BREAKING
Loading...
:

ବିଡ଼ିପୁର ରେ ନିର୍ବାଚନୀ ପ୍ରଚାର ପାଈଁ ବିରାଟ ବାଇକ ରାଲି


ଜଗନ୍ନାଥ ପ୍ରସାଦ(ନୀଳଚକ୍ର live)ଆସନ୍ତା ୨୦ରେ ହେବାକୁ ଥିବା ୨୦୨୪ ସାଧାରଣ ନିର୍ବାଚନ ଜଗନ୍ନାଥ ପ୍ରସାଦ ବ୍ଲକ ର ବି.ଡି.ପୁର ଗ୍ରାମପଞ୍ଚାୟତ ବିଜୁ ଜନତା ଦଳ ପକ୍ଷରୁ ବିଜୁ ଜନତା ଦଳ ର ଭଞ୍ଜନଗର ର ମାନ୍ୟବର ପ୍ରିୟ ବିଧାୟକ ପ୍ରାର୍ଥି ତଥା ଅର୍ଥ ମନ୍ତ୍ରୀ ଶ୍ରୀଯୁକ୍ତ ବିକ୍ରମ କେଶରୀ ଆରୁଖ ଓ କନ୍ଧମାଳ ସାଂସଦ ପ୍ରାର୍ଥି ଡ଼ଃ ଅଚ୍ୟୁତ ସାମନ୍ତ ଉଭୟ ଙ୍କ ସପକ୍ଷରେ ଭୋଟ ସଂଗ୍ରହ କରିବା ଉଦ୍ଦେଶ୍ୟ ରେ ବି.ଡି.ପୁର ଗ୍ରାମପଞ୍ଚାୟତ ଅଧିନସ୍ଥ ଭୂଷଣ୍ଡପାଳ ସ୍ଥିତ ମା ମଙ୍ଗଳାଙ୍କ ପୀଠ ପଞ୍ଚାୟତବାସୀ ଏକାଠି ହୋଇ ସେଠୁ ଏକ ବିରାଟ ବାଇକ ରାଲିରେ ବିଭିନ୍ନ ଗ୍ରାମକୁ ଯାଇ ଘରକୁ ଘର ବୁଲି ଗ୍ରାମପଞ୍ଚାୟତ ହୋଇଥିବା

ବିକାଶ ମୁଖୀ କାର୍ଯ୍ୟକ୍ରମ ଲୋକଙ୍କୁ ବୁଝିବା ସହ ବିଜେଡ଼ିର ନିର୍ବାଚନୀ ଇସ୍ତାହାରକୁ ନେଇ ସଚେତନ କରିଥିଲେ ଏବଂ ଯୋଡି ଶଙ୍ଖ ରେ ଭୋଟ ବିଧାୟକ ଓ ସାଂସଦ ଉଭୟ ଙ୍କୁ ଭୋଟ ଦେଇ ଜୟ ଯୁକ୍ତ କରିବା ପାଇଁ ଜନସାଧାରଣ ଙ୍କୁ ନିବେଦନ କରିଥିଲେ । ଏହି କାର୍ଯ୍ୟକ୍ରମ ରେ କନ୍ଧମାଳ ସାଂସଦ ଙ୍କ ପ୍ରତିନିଧି  ଶ୍ରୀଯୁକ୍ତ ବିପ୍ର ଚରଣ ବାରିକ,ସରପଞ୍ଚ ଙ୍କ ପ୍ରତିନିଧି ଶ୍ରୀ ଶିଶିର କାନ୍ତ ସାହୁ, ବରିଷ୍ଠ ପୂର୍ବତନ ସରପଞ୍ଚ ଶ୍ରୀ ଯୁକ୍ତ ପୂର୍ଣ୍ଣ ଚନ୍ଦ୍ର ତ୍ରିପାଠୀ, ପୂର୍ବତନ ସମିତି ସଭ୍ୟ ଶ୍ରୀଯୁକ୍ତ ଅମିର କୁମାର ସ୍ୱାଇଁ,ବିଦେଶୀ ଖଟେଇ,ଟୁକୁନା ପ୍ରଧାନ,ଚକ୍ରଧର ପାଣିଗ୍ରାହୀ, ଦିଲ୍ଲୀପ କୁମାର ସେଠି,

ଖଦାଳସ୍ୱାଇଁ,ବୁଲୁ ସ୍ୱାଇଁ,କହ୍ନୁ ଚରଣ ପରିଛା,କୃଷ୍ଣ ଚନ୍ଦ୍ର ସ୍ୱାଇଁ, କାଳୁ ଚରଣ ପଣ୍ଡା, କୃଷ୍ଣ ଚନ୍ଦ୍ର ସେଠୀ,ଭଗବାନ ଗୌଡ଼,ବିଜୟ ପ୍ରଧାନ,ବସନ୍ତ ବସନ୍ତୀଆ, ସନ୍ତୋଷ କୁମାର ପାଣିଗ୍ରାହୀ,ଜିତେନ୍ଦ୍ର ରଥ, ମହେଶ ପ୍ରସାଦ ରଥ,ମଧୁସୂଦନ କର, ରବୀନ୍ଦ୍ର ତ୍ରିପାଠୀ ଧୀରେନ୍ଦ୍ର ବାରିକ, ପ୍ରଭାତ ବାରିକ,ଧବଳେଶ୍ୱର ସ୍ୱାଇଁ,ପ୍ରଶ୍ନ ନାୟକ, ବିଶ୍ୱଜିତ ନାୟକ,ବୁଲୁ ଚରଣ ନାୟକ, ସଂଗ୍ରାମ ସ୍ୱାଇଁ, ଓ ବିଜେଡି ର ବହୁ କର୍ମି ଉପସ୍ଥିତ ଥିଲେ ।

Post a Comment

Previous Post Next Post
Header ADS