ଭଞ୍ଜନଗର,୨୯।୩(ନୀଳଚକ୍ର Live): ଭଞ୍ଜନଗର ଓକିଲ ସଂଘ ର ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି । ସକାଳ ସାଢ଼େ ୭ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମତଦାନ ହୋଇଥିଲା। ଏଥିରେ ସଭାପତି ଭାବେ ଲକ୍ଷ୍ମୀକାନ୍ତ ମହାପାତ୍ର, ଉପ ସଭାପତି ଭାବେ ସନ୍ତୋଷ ବେହେରା, କୋଷାଧ୍ୟକ୍ଷ ଭାବେ ସଂଗ୍ରାମ କେଶରୀ ମିଶ୍ର ନିର୍ବାଚିତ ହୋଇଛନ୍ତି।
ଏଥିସହ ପୂର୍ବରୁ ଯୁଗ୍ମ ସମ୍ପାଦକ ଭାବେ ଗିରିଜା ଶଙ୍କର ଭୂୟାଁ ଏବଂ ସମ୍ପାଦକ ଭାବେ ଜ୍ୟୋତିରାଜ ପତି ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ କହୋଇଛନ୍ତି। ନିର୍ବାଚନ ପ୍ରକ୍ରିୟାକୁ ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ ଲଡୁ କିଶୋର ଆଲଟିଆ, ତ୍ରିନାଥ ମଳିକ, ସ୍ନିଗ୍ଧା ଦାସ, ଜ୍ୟୋତି ରଞ୍ଜନ ପ୍ରଧାନ ପରିଚାଳନା କରିଥିଲେ। ନବ ନିର୍ବାଚିତ ପ୍ରତିନିଧିଙ୍କୁ ଭଞ୍ଜନଗର ଓକିଲ ସଂଘର ବରିଷ୍ଟ ସଦସ୍ୟ ତଥା ଭଞ୍ଜନଗର ର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ପ୍ରଦ୍ୟୁମ୍ନ ନାୟକଙ୍କ ସମେତ ବାର ଆସୋସିଏସନ ର ଅନ୍ୟ ସଦସ୍ୟ ମାନେ ଶୁଭେଚ୍ଛା ଜଣାଇଛନ୍ତି।

Post a Comment