୧-IPL 2022: ମିଲରଙ୍କ କିଲର ରୂପ, ରାଜସ୍ଥାନକୁ ୭ ଓ୍ଵିକେଟ୍ରେ ହରାଇ ଫାଇନାଲ୍ରେ ଗୁଜରାଟ ଟାଇଟନ୍ସ ।
୨-ପୁରୀରେ ପୁଣି ଫୁଟିଲା ଗୁଳି, ଜଣେ ସେବକ ମୃତ, ଘଟଣା ସ୍ଥଳରେ ଏସପି ।
୩-ପୋଲିସ ହେପାଜତରେ ଅଭିଯୁକ୍ତ । ପଚରାଉଚରା ଜାରିରହିଛି : ପୁରୀ ଏସପି । ।
୪-ପୁରୀରେ ଆତଙ୍କ ରଚୁଛନ୍ତି ଅପରାଧୀ । ଘଣ୍ଟାକ ଭିତରେ ଦୁଇ ଦୁଇଟି ଜଘନ୍ୟ ଘଟଣା । ଗୁଳିମାଡ ପରେ ଛୁରାମାଡ ।
୫-ବିଶାଖାପାଟନାରୁ ନିର୍ଯ୍ୟାତିତ ୧୮ ଦାଦନ ଶ୍ରମିକଙ୍କୁ ଉଦ୍ଧାର କଲା କେନ୍ଦୁଝର ପୋଲିସ୍, ଠକିଥିଲା ଦଲାଲ୍ ।
୬-ଶସ୍ତା ହେବ ଖାଇବା ତେଲ ! ଦୁଇ ବର୍ଷ ପାଇଁ ଆମଦାନୀ ଶୁଳ୍କ ସମାପ୍ତ କଲେ ସରକାର ।
୭-ଭିଜିଲାନ୍ସ ଜାଲରେ ବିଜାଘାଟି ସିଆରସି, ସର୍ଭିସ ବୁକ ଠିକ୍ କରିବା ପାଇଁ ନେଉଥିଲେ ୨୦ ହଜାର ଲାଞ୍ଚ।
୮-ଏସିଆ କପ୍: ଜାପାନଠୁ ୨-୫ରେ ହାରିଲା ଭାରତ, ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡିବାର ଦ୍ଵାର ଦେଶରେ ଦଳ ।
୯-୯୦ ଦିନରେ ପହଞ୍ଚିଲା ରୁଷ-ୟୁକ୍ରେନ ଯୁଦ୍ଧ: ୟୁକ୍ରେନ ଉପରେ ଲଗାତାର ଆକ୍ରମଣ ଜାରି ରଖିଛି ରୁଷ ।
୧୦-ଟୋକିଓରେ ମୋଦୀ-ବାଇଡେନଙ୍କ ସାକ୍ଷାତ: ମୋଦିଙ୍କ ପ୍ରଶଂସା କଲେ ବାଇଡେନ ।
୧୧-ଅନୁକମ୍ପାମୂଳକ ନିଯୁକ୍ତି ମାମଲା: ସୁପ୍ରିମକୋର୍ଟରେ ଓଡ଼ିଶା ହାଇକୋର୍ଟଙ୍କ ରାୟ ରଦ୍ଦ।
୧୨-ଚିନ୍ତା ବଢ଼ାଇଲାଣି ଏଚ୍ଏଫ୍ଏମ୍ଡି: ବଢ଼ୁଛି ଆକ୍ରାନ୍ତ ଶିଶୁଙ୍କ ସଂଖ୍ୟା, ରିପୋର୍ଟ ମାଗିଲା ସ୍ବାସ୍ଥ୍ୟ ବିଭାଗ ।
୧୨-ଚାରି ଦିନରେ ମୁହଁ ମାଡି ପଡିଲା କଙ୍ଗନାଙ୍କ ‘ଧାକଡ’, ସୁପର ଫ୍ଲପ୍ କ୍ଲବରେ ସାମିଲ୍ ହେଲା ଫିଲ୍ମ।
୧୩-ଡରାଉଛି ବିସ୍ତାପିତଙ୍କୁ ନେଇ ମିଳିତ ଜାତିସଂଘର ରିପୋର୍ଟ, ୧୦ କୋଟି ପାର କଲା ଶରଣାର୍ଥୀଙ୍କ ସଂଖ୍ୟା ।
୧୪-ବ୍ରଜରାଜନଗରରେ ପ୍ରଚାର କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ସରକାରଙ୍କୁ କଲେ ଟାର୍ଗେଟ ।
୧୫-ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ବିଧାୟକଙ୍କ ପ୍ରିତିକ୍ରିୟା : ରଥ ଯାତ୍ରା ଭିତରେ ସରିବ ନିର୍ମାଣ।
Post a Comment