ରଥଯାତ୍ରା


ଜଗନ୍ନାଥ ପ୍ରସାଦ(ନୀଳଚକ୍ର live)ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ରେ ରଥଯାତ୍ରା ମହା ସମାରୋହରେ ଓ ଉଲ୍ଲାସ ଉଦ୍ଦୀପନା ସହ ପାଳନ ହୋଇ ଯାଇଛି।


ପ୍ରଭୁ ଦଧିବମାନ ,ଓ ପ୍ରଭୂ ଜଗନ୍ନାଥ ଙ୍କ ରଥାରୂଢ ପରେ  ରଥ ଟଣା ହୋଇ ଥିଲା।

Post a Comment

Previous Post Next Post
Header ADS