ଜଗନ୍ନାଥ ପ୍ରସାଦ(ନୀଳଚକ୍ର Live)କଡ଼ା ସୁରକ୍ଷା ମଧ୍ୟରେ ମଙ୍ଗଳବାର ଠାରୁ ବିଡ଼ିପୁର ସ୍ଥିତ ତେନ୍ତୁଳିଆ ଶାସନ ଦେବସ୍ଥାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ +୨ ବାର୍ଷିକ ପରୀକ୍ଷା ଆରମ୍ଭ ହୋଇଛି। ଛାତ୍ରୀ ଛାତ୍ର ମାନେ ପରୀକ୍ଷା ହଲକୁ ଯିବା ପୁର୍ବରୁ ଯାଞ୍ଚ କଡ଼ାକଡ଼ି କରାଯାଉଛି। ମହାବିଦ୍ୟାଳୟକୁ କଡ଼ା ସୁରକ୍ଷା ମଧ୍ୟରେ ପ୍ରଶ୍ନପତ୍ର ଆସିପଂହଁଚିଛି । ବିଦ୍ୟାଳୟ ର ଅଧକ୍ଷ ଶ୍ରୀ ଚନଂ ବଦ୍ରିନାରାୟଣ ପାତ୍ର ପରୀକ୍ଷା କିଭଳି ଶାନ୍ତିଶୃଙ୍ଖଳାର ସହ ହୋଇପାରିବ ସେଥିପାଇଁ ପଦକ୍ଷେପ ନେଇଛନ୍ତି। ତେଣୁ କଲେଜ ମୁଖ୍ୟ ଫାଟକରୁ ହିଁ ଛାତ୍ରୀ ଛାତ୍ରଙ୍କୁ ଯାଞ୍ଚକରି ପରୀକ୍ଷା ହଲକୁ ଛଡ଼ାଯାଉଛି।
+୨ ବାର୍ଷିକ ପରୀକ୍ଷା ଆରମ୍ଭ
Chief Editor By Nirakar Sahu
0
Post a Comment