BREAKING
Loading...
:

ପୁରୀ ବଡ଼ଶଙ୍ଖ କାର୍ତ୍ତିକ ମହୋତ୍ସବ ଅନୁଷ୍ଠିତ


ପୁରୀ(ନୀଳଚକ୍ର live)ପୁରୀ ବଡ଼ଶଙ୍ଖ କାର୍ତ୍ତିକ ମହୋତ୍ସବ କୁ ଲଳିତା ସାହୁ ଆନୁଷ୍ଟାନିକ ଭାବେ ଉଦଘାଟନ କରିଥିଲେ।ପୁରୀ ର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଜୟନ୍ତ କୁମାର ଷଢଙ୍ଗୀ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ମହୋତ୍ସବ ର ଉଦେଶ୍ୟ ବିଷୟ ରେ ବକ୍ତବ୍ୟ ଦେଇଥିଲେ।ମୁଖ୍ୟବକ୍ତା ଭାବେ ଓଡ଼ିଶା ହାଇକୋର୍ଟ ର ବରିଷ୍ଠ ଓକିଲ ଶ୍ରୀଯୁକ୍ତ ଅମୀୟ ପଣ୍ଡା ଯୋଗ ଦେଇ କଳା, ସଂସ୍କୃତି, ଓ ଐତିହ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ।





ସଂମାନିତ ଅତିଥି ରୂପେ ଶ୍ରୀ ଯୁକ୍ତ ପୂର୍ଣ ଚନ୍ଦ୍ର ସାହୁ, ଓ ଶ୍ରୀଯୁକ୍ତ ଦାମୋଦର ଦାସ ଯୋଗ ଦେଇଥିଲେ। ବାଘ ଅଖଡା ବିନାୟକ ସଂଘ ତରଫରୁ ସଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରା ଯାଇଥିଲା।ଲୋକନାଥ ସିନାହାଁ,ରତିକୁମାର ସାମନ୍ତରାୟ,ଦୀପକ କୁମାର ସାହୁ, ଦିବ୍ୟରଂଜନ ସାହୁ, ସୌମ୍ୟ ରଞ୍ଜନ ସାହୁ, ଓ ଶରତ କୁମାର ସାହୁ ମଞ୍ଚ ପରିଚାଳନା କରିଥିଲେ।

Post a Comment

Previous Post Next Post
Header ADS