ଜଗନ୍ନାଥ ପ୍ରସାଦ(ନୀଳଚକ୍ର live)-ବିଡିପୁର ସ୍ଥିତ ତେନ୍ତୁଳିଆ ଶାସନ ଦେଵସ୍ଥାନ ମହାବିଦ୍ୟାଳୟ ରେ ଅଧକ୍ଷ ଶ୍ରୀ ଚିଂନ ବଦ୍ରି ନାରାୟଣ ପାତ୍ର ଙ୍କ ପୌରହିତ ରେ ଯୁକ୍ତ ତିନି ନବାଗତ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଆଜି ଇଣ୍ଡକ୍ସନ ପ୍ରୋଗ୍ରାମ ଅନୁଷ୍ଠିତ ହୋଇଛି |ଉକ୍ତ ଆନୁଷ୍ଠାନିକ ଉତ୍ସବ ରେ ୨00 ଶହ ରୁ ଅଧିକ ଛାତ୍ରଛାତ୍ରୀ ମହାବିଦ୍ୟାଳୟର ସମିଳନୀ କକ୍ଷରେ ଆୟୋଜିତ ଏହି ଉତ୍ସବ ରେ ଯୋଗ ଦେଇଥିଲେ |ପ୍ରଶାସନିକ ଅଧିକାରୀ ଶ୍ରୀ ଦିଲ୍ଲୀପ କୁମାର ତ୍ରିପାଠୀ ,ଶୈକ୍ଷିକ ଅଧିକାରୀ ଶ୍ରୀ ଅଲେଖ ଚନ୍ଦ୍ର ଘଡ଼ାଇ ,ମୋ କଲେଜ ଅଭିଯାନର ଆବାହକ ଶ୍ରୀ ମାଧବ ଦଳାଇ , ୟୁ .ଜି .ସି ସଂଯୋଜକ ଡ଼ଃ . ଭଞ୍ଜ କିଶୋର ରଣା ,କୋଷାଧିକାରୀ ଡ଼ଃ ପୂର୍ଣ୍ଣ ଚନ୍ଦ୍ର ପଣ୍ଡା ,ଇକାକ ସଂଯୋଜକ ଡ଼ଃ ଯଶୋବନ୍ତ ପାନ , କର୍ମଚାରୀ ପରିଷଦ ସମ୍ପାଦକ ଡ଼ଃ ନଟବର ଜେନା ,
କର୍ମଚାରୀ ସଂଘର ସହ ସମ୍ପାଦିକା ଶ୍ରୀମତୀ ଅର୍ଚନା ପ୍ରିୟଦର୍ଶିନୀ ପ୍ରଭୁତି ମଞ୍ଚାସୀନ ଥିଲେ | ଇଂରାଜୀ ବିଭାଗର ମୁଖ୍ୟ ଶ୍ରୀ ସୁକାନ୍ତ କୁମାର ପଣ୍ଡା ଅତିଥି ମାନଙ୍କୁ ମଞ୍ଚକୁ ସ୍ୱାଗତ କରିଥିଲେ ଏବଂ ମଞ୍ଚାସୀନ ଅତିଥି ମାନେ ମହାବିଦ୍ୟାଳୟ ର ନିୟମ କାନୁନ , ପାଠ୍ୟକ୍ରମ , ପରୀକ୍ଷା ପଦ୍ଧତି ତଥା ସରକାରଙ୍କର ଛାତ୍ରଛାତ୍ରୀ ମାନଙ୍କ ପାଇଁ ଶିକ୍ଷା ସମ୍ପର୍କିତ ବିଭିନ୍ନ ଯୋଜନା ସମ୍ପର୍କରେ ଅବଗତ କରାଇଥିଲେ |ୟୁ .ଜି .ସି ସଂଯୋଜକ ଡ଼ଃ ରଣା ମହାବିଦ୍ୟାଳୟ ର ଇତିହାସ ଉପରେ ଆଲୋକପାତ କରାଇଥିଲେ |
ଏହା ସହିତ ସମର ଶିକ୍ଷାର୍ଥୀ ବାହିନୀମାନଙ୍କୁ ଅଧ୍ୟକ୍ଷ ଶ୍ରୀ ପାତ୍ରଙ୍କ ଅଧକ୍ଷତା ରେ ଏବଂ ସମର ଶିକ୍ଷାର୍ଥୀ ବାହିନୀ ଅଧିକାରୀ କ୍ୟାପଟେନ ଦୀପକ କୁମାର ନାୟକ ଙ୍କ ଉପସ୍ଥିତି ରେ ବିଭିନ୍ନ ପଦବୀ ପ୍ରଦାନ କରାଯାଇଥିଲା | ପରିଶେଷରେ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ମୁଖ୍ୟ ଶ୍ରୀ ବସନ୍ତ କୁମାର ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ ।

Post a Comment