BREAKING
Loading...
:

ଜାତୀୟ ଆଲୋଚନା ଚକ୍ର ରେ ଅଧ୍ୟାପିକା ମିନତୀ କୁମାରୀ ସ୍ୱାଇଁ ଙ୍କ ସନ୍ଦର୍ଭ ପାଠ

 


ଜଗନ୍ନାଥ ପ୍ରସାଦ (ନୀଳଚକ୍ର live ) ତେନ୍ତୁଳିଆ ଶାସନ ଦେବସ୍ଥାନ ମହାବିଦ୍ୟାଳୟ ରେ ICHR ଆନୁକୁଲ୍ୟରେ ଅନୁଷ୍ଠିତ ଜାତୀୟ ଆଲୋଚନା ଚକ୍ର ଗତ ୧୬ ଫେବୃଆରୀ ୨୦୨୫ ରେ ସଫଳତା ର ସହ ଅନୁଷ୍ଠିତ ହୋଇଯାଇଛି l ବହୁ ପ୍ରତିଷ୍ଠିତ ମାନ୍ୟଗଣ୍ୟ ବ୍ୟକ୍ତି ଙ୍କ ଉପସ୍ଥିତି ରେ ଉକ୍ତ କଲେଜ ର ଶିକ୍ଷା ବିଭାଗର ମୁଖ୍ୟ ଅଧ୍ୟାପିକା ଶ୍ରୀମତୀ ମିନତୀ କୁମାରୀ ସ୍ୱାଇଁ  ନିଜ ପ୍ରଭାବଶାଳୀ ତଥା ଯୁଗ ଉପଯୋଗୀ ସନ୍ଦର୍ଭ "Challenges of ICT-Enabled Teaching in Tribal Areas" ପାଠ କରିଥିଲେ l ଇତି ଅବସରରେ ଶିକ୍ଷା ବିଭାଗ ର ଅଧ୍ୟାପକ ଚନ୍ଦନ କୁମାର ସାହୁ ଓ ଅଧ୍ୟାପିକା ଶ୍ରୀମତୀ ଶ୍ଵେତା କିରଣ  ମହାନ୍ତ ପାଠିକା ଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

Post a Comment

Previous Post Next Post
Header ADS