ଜଗନ୍ନାଥ ପ୍ରସାଦ(ନୀଳଚକ୍ର Live) ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ଆଞ୍ଚଳିକ ଡ଼ିଗ୍ରୀ କଲେଜ ଓ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜାତୀୟ ସେବା ଯୋଜନା, ଯୁବ ରେଡକ୍ରସ୍, ଭାରତ ସ୍କାଉଟ୍ ଏଣ୍ଡ ଗାଇଡ୍ ଓ ମୋ କଲେଜ ସଂସ୍ଥା ଗୁଡ଼ିକର ମିଳିତ ଆନୁକୁଲ୍ୟରେ ରକ୍ତଦାନ ଶିବିର କଲେଜ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ, ଛାତ୍ରଛାତ୍ରୀ, ଅଭିଭାବକ ଏବଂ ଆଲୁମିନିର ପୁରାତନ ଛାତ୍ରଛାତ୍ରୀ ରକ୍ତଦାନ କରିଥିଲେ । ଏହି ଶିବିରକୁ ଡ଼ିଗ୍ରୀ କଲେଜର ପରିଚାଳନା କମିଟିର ସଭାପତି ଶ୍ରୀଯୁକ୍ତ ବେଣୁଧର ସାବତ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ ।
ଆଞ୍ଚଳିକ ଡ଼ିଗ୍ରୀ କଲେଜର ଅଧ୍ୟକ୍ଷ ଶ୍ରୀଯୁକ୍ତ ସନାତନ ସାହୁ ଉକ୍ତ ଶିବିର ସଭାରେ ସଭାପତିତ୍ବ କରି ପରିଚାଳନା କରିଥିଲେ । ଶିବିରରେ ସମ୍ମାନିତ ଅତିଥି ଭାବେ ଗଞ୍ଜାମ ଜିଲ୍ଲା ଯୁବ ରେଡକ୍ରସ୍ ର ସଂଯୋଜକ ଅଧ୍ୟାପକ ଶ୍ରୀଯୁକ୍ତ ଦିଲ୍ଲୀପ କୁମାର ଆଚାର୍ଯ୍ୟ, ସ୍ଥାନୀୟ ଗୋଷ୍ଠି ସ୍ବାସ୍ଥ୍ୟ ଚିକିତ୍ସା ଅଧିକାରୀ ଡ଼ଃ ଦାଶ କିରଣ କୁମାର, ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ଶ୍ରୀଯୁକ୍ତ ନୃସିଂହ ଚରଣ ପ୍ରଧାନ,
ଗଞ୍ଜାମ ଜିଲ୍ଲା ଜାତୀୟ ସେବା ଯୋଜନାର ସହ ଯୋଜନା ଅଧିକାରୀ ଅଧ୍ୟାପକ ଶ୍ରୀଯୁକ୍ତ ସୁନୀଲ କୁମାର ମୁନି, ଯୁବ ରେଡକ୍ରସ୍ କାଉନସିଲର ପ୍ରାଧ୍ୟାପକ ଶ୍ରୀଯୁକ୍ତ ଲୋକନାଥ ମହାନ୍ତି, ଜାତୀୟ ସେବା ଯୋଜନା ଅଧିକାରୀ ଅଧ୍ୟାପକ ଡ଼ଃ ପ୍ରମୋଦ କୁମାର ଚୌଧୁରୀ, ଜାତୀୟ ସେବା ଯୋଜନା ଅଧିକାରୀ ସୁଶ୍ରୀ ସୁନିତା ଗୌଡ଼ ମଞ୍ଚାସିନ ରହି ରକ୍ତଦାନ ଓ ଏହାର ଉପକାରିତା ଉପରେ ଆଲୋକପାତ କରିଥିଲେ । ଭଞ୍ଜନଗର ବ୍ଲଡ଼ ବ୍ୟାଙ୍କର କର୍ମଚାରୀ ବୃନ୍ଦ ତଥା ବିପିନ୍ କୁମାର ପାଣିଗ୍ରାହୀ ଇତ୍ୟାଦିକୁ ରକ୍ତ ସଂଗ୍ରହ କରିବାରେ ମୋ କଲେଜର ସଂଯୋଜକ ଡ଼ଃ ବିନୋଦ କୁମାର ଦାଶ, ଅଧ୍ୟାପକ ଶ୍ରୀ ବିରଞ୍ଚି ନାରାୟଣ ପ୍ରଧାନ, ଶ୍ରୀଯୁକ୍ତ ବିଭୂତି ଭୂଷଣ ପ୍ରଧାନ ଓ ଶ୍ରୀକାନ୍ତ ପାତ୍ର ପ୍ରମୁଖ ସହଯୋଗ କରିଥିଲେ । ପ୍ରଥମେ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ରକ୍ତଦାନ କରି ଶିବିରକୁ ଆରମ୍ଭ କରିଥିଲେ ତତ୍ ସଙ୍ଗେ ଅଧ୍ୟାପକ ଶ୍ରୀଯୁକ୍ତ ରାଧା ମାଧବ ପ୍ରଧାନ ଓ ଡ଼ିଗ୍ରୀ କଲେଜ ଅଧ୍ୟାପକ ଶ୍ରୀ ପଞ୍ଚାନନ ପୋଲାଇ, ଅଧ୍ୟାପିକା ସୁଶ୍ରୀ ସୁନିତା ବିଷୋୟୀ, ଭବାନୀ ଶଙ୍କର ମାଝୀ, ୧୪ ଜଣ ଛାତ୍ରୀ ସମେତ ମୋଟ ୪୦ ଜଣ ସ୍ଵେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ । ଶେଷରେ ଯୁବ ରେଡକ୍ରସ୍ କାଉନସିଲର ସରୋଜ କୁମାର ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ସ୍ବେଚ୍ଛାସେବୀ ଶୋଭନ ସାହୁ, ରାଜେନ୍ଦ୍ର ନାୟକ, ଆଶିଷ କୁମାର ପାଢ଼ୀ, ନୀଳାଞ୍ଚଳ ପ୍ରଧାନ, ପି. କ୍ରିଷ୍ଣା ରାଓ, ଶୁଭଲକ୍ଷ୍ମି ପ୍ରଧାନ, ବର୍ଷାରାଣୀ ପ୍ରଧାନ ଓ ଦେବସ୍ମିତା ନାଇକ ରକ୍ତଦାତାଙ୍କୁ ସହୋଯୋଗ କରିଥିଲେ।

Post a Comment