ଜଗନ୍ନାଥ ପ୍ରସାଦ(ନିରାକାର ସାହୁ ଙ୍କ ଠାରୁ) ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ମିନି ଷ୍ଟାଡିୟମ ପରିସରରେ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବ ସେବା ବିଭାଗ ସହଯୋଗରେ ସମନ୍ଵିତ ଯୁବ ବିକାଶ ଯୋଜନା ଅନ୍ତର୍ଗତ "ନୂଆଁ ଓଡ଼ିଶା, ଯୁବ ଓଡ଼ିଶା ଓ ନବୀନ ଓଡ଼ିଶା" କାର୍ଯ୍ୟକ୍ରମର କ୍ରୀଡ଼ା ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଆରମ୍ଭ ପୂର୍ବରୁ ମା ତାରିଣୀ ମନ୍ଦିର ଠାରୁ କ୍ରୀଡ଼ା ମଶାଲ ଶୋଭାଯାତ୍ରାକୁ ଅଧ୍ୟକ୍ଷ ଶ୍ରୀଯୁକ୍ତ ନୃସିଂହ ଚରଣ ପ୍ରଧାନ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ବିଦ୍ୟାଳୟ ଖେଳ ପଡିଆ ଠାରେ ଅଧ୍ୟକ୍ଷ ନୂଆଁ ଓଡ଼ିଶା ପତକା ଉତ୍ତୋଳନ କରି କ୍ରୀଡାବିତ୍ ମାନଙ୍କୁ ଶପଥ ପାଠ କରାଇଥିଲେ । ତାପରେ ଛାତ୍ରଛାତ୍ରୀ ମାନେ ବିଭିନ୍ନ ପ୍ରତିଯୋଗିତା ପାଇଁ ନାମ ପଞ୍ଜିକରଣ କରିଥିଲେ । ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ମାନସୀ ସେଠି ଯୋଗ ଦେଇ କ୍ରୀଡ଼ା ଟ୍ରାକ ଉଦଘାଟନ କରି କ୍ରୀଡ଼ା ପ୍ରତିଯୋଗିତା ଆରମ୍ଭ କରିଥିଲେ ।
ସମ୍ମାନିତ ଅତିଥି ଭାବେ ଜଗନ୍ନାଥ ପ୍ରସାଦ ସମିତି ସଭ୍ୟ ଶ୍ରୀଯୁକ୍ତ ଯୁଧିଷ୍ଟିର ସେଠୀ, ଜିରାବାଡି ସରପଞ୍ଚ ଶ୍ରୀଯୁକ୍ତ ସରୋଜ କୁମାର ନାୟକ ଓ ଜିଲ୍ଲା ପରିଷଦ ସଭ୍ୟା ପ୍ରତିନିଧି ଶ୍ରୀଯୁକ୍ତ ବିରୁପାକ୍ଷ ସେଠୀ ଯୋଗଦେଇ କ୍ରୀଡାବିତ୍ ମାନଙ୍କୁ ଉତ୍ସାହିତ କରିଥିଲେ । ନୋଡାଲ ଅଫିସର ଡ଼ଃ ଜୟଦେବ ଗୌଡ଼ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ କ୍ରୀଡ଼ାରେ ଯୁବ ଛାତ୍ରଛାତ୍ରୀ ବିକାଶ ଉପରେ ମନ୍ତବ୍ୟ ରଖିଥିଲେ । ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ୧୦୦, ୨୦୦ ଓ ୪୦୦ ମିଟର ଦୌଡ଼, ଶଟ୍ ପୁଟ ଥ୍ରୋ, ଦିସ୍ କସ୍ ଥ୍ରୋ, ଜାଭଲିନ ଥ୍ରୋ, ଲଙ୍ଗଜମ୍ପ, ହାଇଜମ୍ପ୍, କବାଡି, ଖୋ - ଖୋ, କେରମ ଓ ଚେସ ପ୍ରତିଯୋଗିତା ହୋଇଥିଲା । ଆଗକୁ କ୍ରିକେଟ୍, ଭଲିବଲ ଓ ଫୁଟବଲ ଖେଳ ଅନୁଷ୍ଠିତ ହେବ ।
ଏହି କାର୍ଯ୍ୟକ୍ରମକୁ କ୍ରୀଡ଼ା ସଂଯୋଜକ ଅଧ୍ୟାପକ ଶ୍ରୀଯୁକ୍ତ ସୁନିଲ୍ କୁମାର ମୁନି ପରିଚାଳନା କରିଥିବା ବେଳେ ବିଚାରକ ଭାବେ ପ୍ରାଧ୍ୟାପକ ଶ୍ରୀଯୁକ୍ତ ଲୋକନାଥ ମହାନ୍ତି, ଶ୍ରୀଯୁକ୍ତ ପ୍ରଶାନ୍ତ ରଥ, ପ୍ରାଧ୍ୟାପିକା ଶ୍ରୀମତୀ ଆରତୀ ମହାପାତ୍ର, ଅଧ୍ୟାପକ ସୁନିର କାନ୍ତ ମିଶ୍ର, ରାଧା ମାଧବ ପ୍ରଧାନ, ହାଡୁ ବନ୍ଧୁ ପ୍ରଧାନ, ମନୋଜ କୁମାର ମିଶ୍ର, ଅଧ୍ୟାପିକା ସୁଶ୍ରୀ ସୁନିତା ଗୌଡ଼ ଓ ସୁଶ୍ରୀ ଆସ୍ମା ନନ୍ଦ ଡେମନଷ୍ଟେଟର ଶ୍ରୀଯୁକ୍ତ ସୁଶାନ୍ତ କୁମାର ପାତ୍ର, ଶ୍ରୀଯୁକ୍ତ ଏ ରାମମୂର୍ତ୍ତି ଦୋରା ଯୋଗ ଦେଇଥିଲେ । କ୍ରୀଡ଼ା ଶିକ୍ଷକ ଶ୍ରୀଯୁକ୍ତ ପଦ୍ମନାଭ ପ୍ରଧାନ, ବିଭୂତି ଭୂଷଣ ପ୍ରଧାନ, କୈଳାସ ଚନ୍ଦ୍ର ବେହେରା, ସିଲୁ ବେହେରା, ଦିଲ୍ଲୀପ କୁମାର ନାୟକ, ଦୁଃଶାସନ ରାଉତ ସମସ୍ତ ପ୍ରତିଯୋଗିତା ସଫଳ ରୂପାୟନ ଖେଳ ଗୁଡ଼ିକୁ ପରିଚାଳନ କରିଥିଲେ । ସହଯୋଗ କରିଥିଲେ । ଶେଷରେ ସହ କ୍ରୀଡ଼ା ସଂଯୋଜକ ଶ୍ରୀଯୁକ୍ତ ଶଙ୍କର ଶଙ୍କରଶଣ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।
କାର୍ଯ୍ୟକ୍ରମରେ ୫୦୦ ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ଏହି କ୍ରୀଡ଼ା ପ୍ରତିଯୋଗିତା କାର୍ଯ୍ୟକ୍ରମ ୦୪.୧୨.୨୦୨୩ ରୁ ଆରମ୍ଭ ହୋଇ ୧୨.୧୨.୨୦୨୩ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ କର୍ମଚାରୀ ଓ ଶ୍ରୀଯୁକ୍ତ ମଦନ ମାଝୀ, ସନ୍ତୋଷ କୁମାର ଦଳାଇ, ଡି.ଇ.ଓ ସରୋଜ କୁମାର ନାୟକ ସମେତ ସ୍ବେଚ୍ଛାସେବୀ ଗୋପାଳ ପାତ୍ର, ମନୋଜ କୁମାର ପ୍ରଧାନ, ଶେଖର ଜେନା, ରାହୁଲ ନାୟକ, ବିଷ୍ଣୁ ପ୍ରଧାନ, ଦୂତିକୃଷ୍ଣ ଭୋଇ, ବିନାୟକ ଡାକୁଆ, ସନ୍ତୋଷ ସେନାପତି, ସନାତନ ସାହୁ, ଅନାଦି ସାହୁ, ସୁଜିତ କୁମାର ନାୟକ, ଦୀପିକା ପ୍ରଧାନ, ପ୍ରୀତି ମୂଳି, ତୁଳସୀ ପ୍ରଧାନ, ରୁଚି ପ୍ରଧାନ ନନ୍ଦିନୀ ପ୍ରଧାନ, ଶ୍ରାବଣୀ ପ୍ରଧାନ, ପ୍ରଗତି ପ୍ରଧାନ, ଅଙ୍କିତା ଡାକୁଆ , ନିଲାଞ୍ଚଲ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ।

Post a Comment