ଜଗନ୍ନାଥ ପ୍ରସାଦ(ନୀଳଚକ୍ର Live) ଭଞ୍ଜନଗର ର ଭାରତୀ ଏଜୁକେସନ ଚାରିଟେବୁଲ ଟ୍ରଷ୍ଟ, ଓ ସମର ଝୋଳ ଠାରେ ଥିବା ଶଙ୍କର ଚକ୍ଷୁ ଚିକିତ୍ସାଳୟ, ର ମିଳିତ ଆନୁକୂଲ୍ୟରେ ଜଗନ୍ନାଥ ପ୍ରସାଦ ସାଇ ଭାରତୀ ବିଦ୍ୟା ମନ୍ଦିର, ପରିସର ରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇ ଯାଉଛି।ଭାରତୀ ଏଜୁକେସନ ଚାରିଟେବୁଲ ଟ୍ରଷ୍ଟ ର ସଭାପତି ସୁବାଷ ଚନ୍ଦ୍ର ତ୍ରିପାଠୀ,ସାଇ ଭାରତୀ ବିଦ୍ୟା ମନ୍ଦିର ର ସଭାପତି ସୁଶାନ୍ତ କୁମାର ସତପଥି,
ସମ୍ପାଦକ ଆଦିତ୍ୟ କୁମାର ତ୍ରିପାଠୀ,ଅଧ୍ୟକ୍ଷା ଲଷ୍ମୀ ପ୍ରିୟା ପ୍ରଧାନ,ସହକାରୀ ଶିକ୍ଷୟତ୍ରୀ ପିଙ୍କି ପ୍ରଧାନ,ସରସ୍ୱତୀ ସାହୁ,ମାନସୀ ବେହେରା,ଅନିତା ପ୍ରଧାନ,ବିନ୍ଦୁମାଳା ପ୍ରଧାନ ଓ ସହକର୍ମୀ ମମତା ବେହେରା, ଚକ୍ଷୁ ଚିକିତ୍ସା ଶିବିର ରେ ସହାୟତା କରିଥିଲେ।ଶଙ୍କର ଚକ୍ଷୁ ଚିକିତ୍ସାଳୟ ର କ୍ୟାମ୍ପ ମ୍ୟାନେଜର ଚିତ୍ରସେନ ଗୌଡ଼,ଚକ୍ଷୁ ପରିକ୍ଷା କାରିଣୀ ବି.ଲଳିତା,
N. ଭାଗ୍ୟଲଷ୍ମୀ ଓ ପୂଜା ଚୌଧିରି ,ଇପିଲି ସକିଲି,ପ୍ରମୁଖ ଶିବିର ରେ ଚିକିତ୍ସା ଯୋଗେଇଥିଲେ।
୫୫ ଜଣ ଚକ୍ଷୁ ରୋଗୀଙ୍କ ପରୀକ୍ଷା କରଯାଇଥିଲା ତନ୍ମଧ୍ୟରୁ ୩୭ ଜଣଙ୍କ ପରଳ ଅପେରସନ ପାଇଁ ମନୋନୀତ ହୋଇ ଥିବା ବେଳେ 30 ଜଣକୁ ନେଇ ଶଙ୍କର ଚକ୍ଷୁ ଚିକିତ୍ସାଳୟ କୁ ନିଆ ଯାଉଛି। ଜଣଙ୍କୁ ଚଷମା ଯୋଗେଇ ଦିଆ ଯାଇଥିଲା।ପ୍ରଦୀପ୍ତ କିଶୋର ଭୂୟାଁ,ବେଣୁଧର ସାବତ,ଅନ୍ନଦା ତ୍ରିପାଠୀ, ସମେତ ବହୁ ବୁଦ୍ଧିଜୀବି ଚକ୍ଷୁ ପରୀକ୍ଷା ଶିବିରରେ ଯୋଗ ଦେଇଥିଲେ।

ନିରାକାର ସାହୁ///ନୀଳଚକ୍ର Live
إرسال تعليق