ଆସିକା(ନୀଳଚକ୍ର Live)-୨୧/୭/୨୦୨୩ ରିଖ ଶୁକ୍ରବାର ଦିବା ୧୧ ଘଣ୍ଟ ସମୟ ରେ ବାଲିପଦର ନିକଟସ୍ଥ ମା ଶାଙ୍କୁଳାଇ ପୀଠ ଠାରେ ୪ ନମ୍ବର ଜୋନ ଗଞ୍ଜାମ ଜିଲ୍ଲାର ୧୦ ଗୋଟି ଘରୋଇ ବସ ମାଲିକ ସଂଘ କୁ ନେଇ ଏକ ସ୍ୱତନ୍ତ୍ର ବୈଠକ ଆସିକା ଘରୋଇ ବସ ମାଲିକ ସଂଘ ର ସଭାପତି ଶ୍ରୀ ସୂଯ୍ୟକାନ୍ତ ପରିଡା ଙ୍କ ସଭାପତିତ୍ୱ ଅନୁଷ୍ଠିତ ହୋଇଥିଲା । ଏଥିରେ ବ୍ରହ୍ମପୁର, ପୁରୁଷୋତ୍ତମପୁର, ଆସିକା, ଭଂଜନଗର, ସୋରଡ଼ା, ବୁଗୁଡ଼ା, ପୋଲସରା ଘରୋଇ ବସ ମାଲିକ ସଂଘ ର ସଭାପତି ସମ୍ପାଦକ ଓ ସଂଘ ର କର୍ମ କର୍ତା ମାନେ ବର୍ତ୍ତମାନ ଗ୍ରାମାଞ୍ଚଳ କୁ ସରକାର ଙ୍କ ମୋ ବସ୍ ଚଳାଚଳ କରିବା ନିଷ୍ପତ୍ତି କୁ ବିରୋଧ କରିବା ସଙ୍ଗେ ସଙ୍ଗେ ରାଜ୍ୟ ପରିବହନ କମିଶନର ଓ.ଏସ ଆର.ଟି.ସି (ସରକାରୀ ) ବସ ପରିମିଟ୍ କୁ ଘରୋଇ ବସ ର ପରିମିଟ୍ ର ସମୟ କୁ ଅଣଦେଖା କରି ନୂଆ ନୂଆ ପରିମିଟ୍ ଘରୋଇ ବସ ଆଗରେ ଓ ପଛରେ ଦେଇ ରୁଟ୍ ରେ ଚଳ ପ୍ରଚଳ ପାଇଁ ଅନୁମତି ଦେଉଥିବାରୁ ଘରୋଇ ବସ ମାଲିକ ମାନଙ୍କୁ ବହୁ କ୍ଷତି ସହିବାକୁ ପଢୁଛି ତାହାରି ପ୍ରତିବାଦ ରେ ଆଜି ସଂଘ ର ବୈଠକ ଅନୁଷ୍ଠିତ ହୋଇଥିଲା ଏବଂ ଏତତ୍ ବ୍ୟତୀତ ତିନି ଚକିଆ ଯାନ ଠୁ ଆରମ୍ଭ କରି ଛୋଟ ବଡ ଗାଡି ଷ୍ଟେଜ୍ କ୍ୟାରେଜ ର ପରିମିଟ୍ ନଥାଇ ମଧ୍ୟ ପ୍ରତ୍ୟେକ ଦିନ ରୁଟ୍ ପରିମିଟ୍ ଥିବା ବସ ଆଗରେ ଓ ପଛରେ ବିନା କାଗଜ ପତ୍ର ରେ ସହ ସହ ଗାଡି ଯିବା ଆସିବା କରୁଛି ଏଥି ସମ୍ଭଧେ କୌଣସି ଘରୋଇ ବସ ମାଲିକ ଓ. ଏସ.ଆର.ଟି.ସି ବସ କିମ୍ବା ଛୋଟ ଗାଡି ନା ରେ ଅଭିଯୋଗ କଲେ ଘରୋଇ ବସ ମାଲିକ ଙ୍କୁ ଧମକ ଚମକ ଦିଆଯାଉଛି ଏବଂ ଥାନା ମାନଙ୍କ ରେ ସରକାରୀ ଗାଡି କୁ ଯୋଉଁ ଭଳି ଭାବେ ସାହାଯ୍ୟ ଓ ସହଯୋଗ କରୁଛନ୍ତି କିନ୍ତୁ ଘରୋଇ ବସ ମାଲିକ ମାନଙ୍କୁ ସେହି ସାହାଯ୍ୟ ଓ ସହଯୋଗ ମିଳୁନାହିଁ ତେଣୁ ଏହ ବୈଠକ ରେ ଗଞ୍ଜାମ ଜିଲ୍ଲା ର ଜିଲ୍ଲାପାଳ,ଆରକ୍ଷୀ ଅଧିକ୍ଷକ ବ୍ରହ୍ମପୁର,ଆରକ୍ଷୀ ଅଧିକ୍ଷକ ଛତ୍ରପୁର,ଆଞ୍ଚଳିକ ପରିବହନ ଅଧିକାର ଙ୍କୁ ଏହି ବିଷୟରେ ଅବଗତି ନିମନ୍ତେ ନିଷ୍ପତି ନିଆଗଲା ।
ଏହି ବୈଠକ ରେ ବ୍ରହ୍ମପୁର ଘରୋଇ ବସ ମାଲିକ ସଂଘ ସଭାପତି ଶ୍ରୀଯୁକ୍ତ ସୁବାସ ଚନ୍ଦ୍ର ପଟ୍ଟନାୟକ, ସମ୍ପାଦକ ଶ୍ରୀଯୁକ୍ତ ଅତନୁ କୁମାର ବେହେରା,ପୁରୁଷୋତ୍ତମପୁର ଘରୋଇ ବସ ମାଲିକ ସଂଘ ସଭାପତି ଶ୍ରୀଯୁକ୍ତ ଭବାନୀ ମିଶ୍ର, ଭଂଜନଗର ଘରୋଇ ବସ ମାଲିକ ସଂଘ ସଭାପତି ଶ୍ରୀଯୁକ୍ତ ଗୋପବନ୍ଧୁ ମହାପାତ୍ର, ସମ୍ପାଦକ ଶ୍ରୀଯୁକ୍ତ ବିପ୍ର ଚରଣ ବାରିକ, ସୁବାସ ଚନ୍ଦ୍ର ଦିହୁଡି,ସୋରଡ଼ା ଘରୋଇ ବସ ମାଲିକ ଶ୍ରୀଯୁକ୍ତ ଔସିଙ୍ଗି, ବୁଗୁଡ଼ା ଘରୋଇ ବସ ମାଲିକ ସଂଘ ସଭାପତି ଶ୍ରୀଯୁକ୍ତ ଭେଙ୍କେଡ଼ ଦୋରା , ଶ୍ରୀଯୁକ୍ତ ପ୍ରମୋଦ କୁମାର ଜେନା, ଶ୍ରୀଯୁକ୍ତ ଇ. ଲୋକନାଥ,ଶ୍ରୀଯୁକ୍ତ ଅନିଲ କୁମାର ପୁଷ୍ଠି,ଶ୍ରୀଯୁକ୍ତ ସୂଯ୍ୟନାରାୟଣ ପାଣିଗ୍ରାହୀ, ଶ୍ରୀଯୁକ୍ତ ଗୋବିନ୍ଦ ଚନ୍ଦ୍ର ବାରିକ ଓ ଏକ ସହ ରୁ ଉର୍ଦ୍ଧ ମାଲିକ ଉପସ୍ଥିତ ଥିଲେ । ପରିଶେଷରେ ଗଞ୍ଜାମ ଜିଲ୍ଲାର ଜୋନ ନମ୍ବର ୪ ର ସମ୍ପାଦକ ଶ୍ରୀ ସନ୍ତୋଷ କୁମାର ପୋଲାଈ ଏକ ସହରୁ ଉର୍ଦ୍ଧ ବସ ମାଲିକ ଯୋଗ ଦେଇଥିବାରୁ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ୍ କରିଥିଲି ।

Post a Comment