ଜଗନ୍ନାଥ ପ୍ରସାଦ(ନୀଳଚକ୍ର live)-ଆସନ୍ତା ତା୨୦ /୫/୨୦୨୪ ରିଖ ସୋମବାର ଦିନ ହେବାକୁ ଥିବା ସାଧାରଣ ନିର୍ବାଚନ ପାଇଁ ଜଗନ୍ନାଥ ପ୍ରସାଦ ବ୍ଲକ ର ବି.ଡି.ପୁର ଗ୍ରାମପଞ୍ଚାୟତ ବିଜୁ ଜନତା ଦଳ ପକ୍ଷରୁ ମାନ୍ୟବର ଅର୍ଥ ମନ୍ତ୍ରୀ ତଥା ପ୍ରିୟ ବିଧାୟକ ପ୍ରାଥି ଶ୍ରୀଯୁକ୍ତ ବିକ୍ରମ କେଶରୀ ଆରୁଖ ଓ କନ୍ଧମାଳ ସାଂସଦ ପ୍ରାଥି ଡ଼ଃ ଅଚ୍ୟୁତ ସାମନ୍ତ ଉଭୟ ଙ୍କ ସପକ୍ଷରେ ଭୋଟ ଭିକ୍ଷା କରିବା ପାଇଁ ବି.ଡି.ପୁର ଗ୍ରାମପଞ୍ଚାୟତ ଅଧିନସ୍ଥ ଭୂଷଣ୍ଡପାଳ ସ୍ଥିତ ମା ଆଦିଶକ୍ତି ଠାକୁରାଣୀ ଙ୍କ ପୀଠ ଠାରୁ ପଞ୍ଚାୟତର ସମସ୍ତ ଯୁବଗୋଷ୍ଠୀ ଏକାଠି ହୋଇ ଏକ ବିରାଟ ବାଇକ ରାଲିରେ ପଂଚାୟତ ର ସମସ୍ତ ଗ୍ରାମକୁ ଯାଇ ଘରକୁ ଘର ବୁଲି ଗ୍ରାମପଞ୍ଚାୟତ ରେ ହୋଇଥିବା ବିକାଶ ମୁଖୀ କାର୍ଯ୍ୟକ୍ରମ ଲୋକଙ୍କୁ ବୁଝେଇବା
ସହ ବିଜେଡ଼ିର ନୂତନ ନିର୍ବାଚନୀ ଇସ୍ତାହାରକୁ ନେଇ ସଚେତନ କରାଇ ଥିଲେ ଏବଂ ଯୋଡି ଶଙ୍ଖ ରେ ଗୋଟିଏ ଭୋଟ ବିଧାୟକ ଓ ଅନ୍ୟ ଭୋଟ ଟି ସାଂସଦ ଙ୍କୁ ବିପୁଳ ସଂଖ୍ୟା ରେ ଭୋଟ ଦେଇ ଜୟ ଯୁକ୍ତ କରିବା ପାଇଁ ଜନସାଧାରଣ ଙ୍କୁ ନିବେଦନ କରିଥିଲେ । ଏହି କାର୍ଯ୍ୟକ୍ରମ ରେ କନ୍ଧମାଳ ସାଂସଦ ଙ୍କ ପ୍ରତିନିଧି ଶ୍ରୀଯୁକ୍ତ ବିପ୍ର ଚରଣ ବାରିକ,ସରପଞ୍ଚ ଙ୍କ ପ୍ରତିନିଧି ଶ୍ରୀ ଶିଶିର କାନ୍ତ ସାହୁ, ବରିଷ୍ଠ ପୂର୍ବତନ ସରପଞ୍ଚ ଶ୍ରୀ ଯୁକ୍ତ ପୂର୍ଣ୍ଣ ଚନ୍ଦ୍ର ତ୍ରିପାଠୀ, ପୂର୍ବତନ ସମିତି ସଭ୍ୟ ଶ୍ରୀଯୁକ୍ତ ଅମିର କୁମାର ସ୍ୱାଇଁ,ବିଦେଶୀ ଖଟେଇ,
ଟୁକୁନା ପ୍ରଧାନ,ଚକ୍ରଧର ପାଣିଗ୍ରାହୀ, ଦିଲ୍ଲୀପ କୁମାର ସେଠି,ଖଦାଳସ୍ୱାଇଁ,କାହ୍ନୁ ଚରଣ ପରିଛା,କୃଷ୍ଣ ଚନ୍ଦ୍ର ସ୍ୱାଇଁ, କାଳୁ ଚରଣ ପଣ୍ଡା, କୃଷ୍ଣ ଚନ୍ଦ୍ର ସେଠୀ,ଭଗବାନ ଗୌଡ଼,ବିଜୟ ପ୍ରଧାନ,ବସନ୍ତ ବସନ୍ତୀଆ, ସନ୍ତୋଷ କୁମାର ପାଣିଗ୍ରାହୀ,ଜିତେନ୍ଦ୍ର ରଥ, ମହେଶ ପ୍ରସାଦ ରଥ,ମଧୁସୂଦନ କର, ରବୀନ୍ଦ୍ର ତ୍ରିପାଠୀ,ଧୀରେନ୍ଦ୍ର ବାରିକ, ପ୍ରଭାତ ବାରିକ,ଧବଳେଶ୍ୱର ସ୍ୱାଇଁ,ପ୍ରଶ୍ନ ନାୟକ, ବିଶ୍ୱଜିତ ନାୟକ,ବୁଲୁ ଚରଣ ନାୟକ, ସଂଗ୍ରାମ ସ୍ୱାଇଁ,ବୁଲୁ ସ୍ୱାଇଁ,ବିଦ୍ୟାଧାର ସାହୁ, ଗାଣ୍ଡୁ ମହାପାତ୍ର, ଶିବନନ୍ଦ ବାରିକ, ଦେବାଶିଷ ପାଢ଼ୀ, ନନ୍ଦନ ଗୌଡ଼,ଦେବାଶିଷ ଗୌଡ଼ ଓ ବିଜେଡି ର ବହୁ ଯୁବ କର୍ମି ସାମିଲ ହୋଇ ଥିଲେ ।

Post a Comment