ଭଞ୍ଜନଗର(ନିରାକାର ସାହୁ) ସ୍ଥାନୀୟ ସରକାରୀ ଅଭ୍ୟାସ ଉଚ୍ଚ ମୌଳିକ ବିଦ୍ୟାଳୟ, ପରିସରରେ ଭଞ୍ଜନଗର ତାଲୁକ୍ ଆଇନ ସେବା କମିଟି, ତରଫରୁ ବନ ମହୋତ୍ସବ ସପ୍ତାହ ପାଳନ ହୋଇଯାଇଛି।ମାନ୍ୟବର ଅତିରିକ୍ତ ଜିଲ୍ଲା ଜଜ୍ ତଥା ଅଧକ୍ଷ ଡ଼ଃ.ଅରୁଣ କୁମାର ସାହୁ ମୁଖ୍ୟଅତିଥି ରୂପେ ଯୋଗ ଦେଇ ଵୃକ୍ଷ ରୋପଣ କରିଥିଲେ।ବରିଷ୍ଠ ଦେୱାନି ବିଚାରପତି ସୋମଲିନା ମିଶ୍ର,JMFC ପ୍ରଜ୍ଞା ରାଉତ,ACF ପ୍ରଭାକର ନାୟକ,ACF ବିକ୍ରମ୍ ଦେବ ପଟ୍ଟନାୟକ,BEO S. ଧନଞ୍ଜୟ,ପ୍ରଧାନ ଶିକ୍ଷୟତ୍ରୀ ରିତା ରାଣୀ ମହାପାତ୍ର,
ତାଲୁକ ଆଇନ ସେବା କମିଟି ସଦସ୍ୟ ଡ. ପୂର୍ଣ୍ଣ ଚନ୍ଦ୍ର ତ୍ରିପାଠୀ ଏବଂ ଅଳକା ମଞ୍ଜରୀ ପଟ୍ଟନାୟକ,Panel lawyers ଗୋପାଳ ଚନ୍ଦ୍ର ତ୍ରିପାଠୀ, ମନୋଜ ପଟ୍ଟନାୟକ, ମଣୀ ଦୀକ୍ଷିତ, ଅକ୍ଷୟ ସାହୁ, ଅଶୋକ ଗୋଡ଼ ,CRC ନାରାୟଣ ମହାପାତ୍ର,BRC ହୃଷିକେଶ ସ୍ୱାଇଁ,councilor ପ୍ରଶାନ୍ତ କୁମାର ରାଓ, ସ୍ବେଚ୍ଛlସେବୀ ଜଗଦୀଶ ପାଣିଗ୍ରାହୀ ଅବସରପ୍ରାପ୍ତ ବନ କର୍ମଚାରୀ ଅନୁପମ ବାନାର୍ଜୀ,
ଭଂଜନଗର ବାର୍ ଆସୋସିଏସନ୍ ସଭାପତି ସନ୍ତୋଷ କୁମାର ନାୟକ,ବରିଷ୍ଠ ଆଇନଜୀବୀ ସନ୍ତୋଷ କୁମାର ତିଆଡି,ଭଗବାନ୍ ପାତ୍ର, ବରିଷ୍ଠ କିରlଣି ଅଙ୍କନ୍ ପ୍ରଧାନ, କନିଷ୍ଠ କିରlଣୀ,ମିଥୁନ ଗୌଡ଼, ପିଅନ୍ ଜଗବନ୍ଧୁ ଜେନା,ସନ୍ତୋଷ କୁମାରଜେନା,କୃତିଦାସ ବିଶ୍ଵାଳ, ଜ୍ୟୋସ୍ନା ବରlଳ, ବିଭୁପ୍ରସାଦ ମହାପାତ୍ର,ଦେବରାଜ ଗୌଡ଼, ପ୍ରମୁଖ ଯୋଗ ଦେଇଥିଲେ।

Post a Comment