ଜଗନ୍ନାଥ ପ୍ରସାଦ(ନୀଳଚକ୍ର live)ଓଡ଼ିଶାର ଯୁବବର୍ଗଙ୍କ ସାମଗ୍ରିକ ବିକାଶ, ଉନ୍ନତି ଓ ସଶକ୍ତିକରଣ ପାଇଁ ରାଜ୍ୟ ସରକାର ନୂଆ ଓଡିଶା କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ଏହି ପରିପ୍ରେକ୍ଷୀ ଆଜି ତା ୧/୧୨/୨୦୨୩ ରିଖ ଦିନ ୧୧ଘଣ୍ଟ ସମୟ ରେ ତେନ୍ତୁଳିଆ ଶାସନ ଦେବସ୍ଥାନ ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ମହାବିଦ୍ୟାଳୟ ର ମୁଖଶାଳା ଠୁ ଆରମ୍ଭ କରି ଗୁଡ଼ିପଲ୍ଲୀ ଦେଇ ତେନ୍ତୁଳିଆ ଗ୍ରାମ ଠାରେ ସଚେତନତା ପଦଯାତ୍ରା ସମାପ୍ତ କରି ତେନ୍ତୁଳିଆ ଗ୍ରାମ ଠାରେ ଏକ ସଚେତନତା ଏଡ଼ସ୍ ଓ ନିଶା ନିବାରଣ କାର୍ଯ୍ୟକ୍ରମ ଅନୁଷ୍ଠିତ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ତେନ୍ତୁଳିଆ ଶାସନ ଦେବସ୍ଥାନ ମହାବିଦ୍ୟାଳୟ ର ଅଧକ୍ଷ ଶ୍ରୀଯୁକ୍ତ ଡ଼ଃ ରମଣୀ ରଞ୍ଜନ ମିଶ୍ର,ଜଗନ୍ନାଥ ପ୍ରସାଦ ବ୍ଲକ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ର ଡାକ୍ତର ଦାସ କିରଣ,ମହାବିଦ୍ୟାଳୟ ର ପରିଚାଳନା କମିଟି ର ସଭାପତି ଶ୍ରୀଯୁକ୍ତ ଡ଼ଃ ରାଜେନ୍ଦ୍ର ପ୍ରସାଦ ସ୍ୱାଇଁ,କନ୍ଧମାଳ ସାଂସଦ ଙ୍କ ପ୍ରତିନିଧି ଶ୍ରୀଯୁକ୍ତ ବିପ୍ର ଚରଣ ବାରିକ, ବି.ଡି.ପୁର ଗ୍ରାମ ପଂଚାୟତ ର ସରପଞ୍ଚ ଶ୍ରୀମତୀ ରଶ୍ମିତା ସାହୁ,ତେନ୍ତୁଳିଆ ଗ୍ରାମର ଜଳନ୍ଧର ସ୍ୱାଇଁ,କ୍ୟାପଟେନ ଶ୍ରୀଯୁକ୍ତ ଦୀପକ କୁମାର ନାୟକ,ନୋଡାଲ ଅଫିସର ଅଧକ୍ଷ ଶ୍ରୀଯୁକ୍ତ ପୂର୍ଣ୍ଣ ଚନ୍ଦ୍ର ପଣ୍ଡା,ଅଧ୍ୟାପକ ବଦ୍ରି ନାରାୟଣ ପାତ୍ର,ଯୋଜନା ଅଧିକାରୀ ଅଧକ୍ଷ ସୁଧୀର କୁମାର ପଟ୍ଟନାୟକ,ସଞ୍ଜୁ ଖଡିଆ, ନିହାର ରଞ୍ଜନ ତ୍ରିପାଠୀ,ଅଲେଖ ଚନ୍ଦ୍ର ଘଡେଇ,ସୁଶ୍ରୀ ସଙ୍ଗୀତ ମହାପାତ୍ର,ପଞ୍ଚାନନ ପରିଡ଼ା,ମଧୁସ୍ମିତା ପ୍ରଧାନ ଓ ଶତାଧିକ ଛାତ୍ର ଛାତ୍ରୀ,ଗ୍ରାମବାସୀ ବୃନ୍ଦ ଉପସ୍ଥିତ ଥିଲେ ।
ବିଶ୍ୱ ଏଡ଼ସ୍ ଦିବସ ଅବସରରେ ଜଗନ୍ନାଥ ପ୍ରସାଦ ବ୍ଲକ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ର ଡାକ୍ତର ଦାସ କିରଣ ଛାତ୍ର ଛାତ୍ରୀ ମାନଙ୍କୁ ଏଡ଼ସ୍ ବିଷୟରେ ସଚେତନତା କରିବା ସହ ନିରାକରଣ ବିଷୟରେ କହିଥିଲେ ଏବଂ ଏହି ରୋଗରେ ଶିକ୍ଷା, ସଚେତନତା ଓ ସଂଯମତା ହିଁ ଶ୍ରେଷ୍ଠ ପ୍ରତିଷେଧକ ମାର୍ଗ ଓ ଆପଣଂକୁ ସୁରକ୍ଷା ଦେଇପାରିବ ବୋଲି ମଧ୍ୟ କହିଥିଲେ ।
କନ୍ଧମାଳ ସାଂସଦ ଙ୍କ ପ୍ରତିନିଧି ଶ୍ରୀଯୁକ୍ତ ବିପ୍ର ଚରଣ ବାରିକ ନିଜର ବକ୍ତବ୍ୟ ରେ କହିଥିଲେ ଯେ ନିଶା କୁ କରିବା ନା,ନିଶା ଠାରୁ ଦୁରେଇ ରହିବା,ନିଶା ପିଇବା ଦ୍ୱାରା ନିଜେ ରୋଗଗସ୍ତ ହେବା ସଙ୍ଗେ ସଙ୍ଗେ ନିଜର ମାନ ସମ୍ମାନ ଅଭିବୃଦ୍ଧି ହେବା ଜାଗା ରେ କ୍ଷତି ଘଟେ ଏବଂ ନିଶା ଗ୍ରହଣ କରିବା ଦ୍ୱାରା ଆମେ ଦ୍ରୁତ ଗତି ରେ ଗାଡି ଚଳାଇବା ଏବଂ କଥା ବାର୍ତ୍ତା ରେ ଶାଳୀନତା ନ ରଖିବା ଏହା ଦ୍ୱାରା ସମାଜ ରେ ଆମେ ନିନ୍ଦିତ ହେବା ସଙ୍ଗେ ସଙ୍ଗେ ବହୁତ ଦୁର୍ଘଟଣା ଘଟିବା ସହ ଅନ୍ୟ ଲୋକ ମଧ୍ୟ ଦୁର୍ଘଟଣା ଶିକାର ହେଇଛନ୍ତି, ଯୁବବର୍ଗ ର ସମସ୍ତ ଛାତ୍ର ଛାତ୍ରୀ ନିଶା ବ୍ୟବହାର କରି ଗାଡି ଚଳାଇବା ନାହିଁ ଓ ଗାଡି ଚଳାଇବା ବେଳେ ହେଲିମେଟ ବ୍ୟବହାର କରିବା ତାହାଲେ ଆମେ ନୂତନ ଓଡିଶା ଗଠନ କରିବାର ଏକ ସଫଳ ଶୀର୍ଷ ରେ ପହଂଚିପାରିବ ।
ମହାବିଦ୍ୟାଳୟ ର ପରିଚାଳନା କମିଟି ର ସଭାପତି ଶ୍ରୀଯୁକ୍ତ ଡ଼ଃ ରାଜେନ୍ଦ୍ର ପ୍ରସାଦ ସ୍ୱାଇଁ ଏଡ଼ସ୍ ରୋଗ ର ନିରାକରଣ ଏବଂ ମାଦକ ଦ୍ରବ୍ୟ ର ଦୁରୁପଯୋଗ ବିଷୟରେ ଛାତ୍ର ଛାତ୍ରୀ ଙ୍କ ସଚେତନ କରାଇ ଥିଲେ ଏବଂ ମହାବିଦ୍ୟାଳୟ ର ଅଧକ୍ଷ ଶ୍ରୀଯୁକ୍ତ ଡ଼ଃ ରମଣୀ ରଞ୍ଜନ ମିଶ୍ର ମଧ୍ୟ ଛାତ୍ର ଛାତ୍ରୀ ଙ୍କୁ ସଚେତନା କରାଇ ଥିଲେ ଏବଂ ଓଡିଶା ସରକାର ଆମ ଓଡିଶା ନବୀନ ଓଡିଶା ଭଳି ଅଭିନବ ପ୍ରୟାସ କୁ ଧନ୍ୟବାଦ ଦେବା ସହ ଓଡିଶା ସରକାର ଛାତ୍ର ଛାତ୍ରୀ ପାଇଁ କରିଥିବା ବିଭିନ୍ନ ଯୋଜନା ବିଷୟରେ ଛାତ୍ର ଛାତ୍ରୀ ଙ୍କୁ କହିଥିଲେ । ପରିଶେଷରେ ଅର୍ଥନୀତି ବିଭାଗର ମୁଖ୍ୟ ଦିଲ୍ଲୀପ କୁମାର ତ୍ରିପାଠୀ ଧନ୍ୟବାଦ ଦେଇ ସଭା ସାଙ୍ଗ୍ କରିଥିଲେ ।

Post a Comment