ଜଗନ୍ନାଥ ପ୍ରସାଦ(ନୀଳଚକ୍ର Live) ୩୦ /୧୧/୨୦୨୩ ରିଖ ଅପରାହ୍ନ ୪ଘଣ୍ଟ ସମୟ ରେ ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ବି.ଡି.ପୁର ଗ୍ରାମ ପଂଚାୟତ ବୈଠକ ଗୃହ ରେ ସରପଞ୍ଚ ଶ୍ରୀମତୀ ରଶ୍ମିତା ସାହୁ ଙ୍କ ସଭାପତିତ୍ୱ ରେ ଜଗନ୍ନାଥ ପ୍ରସାଦ ଥାନା ଆମ ପୋଲିସ ସମିତି ପକ୍ଷରୁ ଏକ ସଚେତନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ମୁଖ୍ୟ ଅତିଥି ଭାବେ ଜଗନ୍ନାଥ ପ୍ରସାଦ ପୋଲିସ ଥାନା ଅଧିକାରୀ ଶ୍ରୀଯୁକ୍ତ ଅରୁଣ କୁମାର ସିଂ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜଳନ କରି ସଭା କାର୍ଯ୍ୟ କୁ ଆରମ୍ଭ କରିଥିଲେ ଓ କନ୍ଧମାଳ ସାଂସଦ ଙ୍କ ପ୍ରତିନିଧି ଶ୍ରୀଯୁକ୍ତ ବିପ୍ର ଚରଣ ବାରିକ ମଧ୍ୟ ଅନ୍ୟତମ ଅତିଥି ରୂପେ ଯୋଗ ଦେଇଥିଲେ।
ଏହି କାର୍ଯ୍ୟକ୍ରମ ରେ ସବ୍ ଇନ୍ସପେକ୍ଟର ବାବୁଲାଲ ରାଉଳ,ରାଇଟର୍ ରଞ୍ଜନ ଆଚାର୍ଯ୍ୟ,ବି.ଡି.ପୁର ବ୍ୟବସାୟୀ ସଂଘ ର ସଭାପତି ପ୍ରଭାତ କୁମାର ବିଷୋଇ, ମହେଶ୍ୱର ପୋଲାଈ, ଗୌରହରି ବେହେରା,ସରପଞ୍ଚ ଙ୍କ ପ୍ରତିନିଧି ଶ୍ରୀ ଶିଶିର କାନ୍ତ ସାହୁ,ପୂର୍ବତନ ସମିତି ସଭ୍ୟ ଶ୍ରୀ ଅମିର କୁମାର ସ୍ୱାଇଁ, ପ୍ରଦୀପ କୁମାର ବିଶୋଇ,କୃଷ୍ଣ ଚନ୍ଦ୍ର ସ୍ୱାଇଁ , ଜିତେନ୍ଦ୍ର ରଥ, ଚକ୍ରଧର ପାଣିଗ୍ରାହୀ, ତ୍ରିନାଥ ସ୍ୱାଇଁ, ବିଦେଶୀ ଖଟେଇ,ଗଦାଧର ନାଇକ, ଦୟାନିଧି ନାଇକ,ଟୁକୁନା ପ୍ରଧାନ,ପ୍ରିୟ ରଞ୍ଜନ ରଥ,ମଧୁସୂଦନ କର,ରବୀନ୍ଦ୍ର ତ୍ରିପାଠୀ, ଖଦାଳ ସ୍ୱାଇଁ,ସିମାଞ୍ଚଳ ଗୌଡ଼,କହ୍ନୁ ଚାରଣ ପରିଛା,ଓ.ଏଲ.ଏମ ର ସି.ଆର.ପି ସଦସ୍ୟା ଏବଂ ,ବହୁ ଗ୍ରୁପ ର ମହିଳା ମାନେ,ୱାର୍ଡମେମ୍ବର ପ୍ରମୁଖ ମାନ୍ୟଗନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।ଉକ୍ତ ସଭା ରେ କନ୍ଧମାଳ ସାଂସଦ ଙ୍କ ପ୍ରତିନିଧି ଶ୍ରୀଯୁକ୍ତ ବାରିକ ନିଜର ବକ୍ତବ୍ୟ ରେ କହିଥିଲେ ଯେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କ ସରକାର ଲୋକ ଙ୍କ ପାଖରେ ଅତି ନିକଟତର ହେବାପାଇଁ ଆମ ପୋଲିସ ସମିତି ର ମୁଖ୍ୟ ଭୂମିକା ରହିଛି ପୋଲିସ ପ୍ରଶାସନ ଏବଂ ସାଧାରଣ ଜନତା ଙ୍କ ମଧ୍ୟରେ ସୁସମ୍ପର୍କ ସ୍ଥାପନ କରି କେମିତି ନିକଟତର ହୋଇପାରିବେ ଲୋକ ଙ୍କ ସୁଖ ଦୁଃଖ ରେ ଭାଗିଦାର ହୋଇ ଲୋକ ଙ୍କୁ ସଚେତନତା କରିପାରିବେ ଓ ଭୟଭୀତ ନ ହୋଇ ଭାଇଚାରାର ସମ୍ପର୍କ ରଖିବା ପାଇଁ ପରାମର୍ଶ ଦେବା ସହ ସେ କହିଥିଲେ ଆଜି ପ୍ରତ୍ୟେକ ଜିଲ୍ଲା ର ଜିଲ୍ଲାପାଳ ମଧ୍ୟ ଯେମିତି ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ କୁ ଆସି ଅଭିଯୋଗ ସବୁ ଶୁଣିବା ସଙ୍ଗେ ସଙ୍ଗେ ସେମାନ ଙ୍କ ର ମଧ୍ୟ ଜନଶୁଣାଣୀ କରୁଛନ୍ତି ସେମିତି ଆମ ପୋଲିସ ଅଧିକାରୀ ମାନେ, ମୋ ତହସିଲ ଅଧିକାରୀ, ମୋର ସରକାର ଅଧିକାରୀ ମାନେ ଆସୁଛନ୍ତି ଜଗନ୍ନାଥ ପ୍ରସାଦ ବ୍ଲକରେ ପ୍ରଥମ କରି ବି.ଡି.ପୁର ଗ୍ରାମପଂଚାୟତ ରେ ସି.ସି.କେମେରା ସଂଯୋଗୀକରଣ କରିଥିବାରୁ ପରବର୍ତ୍ତି ସମୟ ରେ ଅନ୍ୟ ପଂଚାୟତ ଗୁଡିକ ମଧ୍ୟ ସି.ସି.କେମେରା ସଂଯୋଗୀକରଣ କରିଥିବାରୁ ଚୋରୀ, ଡକାୟତି, ବିଭିନ୍ନ ଗଣ୍ଡଗୋଳ ରାଜହାନୀ ଲୋକଙ୍କୁ ଚି଼ହ୍ନଟ କରିବାରେ ପୋଲିସ କୁ ସଫଳତା ମିଳୁଛି। ଜଗନ୍ନାଥ ପ୍ରସାଦ ଆଇ.ଆଇ.ସି ତାଙ୍କ ବକ୍ତବ୍ୟ ରେ କହିଥିଲେ ବି.ଡ଼ି.ପୁର ର ଟ୍ରାଫିକ ସମସ୍ୟା କିପରି ଦୂରୀଭୂତ ହେବ, ଜଗନ୍ନାଥ ପ୍ରସାଦ ଠାରୁ ଟ୍ରାଫିକ ସମସ୍ୟା ବି.ଡ଼ି.ପୁର ବଳି ପଢ଼ିଛି ବୋଲି କହିବା ସଙ୍ଗେ ସଙ୍ଗେ ଏବଂ ସାଇବର ଠକାମୀ ମାନେ ବିଭିନ୍ନ ଅସାଧୁ ଉପାୟରେ ଫୋନ୍ କଲ୍ ମାଧ୍ୟମ ରେ ଠକି ବା ପାଇଁ ଚେଷ୍ଟା କରୁଛନ୍ତି ଉକ୍ତ ଲୋକଙ୍କ ଫୋନ୍ ଯଦି ଆସେ କିମ୍ଵା ଓଟିପି ମାଗନ୍ତି ତା ହେଲେ ସିଧାସଳଖ ମନା କରନ୍ତୁ ସେମାନ ଙ୍କ ଫୋନ୍ କୁ ଉଠାନ୍ତୁ ନାହଁ ପୁଣି ସେ କହିଛନ୍ତି ୧୮ ବୟସ ରୁ କମ ପିଲା ମାନଙ୍କୁ ଗାଡି ଚାଲିବାକୁ ଦିଅନ୍ତୁ ନାହିଁ,ପୁଣି ସେ କହିଛନ୍ତି ୧୮ ବୟସ ରୁ କମ ଝିଅ ମାନଙ୍କୁ ବିବାହ କରି ସେମାନଙ୍କ ଭବିଷ୍ୟତ କୁ ନଷ୍ଟ ନକରିବା ସଙ୍ଗେ ସଙ୍ଗେ ସେମାନଙ୍କୁ ଠିକ ଭାବେ ପାଠ ପଢାଇ ସେମାନଙ୍କ ଭବିଷ୍ୟତ ଉଜ୍ୱଳ ହେବା ମଧ୍ୟ କହିଥିଲେ। ସବ୍ ଇନ୍ସପେକ୍ଟର ବାବୁଲାଲ ରାଉଳ ତାଙ୍କ ବକ୍ତବ୍ୟ ରେ ଗୁଣି ଗରେଣି,ଭୁତ,ପ୍ରେତ ସାମାଜିକ ବାସନ୍ଦ ଅନ୍ଧବିଶ୍ୱାସ, କୁ ସଂସ୍କାର ଯୋ ରହିଛି ସେଥିରୁ ଦୁରେଇ ରହିବା ସଙ୍ଗେ ସଙ୍ଗେ ଅଧିକ ସଚେତନା କରିବା ପାଇଁ କହିଛନ୍ତି ।ଯେ କୌଣସି ଚୋରୀ, ଡକାୟତି ବିଭିନ୍ନ ଗଣ୍ଡଗୋଳ ହେଲେ ଆଇନ କୁ ହାତ କୁ ନ ନେଇ ପୋଲିସ କୁ ଜଣେଇଲେ ପୋଲିସ ଆପଣ ଙ୍କ ନିକଟରେ ପହଂଚି ସୁରକ୍ଷା ଦେଇ ପାରିବ ବୋଲି କହିଥିଲେ ।ପରିଶେଷରେ ସରପଞ୍ଚ ଶ୍ରୀମତୀ ରଶ୍ମିତା ସାହୁ ସମସ୍ତ ଙ୍କୁ ଧନ୍ୟବାଦ ଦେଇ ସଭା ସାଙ୍ଗ୍ କରିଥିଲେ ।

Post a Comment