ଜଗନ୍ନାଥ ପ୍ରସାଦ(ନୀଳଚକ୍ର live) ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ର ଡ୍ରାମା ପେଣ୍ଡାଲ ସାମ୍ନାରେ ଘୁଙ୍ଗୁର ନୃତ୍ୟାୟନ ତରଫରୁ ଓଡ଼ିଶୀ, ସମ୍ବଲପୁରୀ,ହିପପ ଓ ଆଧୁନିକ ନୃତ୍ୟ ଶିକ୍ଷା ପ୍ରଦାନ କରାଯାଉଛି।ଟିଭି ଓ ମଂଚ ପରିବେଷଣ ର ସୁବର୍ଣ୍ଣ ସୁଯୋଗ, ଚଣ୍ଡୀଗଡ଼ ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରମାଣ ପତ୍ର ପ୍ରଦାନ ର ବ୍ୟବସ୍ଥା ଭି ରହିଛି ବୋଲି ନୃତ୍ୟ ଶିକ୍ଷାନୁଷ୍ଠାନ ର ପରିଚାଳକ ତୋଫାନ ସାମଲ ଓ ସୁଶାନ୍ତ କୁମାର ମହାନ୍ତି କହିଛନ୍ତି।
ନୃତ୍ୟ ଗୁରୁ ନଳିନୀ ବିଶ୍ୱାଳ ଓ କାନ୍ହୁ ବିଶ୍ଵାଳ ପ୍ରତେକ ସପ୍ତାହ ର ଶନିବାର ଓ ରବିବାର ରେ ବ୍ରହ୍ମପୁର ରୁ ଆସି ସକାଳ 10 ରୁ 12.30 ମିନଟ ଯାଏ ନୃତ୍ୟ ଶିକ୍ଷା ପ୍ରଦାନ କରୁଛନ୍ତି।ବ୍ରହ୍ମପୁର, ବୁଗୁଡା,ଓ ଭଞ୍ଜନଗର ରେ ମଧ୍ୟ ନୃତ୍ୟ ଶିକ୍ଷାନୁଷ୍ଠାନ ଖୋଲି ନୃତ୍ୟ ଶିକ୍ଷା ପ୍ରଦାନ କରି ଆସୁଛନ୍ତି ଓ ବର୍ତ୍ତମାନ ଜଗନ୍ନାଥ ପ୍ରସାଦ ରେ ନୂତନ ଭାବେ ନୃତ୍ୟ ଶିକ୍ଷାନୁଷ୍ଠାନ ଖୋଲିଛନ୍ତି ଓ ନୃତ୍ୟ ଶିକ୍ଷା ପ୍ରଦାନ କରା ଯାଉଛି, ସମସ୍ତେ ଏହାର ସୁଯୋଗ ନିଅନ୍ତୁ ବୋଲି ନୃତ୍ୟ ଗୁରୁ ଓ ପରିଚାଳକ କହିଛନ୍ତି।
ଜଗନ୍ନାଥ ପ୍ରସାଦ ରେ କୌଣସି ଅନୁଷ୍ଠାନ ନଥିଲା ନୃତ୍ୟ ଶିକ୍ଷା ପ୍ରଦାନ କରିବା ପାଇଁ। ତୋଫାନ ସାମଲ ଓ ସୁଶାନ୍ତ କୁମାର ମହାନ୍ତି ଙ୍କ ପ୍ରଚେଷ୍ଟା ଓ ପରିଚାଳନା ରେ ବର୍ତ୍ତମାନ ନୂତନ ଭାବେ ଜଗନ୍ନାଥ ପ୍ରସାଦ ରେ ଘୁଙ୍ଗୁର ନୃତ୍ୟାୟନ ତରଫରୁ ନୃତ୍ୟ ଶିକ୍ଷା ପ୍ରଦାନ କରାଯାଉଛି, ତେଣୁ ଏହାର ସୁଯୋଗ ନେବା ପାଇଁ ଶ୍ରୀ ସାମଲ ଓ ଶ୍ରୀ ମହାନ୍ତି ଅନୁରୋଧ କରିଛନ୍ତି।

Post a Comment